Browsing Category
ଆମ ଓଡ଼ିଶା
ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ମିଳିବ ଚାକିରି: ନୂଆ ଥଇଥାନ ନିୟମକୁ ଅନୁମୋଦନ ଦେଲେ ରାଜ୍ୟ ସରକାର
ରାଜ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ ଅନୁମୋଦନ…
ରାଜ୍ୟର ହଜାରେରୁ ଅଧିକ ଗାଁରେ ଏବେ ବି ମୋବାଇଲ୍ ସେବା ଅପହଞ୍ଚ
ରାଜ୍ୟର ହଜାରେରୁ ଅଧିକ ଗାଁରେ ଏବେ ବି ମୋବାଇଲ୍ ସେବା ଅପହଞ୍ଚ । ଏଥିରୁ ସର୍ବାଧିକ ୧୨୯ଟି ଗାଁ ରାୟଗଡା ଜିଲ୍ଲାରେ ରହିଛି । ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ବି ଏଭଳି ଗାଁ ସଂଖ୍ୟା ଶହେରୁ ଅଧିକ ।
ଓଡିଶାରେ ମୋବାଇଲ୍ ସେବା ସଂକ୍ରାନ୍ତରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର…
ଗବେଷଣା ପାଇଁ ସୋଆ ଓ କେବିସି ବୁଝାମଣା
ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ବିକାଶ ଓ ସଂପ୍ରସାରଣ କାର୍ଯ୍ୟକ୍ରମକୁ ମିଳିତ ଭାବେ ଆଗେଇ ନେବା ଉଦ୍ଦେଶ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ କୋଲକାତାସ୍ଥିତ କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ (କେବିସି) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା…
ବର୍ଷା ଋତୁରେ ବଢୁଛି ନିମୋନିଆ ବିପଦ: ନିଜକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ସତର୍କତା
ବର୍ଷା ଋତୁ ଆସିବା ମାତ୍ରେ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ଏହି ଋତୁରେ ସ୍ୱାସ୍ଥ୍ୟ ପ୍ରତି ସତର୍କ ନରହିଲେ ବିଭିନ୍ନ ରୋଗ ହେବାର ଆଶଙ୍କା ବଢିଯାଏ। ଖାସକରି ଏହି ଦିନରେ ଥଣ୍ଡା, କାଶ ଏବଂ ଶ୍ୱାସକ୍ରିୟାଜନିତ ସଂକ୍ରମଣ ବଢ଼ିବା ସହ ନିମୋନିଆ (Pneumonia) ବିପଦ ମଧ୍ୟ ବହୁ ଗୁଣରେ…
ରାଜପଥରେ ଅସମ୍ଭାଳ ଜାମ୍! ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀ ଅଭିମୁଖେ ହଜାର ହଜାର ଭକ୍ତ
ରଥ ଉପରେ ଆଜି ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ଦେଖିବାକୁ ମିଳିବ। ଶ୍ରୀକ୍ଷେତ୍ରକୁ ଏଥିପାଇଁ ଛୁଟିଛି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। କିନ୍ତୁ ଭକ୍ତିଭାବରେ ବିଭୋର ହୋଇ ପୁରୀ ଅଭିମୁଖେ ବାହାରିଥିବା ଶ୍ରଦ୍ଧାଳୁଙ୍କୁ ବାଟରେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରବଳ ଜନସମାଗମ ଏବଂ…
କାହିଁକି ଶ୍ରୀଜଗନ୍ନାଥଙ୍କୁ ଲାଗେ ୫୬ ପ୍ରକାର ଭୋଗ?
ଶ୍ରୀଜଗନ୍ନାଥ ସଂସ୍କୃତିରେ ମହାପ୍ରସାଦ କେବଳ ଖାଦ୍ୟ ନୁହେଁ, ବରଂ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ପ୍ରତୀକ। ସେଥିମଧ୍ୟରୁ 'ଛପନ ଭୋଗ'ର ପରମ୍ପରା ଶତାବ୍ଦୀ ଧରି ଭକ୍ତମାନଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଛି। ସାଧାରଣରେ ପ୍ରଶ୍ନ ଉଠେ, ଶ୍ରୀଜଗନ୍ନାଥଙ୍କୁ କାହିଁକି ୫୬ ପ୍ରକାର…
ମହାପ୍ରଭୁଙ୍କର କାହିଁକି ହୁଏ ସୁନାବେଶ? ଜାଣନ୍ତୁ, ସୁନାବେଶ ପଛରେ କ’ଣ ରହିଛି ଇତିହାସ?
ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। ରଥ ଉପରେ ହେଉଥିବା ସୁନାବେଶରେ ମହାପ୍ରଭୁ ମହଣ ମହଣ ସୁନାରେ ସଜ୍ଜିତ ହୋଇଥାନ୍ତି। ଏହି ବେଶ…
ଭୁବନେଶ୍ୱରରେ ୭୩୦ କୋଟି ଟଙ୍କା ବ୍ୟୟରେ ‘ଏଆଇ ହବ୍’ କରିବ HCLTech
ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରାଜ୍ୟରେ ପୁଞ୍ଜିନିବେଶ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏଚସିଏଲ୍ ଟେକ୍ ରାଜଧାନୀ…
ମାଉସୀ ମା’ ମନ୍ଦିରରେ ମହାପ୍ରଭୁ ଖାଇବେ ପୋଡ଼ପିଠା; ଜାଣନ୍ତୁ ଏହାର ପରମ୍ପରା ଓ ମହତ୍ତ୍ୱ
ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଏଥି ପାଇଁ ପୁରୀର ଶରଧାବାଲି ଉତ୍ସାବମୁଖର ହୋଇଉଠିଛି। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆସିବେ ବୋଲି ବଡ଼ଦାଣ୍ଡରେ ଭକ୍ତମାନଙ୍କର ଉତ୍ସାହ କହିଲେ ନସରେ। କାଳିଆ ସାଆନ୍ତ ଯେତେବେଳେ…
ପିଏମ ଆବାସ ଯୋଜନା ସହ ସାମିଲ ହେବ ପିଏମ ସୂର୍ଯ୍ୟ ଘର ଯୋଜନା
ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ…