Browsing Category
ଦେଶ-ବିଦେଶ
ସୌଦି ଆରବର ରାଜାଙ୍କ ସ୍ବାସ୍ଥ୍ୟ ଖରାପ
ରିୟାଦ: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ଆଣ୍ଟିବାୟୋଟିକ ଚିକିତ୍ସା କରୁଛନ୍ତି। ରବିବାର ରାଜାଙ୍କ ସ୍ବାସ୍ଥ୍ୟ ଉପରେ ରୟାଲ କୋର୍ଟ ତାଜା ଅପଡେଟ ଦେଇଛନ୍ତି। ଏହାପୂର୍ବରୁ କିଙ୍ଗ ସଲମାନ ହାଇ…
ଆଗ୍ରା ଜୋତା ବ୍ୟବସାୟଙ୍କ ଘରେ ଆୟକର ଚଢ଼ାଉ, ନଗଦ ୪୦ କୋଟି ଟଙ୍କା ଉଦ୍ଧାର
ଆଗ୍ରା: ଜଣେ ଜୋତା ବ୍ୟବସାୟଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ (ଆଇଟି) ଶନିବାର ପ୍ରାୟ ୪୦ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ଟଙ୍କା ଗଣନା ଏବେ ପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଆଗ୍ରା ଏବଂ ତାଙ୍କର ଅନ୍ୟ କେତେକ ସ୍ଥାନରେ ଏହି ଚଢ଼ାଉ…
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଅଙ୍ଗ: ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଙ୍ଗ ଅଟେ ଏବଂ ଆମେ ଏହାକୁ ପ୍ରତ୍ୟାହାର କରି ଆଣିବୁ। ବିଜେପି ପ୍ରାର୍ଥୀ ନୀରଜ ତ୍ରିପାଠୀଙ୍କ ପାଇଁ ଭୋଟ ମାଗିବା ପାଇଁ ପ୍ରୟାଗରାଜରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ…
କେଜରିଓ୍ବାଲଙ୍କ ଘରୁ ସିଲ ବନ୍ଦ ବାକ୍ସ ଧରି ବାହାରିଲା ପୋଲିସ
ନୂଆଦିଲ୍ଲୀ: ଏଏପି ଏମପି ଶ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ କଜେରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଏବଂ ଡିଭିଆର ଜବତ କରିଛି ଏବଂ ତଦନ୍ତକାରୀ ଦଳ ସେଠାରୁ ଚାଲିଯାଇଛନ୍ତି।
ଘଟଣାର ଡିଜିଟାଲ…
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳି, ସୋପିଆନରେ ବିଜେପି ନେତାଙ୍କୁ…
ଜମ୍ମୁ-କାଶ୍ମୀର: ନିର୍ବାଚନ ପୂର୍ବରୁ ଜମ୍ମୁକାଶ୍ମୀରର ଦୁଇଟି ପୃଥକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳିମାଡ କରିବା ସହ ସୋପିଆନରେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର…
ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୧୩ ମୃତ
ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିବାରୁ ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା…
ଗିରଫ ହେଲେ କେଜ୍ରିୱାଲ୍ଙ୍କ ସହଯୋଗୀ ବିଭବ କୁମାର
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହକାରୀ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ଶନିବାର ଦିନ ଦିଲ୍ଲୀ ପୁଲିସ ଗିରଫ କରିଛି। ବିଭବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ପଛ ଫାଟକ ପଟ ଦେଇ…
ଚଳନ୍ତା ବସରେ ନିଆଁ ଲାଗି ୯ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ, ୧୫ ଜଣ ଗୁରୁତର
ହରିୟାଣା: ଚଳନ୍ତା ବସରେ ନିଆଁ ଲାଗି ୯ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ । ହରିୟାଣା ନୁହର କୁଣ୍ଡଲି-ମାନେସର-ପଲପଲ ଏକ୍ସପ୍ରେସ ୱେରେଠାରେ ଘଟିଛି ଏପରି ଏକ ବଡ଼ ଦୁର୍ଘଟଣା । ୧୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବୃନ୍ଦାବନରୁ…
କୋଭାକ୍ସିନ ଟିକାରେ ବି ରହିଛି ପାଶ୍ୱର୍ପ୍ରତିକ୍ରିୟା, ଟିକା ନେଇଥିବା ୩୦ ପ୍ରତିଶତ ଲୋକଙ୍କ ଠାରେ ଦେଖାଦେଇଥିଲା…
ନୂଆଦିଲ୍ଲୀ: କୋଭିସିଲ୍ଡକୁ ନେଇ ବିବାଦ ଥମିନଥିବା ବେଳେ ଦେଶୀ କରୋନା ଟିକା ‘କୋଭାକ୍ସିନ’ ନେଇଥିବା ଲୋକ ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଭାରତ ବାୟୋଟେକର କୋଭିଡ୍ ଟିକା ‘କୋଭାକ୍ସିନ’ ଲଗାଇଥିବା ପ୍ରାୟ ଏକ ତୃତୀୟାଂଶ ଲୋକ ନାନା…
ଉତ୍ତରାଖଣ୍ଡର ଏହି ୪ଟି ଧାମରେ ମନ୍ଦିର ପରିସରରେ ମୋବାଇଲ ମନା
ଡେରାଡୁନ୍: ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ୨୦୨୪କୁ ନେଇ ଏକ ବଡ଼ ଖବର ଆସିଛି। ଏହି ୪ଟି ଧାମରେ ମନ୍ଦିର ପରିସରରେ ମୋବାଇଲ ନେବା ଉପରେ କଟକଣା ଲଗାଯାଇଛି। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ। ଏପରିକି…