Browsing Category
ଭଲ ଖବର
ସ୍ନାନ ପୂର୍ଣ୍ଣିମା ପରେ କାହିଁକି ଜ୍ୱରରେ ପଡ଼ନ୍ତି ଜଗନ୍ନାଥ? ଜାଣନ୍ତୁ ଅଣସରର ରହସ୍ୟ
ରଥଯାତ୍ରା ପୂର୍ବରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଏକ ନିଆରା ପରମ୍ପରା ପାଳନ କରାଯାଏ, ଯାହା ଭଗବାନ ଏବଂ ଭକ୍ତ ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ଦର୍ଶାଏ। ତାହା ହେଉଛି ‘ଅଣସର’ ବା ମହାପ୍ରଭୁଙ୍କ ୧୫ ଦିନିଆ ‘କ୍ୱାରେଣ୍ଟାଇନ୍’। ସ୍ନାନ ଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ…
ଘରେ ପିମ୍ପୁଡି ହେଉଛନ୍ତି କି? ଏହି ଟିପ୍ସ ଆପଣାନ୍ତୁ, ଘରକୁ ଆସିବେନି ପିମ୍ପୁଡି…
ଆପଣଙ୍କ ଘରେ ବି ସବୁବେଳେ ନାଲି ପିମ୍ପୁଡି ବୁଲୁଥିବାର ଆପଣ ଦେଖୁଛନ୍ତି କି? ଆଉ ଏଥିପାଇଁ ଆପଣ ସବୁବେଳେ ଚିନ୍ତାରେ ପଡିଯାଉଛନ୍ତି କି? ଅଧିକାଂଶ ସମୟରେ ଲୋକମାନେ ପିମ୍ପୁଡିଙ୍କ ଉପରେ କୀଟନାଶକ ସ୍ପ୍ରେ କରି ମାରିଦିଅନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହାଦ୍ୱାରା…
ମହିଳାମାନେ କେମିତି ଖର୍ଚ୍ଚ କରୁଛନ୍ତି ‘ସୁଭଦ୍ରା’ ଟଙ୍କା, AI ସର୍ଭେ କରିବେ ସରକାର
ସୁଭଦ୍ରା ଯୋଜନାରେ ମହିଳାମାନେ ପାଉଥିବା ଟଙ୍କାକୁ କିଭଳି ଖର୍ଚ୍ଚ କରୁଛନ୍ତି ତାହାର ଖୋଳତାଡ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା କରାଯିବ । ଏକ କୋଟିରୁ ଅଧିକ ମହିଳାଙ୍କର ମତାମତ ସଂଗ୍ରହ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ …
ପ୍ରବଳ ଖରାରେ’ତାଳସଜ’ ଆପଣଙ୍କ ପାଇଁ ଏକ ସଞ୍ଜୀବନୀ: ଜାଣନ୍ତୁ ଏହି ସୁପରଫ୍ରୁଟ୍ର ଆଶ୍ଚର୍ଯ୍ୟଜନକ ଫାଇଦା
ପ୍ରଚଣ୍ଡ ଖରାରେ ବାହାରକୁ ପାଦ ଦେବା ମାତ୍ରେ ଗମ୍ ଗମ୍ ଝାଳରେ ଡ୍ରେସ୍ ଓଦା ହୋଇଯାଉଛି । ଅଧିକ ସମୟ ଖରାରେ ରହିଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ସହ ଦେହରୁ ଜଳୀୟ ଅଂଶ କମିଗଲା ଭଳି ଲାଗୁଛି । ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ କେବଳ ଏସି କିମ୍ବା କୁଲର ଯଥେଷ୍ଟ ନୁହେଁ, ବରଂ ଶରୀରକୁ…
ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢ଼ୁଛି ଚକ୍ଷୁ ସମସ୍ୟା, ଜାଣନ୍ତୁ କଣ କରିବେ…..
ଭାରତରେ ଭୟଙ୍କର ଗ୍ରୀଷ୍ମପ୍ରବାହ କେବଳ ଅଂଶୁଘାତଆଣୁନାହିଁ, ଏହା ଗୁରୁତର ଚକ୍ଷୁସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଆଖି ଶୁଖିଯିବା, ନାଲି ପଡ଼ିବା, ଜଳାପୋଡ଼ା, ଆଲର୍ଜି ଆଦି ଗୁରୁତର ଆଖି ସମସ୍ୟା ନେଇ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଉଥିବା ଚକ୍ଷୁ ବିଶେଷଜ୍ଞମାନେ କହିଛନ୍ତି। ତୀବ୍ର ଅତିବାଇଗଣୀ…
ବିଶ୍ୱ ମାତୃ ଦିବସ ଅବସରରେ ସବୁ ମା’ ମାନଙ୍କୁ କୋଟି କୋଟି ପ୍ରଣାମ
ମା' କେବଳ ଏକ ଶବ୍ଦ ନୁହେଁ, ଏକ ଆବେଗ । ମା’ ତା ସନ୍ତାନ ପାଇଁ ନିଜ ସ୍ବାର୍ଥ, ସୁଖ ଓ ସ୍ବପ୍ନର ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ହୋଇଯାଏ । ନିଜ ସନ୍ତାନର ମଙ୍ଗଳ ପାଇଁ ସବୁ କିଛି ତ୍ୟାଗ କରିଦିଏ କରେ । ସେହି ବ୍ୟକ୍ତିତ୍ବଙ୍କ ପାଇଁ ଆଜିର ଦିନ ଉତ୍ସର୍ଗୀକୃତ । ସାରା ବିଶ୍ବରେ ଆଜିର ଦିନକୁ…
ଚା’ ପିଇବା ପରେ ତୁରନ୍ତ ପାଣି ପିଉଛନ୍ତି କି? ସାବଧାନ୍..ଜାଣନ୍ତୁ କେତେ ସମୟ ପରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ…
ଭାରତରେ ଅଧିକାଂଶ ଲୋକ ଚା’ ପିଇବାକୁ ଖୁବ୍ ଭଲ ପାଆନ୍ତି। ସକାଳ ହେଉ କିମ୍ବା ସନ୍ଧ୍ୟା, ଅନେକ ଲୋକଙ୍କ ଦିନ ଚା’ ବିନା ଅଧୁରା ରହିଥାଏ। ତେବେ କିଛି ଲୋକଙ୍କର ଗରମ ଚା’ ପିଇବା ପରେ ତୁରନ୍ତ ପାଣି ପିଇବାର ଅଭ୍ୟାସ ଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ…
ବୃଦ୍ଧି ପାଉଛି ତାପମାତ୍ର: ଥଣ୍ଡା ପବନ ପାଇଁ ଏସି ବ୍ୟବହାର କରିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ…
ଟାଣ ଖରା ସାଙ୍ଗକୁ ଭୀଷଣ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାତିରେ ଏସି କିମ୍ବା କୁଲର ବିନା ଶୋଇବା କଷ୍ଟକର ହୋଇପଡ଼ୁଛି। ଏହି ପରିପ୍ରେକ୍ଷୀରେ ଏସି ଗ୍ରୀଷ୍ମ ଋତୁରେ ଆରାମ ଏବଂ ଶାନ୍ତିଦାୟକ ନିଦ୍ରାର ସର୍ବୋତ୍ତମ ଉତ୍ସ ପାଲଟି ଯାଇଛି।
ଏସି ଗରମରୁ ମୁକ୍ତି ପ୍ରଦାନ କରିଥାଏ ସତ…
କଞ୍ଚା ଲଙ୍କା ବନାମ ଶୁଖିଲା ଲଙ୍କା…କେଉଁଟା ଭଲ…କାହାର କଣ ଲାଭ…
ଲଙ୍କା ବିନା ଭାରତୀୟଙ୍କ ଖାଦ୍ୟ ଅଧୁରା। ଆମ ଘରେ ସାଧାରଣତଃ ଦୁଇ ପ୍ରକାରର ଲଙ୍କା ବ୍ୟବହାର ହୋଇଥାଏ- କଞ୍ଚା ସବୁଜ ଲଙ୍କା ଓ ଲାଲ ଶୁଖିଲା ଲଙ୍କା। ଉଭୟର ସ୍ବାଦ ଭିନ୍ନ ଓ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ କାମ କରିଥାନ୍ତି। ସବୁଜ ଲଙ୍କା ଶୁଖିଗଲେ ଲାଲ ହୋଇଯାଏ। କାରଣ ଏହା ସମସ୍ତ ଜଳୀୟ ଅଂଶ…
Temple City ରୁ Smart City… ୭୮ ବର୍ଷରେ ରାଜଧାନୀ ଭୁବନେଶ୍ବର, ବଦଳିଛି ରୂପରେଖ, ବଦଳିଛି ପରିବେଶ
ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠାକୁ ଆଜି ପୂରିଛି ୭୮ବର୍ଷ । ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ ଆଜି । ୧୯୪୬ ମସିହାରେ ଭୁବନେଶ୍ବରର ଯୋଜନା, ନକ୍ସା, ଡିଜାଇନ ଓ ସହରୀ ସଂରଚନା ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ଆର୍କିଟେକ୍ଟ ଓଟ୍ଟୋ କୋଏନିଗସବର୍ଗର। ୧୯୪୮…