Browsing Category
ବଡ଼ ଖବର
ISRO ର ସଫଳ ଉତକ୍ଷେପଣ: GSLV-F18 ମାଧ୍ୟମରେ ମହାକାଶକୁ ଗଲା ପରବର୍ତ୍ତୀ ପିଢ଼ିର ‘NVS-03’ ନେଭିଗେସନ୍…
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ନିଜର ସ୍ୱଦେଶୀ ନେଭିଗେସନ୍ କ୍ଷମତାକୁ ଆହୁରି ସୁଦୃଢ଼ କରିଛି। ଭାରତକୁ ତାର ନିଜସ୍ୱ ଜିପିଏସ୍ ସିଷ୍ଟମ ମିଳିଛି । ଶୁକ୍ରବାର ରାତିରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ GSLV-F18 ରକେଟ୍ ସାହାଯ୍ୟରେ ପରବର୍ତ୍ତୀ ପିଢ଼ିର…
ତରକାରିକୁ ନେଇ କଳହ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ !
କୋରାପୁଟ: କୋରାପୁଟ ଜିଲ୍ଲାରେ ପାରିବାରିକ କଳହରୁ ଏକ ଅତ୍ୟନ୍ତ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ତରକାରିକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ରକ୍ତାକ୍ତ ରୂପ ନେଇଛି। ଉତ୍ତ୍ୟକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ…
ଉତ୍ତରାଖଣ୍ଡର ଯୋଶୀମଠରେ ହେଲିକପ୍ଟର କ୍ରାସ୍ ! ପାଇଲଟଙ୍କ ସମେତ ୬ ଜଣ ଥିଲେ ସବାର
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲିରେ ହେଲିକପ୍ଟର କ୍ରାସ୍ ଆଶଙ୍କା । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଯୋଶୀମଠ ଅଞ୍ଚଳରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଶୁକ୍ରବାର ହଠାତ୍…
ବାତ୍ୟା ‘ଅର୍ଣ୍ଣବ’ର ଗତିପଥ ବଦଳାଇବା ପଛରେ ଏଲ୍ ନିନୋର ପ୍ରଭାବ ଥିଲା କି? ଜାଣନ୍ତୁ ପାଣିପାଗ…
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ' କିପରି ଏତେ କମ୍ ସମୟ ମଧ୍ୟରେ ଅତ୍ୟନ୍ତ ଭୀଷଣ ରୂପ ନେଲା ଏବଂ ଏହାର ଗତିପଥ ଉପରେ ଏଲ୍ ନିନୋ (El Nino) ପ୍ରଭାବ ପକାଇଥିଲା କି ନାହିଁ, ତାହାକୁ ନେଇ ଏବେ ପାଣିପାଗ ବିଜ୍ଞାନୀଙ୍କ ମଧ୍ୟରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।…
କେନ୍ଦ୍ରାପଡ଼ାରେ ଲୋମଟାଙ୍କୁରା ଘଟଣା: ଲୁଣା ନଦୀ ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । କୁଦାନଗରୀ ଥାନା ଅନ୍ତର୍ଗତ ମହାରକୁଳ ନିକଟସ୍ଥ ଲୁଣା ନଦୀ ବନ୍ଧରୁ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ତଥା ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଏବଂ ଆତଙ୍କ…
କାଲି ମିଳିବ ପିଏମ୍-କିଷାନ କିସ୍ତି: ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀ ପାଇବେ ୭୦୦ କୋଟିରୁ ଊର୍ଦ୍ଧ୍ୱ ସହାୟତା
ଭୁବନେଶ୍ୱର: ଆସନ୍ତାକାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା । କେନ୍ଦ୍ର ସରକାରଙ୍କ ପ୍ରମୁଖ କୃଷକ କଲ୍ୟାଣକାରୀ ଯୋଜନା 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' (ପିଏମ୍-କିଷାନ) ର ୨୪ତମ କିସ୍ତି ଆସନ୍ତାକାଲି ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। 'ପିଏମ୍-କିଷାନ ଉତ୍ସବ…
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ନୂଆ ଲଘୁଚାପ: ଅବପାତରେ ପରିଣତ ହେଲା ବାତ୍ୟା ‘ଅର୍ଣ୍ଣବ’
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂତନ ପାଣିପାଗ ଗତିବିଧି ଦେଖିବାକୁ ମିଳିଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ…
ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବ କାର୍ଯ୍ୟାନୁଷ୍ଠାନ ବେଆଇନ ଘୋଷିତ
କଟକ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ ଓଡ଼ିଶା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟ ଅସିଦ୍ଧ ତଥା ବେଆଇନ ଘୋଷଣା କରିଛନ୍ତି।…
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା: ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ…
ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ସମଗ୍ର ରାଜ୍ୟର ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରୁଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଭାଗରେ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ…
ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ଝଡ଼ତୋଫାନ, ୟାନମ୍ରେ…
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' । ବାତ୍ୟା ଅର୍ଣ୍ଣବ ସମ୍ପୂର୍ଣ୍ଣ ସ୍ଥଳଭାଗକୁ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପାରିଣତ ହେବ । ଆଜି ରାତି…