Browsing Category

ମୁଖ୍ୟ ପ୍ରସଙ୍ଗ

Explore our main stories exclusively for women lifestyle & fashion. We excel the talents & dreams of women through a magazine.

ବର୍ଷକୁ ବର୍ଷ ବଢୁଛି ନିଖୋଜ ଶିଶୁଙ୍କ ସଂଖ୍ୟା

ରାଜ୍ୟରେ ଶିଶୁଙ୍କ ନିଖୋଜ ହାର ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଯେଉଁ ପରିମାଣରେ ଶିଶୁମାନେ ନିଖୋଜ ହେଉଛନ୍ତି ସେହି ପରିମାଣରେ ସେମାନଙ୍କ ସନ୍ଧାନ ପାଇବା ସମ୍ଭବପର ହେଉନାହିଁ । ୨୦୨୦ ରୁ ପାଞ୍ଚ ବର୍ଷର ନିଖୋଜ ତଥ୍ୟରୁ ଏହା ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି । ଶିଶୁମାନଙ୍କ ନିଖୋଜ…

କଲେଜ ଛାତ୍ରୀଙ୍କ ସୁରକ୍ଷା ଦେବେ ‘ଶକ୍ତି ଅପା’

କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ସହ ସେମାନଙ୍କୁ ଆତ୍ମବିଶ୍ୱାସୀ ଓ ସଶକ୍ତ କରିବା ଲାଗି ରାଜ୍ୟ ସରକାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। କଲେଜ ପରିସରରେ ଛାତ୍ରୀମାନଙ୍କୁ ସଠିକ୍ ଦିଗଦର୍ଶନ, ମାନସିକ ସମ୍ବଳ ଓ ସୁରକ୍ଷାର ଭରସା…

ଭାଇ ହାତରେ ସ୍ନେହର ଡୋରୀ, ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀର ସ୍ନେହ, ପ୍ରେମ ଓ ଭରସାର ପ୍ରତୀକ ଏହି ପର୍ବକୁ ନେଇ ସବୁଠି ଉତ୍ସାହ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସ୍ନେହ ଓ ଭଲପାଇବା ପ୍ରକାଶ କରୁଥିବା ବେଳେ, ଭାଇ ଜୀବନସାରା ଭଉଣୀର ସୁରକ୍ଷା କରିବାକୁ ପ୍ରତିଜ୍ଞା କରିଥାଏ। ଏହି ଅବସରରେ ଉଭୟ…

ରାକ୍ଷୀ ପୂର୍ଣ୍ଣିମା; ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍‌’ ସେବା

କ୍ରୁଟ ‘ରାକ୍ଷୀ ପୂର୍ଣ୍ଣିମା’ ଅବସରରେ ରାଜ୍ୟବ୍ୟାପୀ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ ‘ଆମ ବସ୍’ରେ ମାଗଣା ଯାତ୍ରା ନେଇ ଘୋଷଣା କରିଛି। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ କେନ୍ଦୁଝରରେ କାର୍ଯ୍ୟ କରୁଥିବା ସମସ୍ତ ଆମ ବସ୍ ସେବାରେ ମାଗଣା ଯାତ୍ରା ସୁବିଧା…

ଜିଆଇ ଟ୍ୟାଗ୍ ଦୌଡ଼ରେ ଓଡ଼ିଶାର ଆଉ ୩ ଉତ୍ପାଦ: ତାଲିକାରେ ଅଛି ମାଣିକପାଟଣା ଦହି ଓ ସମ୍ବଲପୁରର ସରସତିଆ

ଓଡ଼ିଶାର କୃଷି ତଥା ଖାଦ୍ୟ ସଂସ୍କୃତିକୁ ଏବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ମିଳିବାକୁ ଯାଉଛି । ରାଜ୍ୟର ଅନେକ ପାରମ୍ପରିକ ଉତ୍ପାଦକୁ ଭୌଗୋଳିକ ସୂଚକ ବା ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୩ଟି…

ପିଲାଙ୍କର ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ କିପରି ଛଡ଼ାଇବେ?

ପିଜା, ବର୍ଗର, ଫ୍ରେଞ୍ଚ ଫ୍ରାଇଜ୍, ଚିପ୍ସ ଓ ନୁଡୁଲ୍ସ ପରି ଜଙ୍କ୍ ଫୁଡ୍ ପିଲାମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ତେବେ ପିଲାମାନେ ଘରର ସ୍ୱାସ୍ଥ୍ୟକର ଖାଦ୍ୟ ଛାଡ଼ି ସବୁବେଳେ ଜଙ୍କ୍ ଫୁଡ୍ ଖାଇବାକୁ ଜିଦ୍ କଲେ, ଏହା ବାପା-ମା’ଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ…

ଖତ ଖାଉଛି ଇ-ଶୌଚାଳୟ

ରାଜଧାନୀରେ ନିର୍ମାଣ ହୋଇଥିବା ୧୮ଟି ଅତ୍ୟାଧୁନିକ ଇ-ଶୌଚାଳୟ ଖତ ଖାଉଛି । ଏଗୁଡିକୁ ସାଧାରଣ ଲୋକେ ବ୍ୟବହାର କରିବା ପରିବର୍ତ୍ତେ ନିଶାଡିମାନେ ଏହା ଭିତରେ ଆଡ୍ଡା ଜମାଉଛନ୍ତି । ଇ-ଶୌଚାଳୟ ଭିତରର ଦୃଶ୍ୟ ଦେଖିଲେ ଯେ କେହି ଏହା ଜାଣିପାରିବ । ସହରବାସୀଙ୍କୁ ଶୌଚାଳୟ ସୁବିଧା ଯୋଗାଇ…

କିଡନୀରେ ପଥର ବା ଷ୍ଟୋନ୍‌ କାହିଁକି ହୁଏ? ଜାଣନ୍ତୁ ଏହାର କାରଣ ଓ ନିରାକରଣ

କେଉଁ ପନିପରିବା କାହା ସହ ମିଶାଇ ଖାଇଲେ କିଡନୀରେ ପଥର ହୁଏ। ଏଭଳି ଦାବି ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ପ୍ରାୟତଃ ଦେଖିବାକୁ ମିଳେ। ବିଶେଷକରି ଦୁଇଟି ନିର୍ଦ୍ଦିଷ୍ଟ ପନିପରିବାକୁ ଏକାଠି ଖାଇଲେ ବୃକକ୍ ପଥର ହୋଇପାରେ ବୋଲି ଅନେକଙ୍କ ମଧ୍ୟରେ ଧାରଣା ରହିଛି। ତେବେ ଏଭଳି ଦାବିକୁ ସମର୍ଥନ…

ସୋଆ ଛାତ୍ରଛାତ୍ରୀଙ୍କ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ

କୃଷି ଶିକ୍ଷାକୁ ଗ୍ରାମୀଣ ଜୀବନ ଓ କୃଷକଙ୍କ ବାସ୍ତବ ସମସ୍ୟା ସହ ଯୋଡ଼ିବା ସହିତ ଛାତ୍ରଛାତ୍ରୀଙ୍କୁ ଗ୍ରାମୀଣ ତୃଣମୂଳସ୍ତରୀୟ ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)…

ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।ଏହି ଅଞ୍ଚଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…