Browsing Category
ଦେଶ-ବିଦେଶ
ଲକ୍ଷେ ହେବାକୁ ଆଉ ବା କେତେ ଦିନ ?
ମୁଣ୍ଡ ଉପରେ ଝିଅ ପୁଅଙ୍କ ବାହାଘର । ଚିନ୍ତା ବଢ଼ାଉଛି ଏ ସୁନା ଦର । ହୁ ହୁ ହୋଇ ବଢ଼ି ଚାଲିଛି, ଭାଙ୍ଗୁଛି ରେକର୍ଡ଼ । ଆକାଶ ଛୁଆଁ ଦର ହୋଇଗଲାଣି ସୁନା । ସୁନା କିଣିବାକୁ ଡରିଲେଣି ଗ୍ରାହକ । ୨୨ ହେଉ କି ୨୪ କ୍ୟାରେଟ ଉଭୟ ଦର ଲକ୍ଷେ ପାଖାପାଖି ହେଲାଣି । ଗତ ବର୍ଷ ତୁଳନାରେ ଏହି ମୂଲ୍ୟବାନ…
ମହିଳା ଦିବସରେ ଆମେ ନାରୀ ଶକ୍ତିକୁ ପ୍ରଣାମ କରୁଛୁ !
ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶର ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ସେମାନଙ୍କ ଶକ୍ତି ପାଇଁ ଅଭିନନ୍ଦନ…
ଖୁବ୍ ଶୀଘ୍ର ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଏହି ସୂଚନା ଦେଇଛି । ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଗତବର୍ଷ ଜୁନରୁ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ସମସ୍ୟା ଯୋଗୁ ମହାକାଶରେ ଫସି ରହିଛନ୍ତି…
ଇସ୍ରୋ ଜାରି କଲା ମହାକୁମ୍ଭର ଫଟୋ
ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ
୨୨ ବର୍ଷ ପାକିସ୍ତାନରେ ଫସି ରହିଲେ ହମିଦା
ମୁମ୍ବାଇର ଜଣେ ୭୩ ବର୍ଷୀୟା ବୃଦ୍ଧ ମହିଳା ହମିଦା ବାନୋ ପାକିସ୍ତାନରେ ଦୀର୍ଘ ୨୨ ବର୍ଷ ଫସି ରହିବା ପରେ ଶେଷରେ ସ୍ଵଦେଶ ଫେରିଛନ୍ତି। ନିଜ ପରିବାର ସହ ପୁଣି ମିଶିବା ସମୟରେ ସେ ଭାବବିହ୍ଵଳ ହୋଇଯାଇଥିଲେ। ତାଙ୍କ ପରିବାର ନିଜ ଆତ୍ମୀୟଙ୍କୁ ପୁଣି ଫେରିପାଇ ଖୁସି ବ୍ୟକ୍ତ କରିଛନ୍ତି। ହମିଦା ନିଜ…
ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ବିୟୋଗରେ ବିଶ୍ୱନେତାଙ୍କ ଶୋକବାର୍ତ୍ତା
କେମ୍ବ୍ରିଜ୍ ଗ୍ରାଜୁଏଟ୍, ଅକ୍ସଫୋର୍ଡର ପୂର୍ବତନ ଛାତ୍ର, ପ୍ରଫେସର, ଅର୍ଥମନ୍ତ୍ରୀ ଏବଂ ଦୁଇ ଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କୁ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏହି ଶ୍ରଦ୍ଧାଞ୍ଜଳି ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମନମୋହନ ସିଂହଙ୍କ ବିଷୟରେ…
ଛତିଶଗଡ଼ରରେ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା, ୨୦ ଫୁଟ ତଳକୁ ପିକ୍ଅପ୍ ଭ୍ୟାନ୍ ଖସି ୧୭ ମୃତ
ଛତିଶଗଡ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ପିକ୍ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟ ଘଟିଛି। ଏହା ସହିତ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ପିକ୍ ଅପ ଭ୍ୟାନଟି…