Browsing Category

ବଡ଼ ଖବର

ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା; ପରମ୍ପରା, ବିଧି ଓ ଏହାର ଉଦ୍ଦେଶ୍ୟ

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ଏବଂ ପବିତ୍ର ପର୍ବ ହେଉଛି ‘ସ୍ନାନଯାତ୍ରା’ ବା ‘ଦେବସ୍ନାନ ପୂର୍ଣ୍ଣିମା’। ପ୍ରତିବର୍ଷ…

ଆଜି କାଳିଆର ଜନ୍ମଦିନ, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ଆଜିଠୁ ପୂଜା ପାଇବେ ପଟିଦିଅଁ…

ଆଜି କାଳିଆର ଜନ୍ମଦିନ । ଉତ୍ସବମୟ ପୁରୀ ସହର । ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଭଗବାନ । ଏମିତିକି ଦେବତା, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଜ୍ୟେଷ୍ଠ…

ପିଲା ପାଠ ପଢିବେ କେମିତି, ନୂଆ ପାଠବହି ମିଳିଲା ବେଳକୁ ଶିକ୍ଷାବର୍ଷ ସରିଯିବ

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଛାତ୍ରଛାତ୍ରୀଙ୍କୁ ଯଦି ନୂତନ ପାଠ୍ୟପୁସ୍ତକ ପ୍ରଦାନ କରାଯାଏ ତେବେ ଚଳିତବର୍ଷ ଶିକ୍ଷାବର୍ଷ ଭିତରେ ସେମାନେ ଏହା ପାଇବା ନେଇ ସନ୍ଦେହ ଉପୁଜିଛି । କାରଣ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ପୁସ୍ତକ ଛାପିବାକୁ…

ଜୁନ ୨୧ରୁ ସୁଭଦ୍ରା ଶକ୍ତି ସମାବେଶ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା ‘ସୁଭଦ୍ରା ଶକ୍ତି ସମାବେଶ’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ। ଆସନ୍ତା ଜୁନ ୨୧ରୁ ୩୦ ପର୍ଯ୍ୟନ୍ତ…

ଘରେ ପିମ୍ପୁଡି ହେଉଛନ୍ତି କି? ଏହି ଟିପ୍ସ ଆପଣାନ୍ତୁ, ଘରକୁ ଆସିବେନି ପିମ୍ପୁଡି…

ଆପଣଙ୍କ ଘରେ ବି ସବୁବେଳେ ନାଲି ପିମ୍ପୁଡି ବୁଲୁଥିବାର ଆପଣ ଦେଖୁଛନ୍ତି କି? ଆଉ ଏଥିପାଇଁ ଆପଣ ସବୁବେଳେ ଚିନ୍ତାରେ ପଡିଯାଉଛନ୍ତି କି? ଅଧିକାଂଶ ସମୟରେ ଲୋକମାନେ ପିମ୍ପୁଡିଙ୍କ ଉପରେ କୀଟନାଶକ ସ୍ପ୍ରେ କରି ମାରିଦିଅନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହାଦ୍ୱାରା…

ଉତ୍ସବ ମୁଖର ସମଗ୍ର ଓଡ଼ିଶା, ମହାସମାରୋହରେ ପାଳିତ ହେଉଛି ରଜ ପର୍ବର ଶେଷ ଦିନ

ଓଡ଼ିଶାର ଗଣପର୍ବ ରଜର ଶେଷ ଦିନ ଆଜି ରାଜ୍ୟବ୍ୟାପୀ ମହାସମାରୋହରେ ପାଳିତ ହେଉଛି । ତିନି ଦିନ ଧରି ଚାଲିଥିବା ଏହି କୃଷିଭିତ୍ତିକ ପର୍ବର ଶେଷ ପର୍ଯ୍ୟାୟରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସହରଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଲାଗି ରହିଛି…

ଶେଷ ହେବାକୁ ଯାଉଛି ଖରା ଛୁଟି, ୧୮ରେ ଖୋଲିବ ସବୁ ସ୍କୁଲ

ଶେଷ ହେବାକୁ ଯାଉଛି ଖରା ଛୁଟି। ମୌସୁମୀର ଆଗମନ ଓ ପାଗରେ ପରିବର୍ତ୍ତନ ଯୋଗୁ ସରକାରୀ ସ୍ତରରେ ସ୍କୁଲ ଖୋଲିବା ନେଇ ନିଆଯାଇଛି ବଡ଼ ପଦକ୍ଷେପ। ଆସନ୍ତା ଜୁନ ୧୮ ଅର୍ଥାତ ଗୁରୁବାର ଠାରୁ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲ ଖୋଲିବ ବୋଲି ସୋମବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ…

ମହିଳାମାନେ କେମିତି ଖର୍ଚ୍ଚ କରୁଛନ୍ତି ‘ସୁଭଦ୍ରା’ ଟଙ୍କା, AI ସର୍ଭେ କରିବେ ସରକାର

ସୁଭଦ୍ରା ଯୋଜନାରେ ମହିଳାମାନେ ପାଉଥିବା ଟଙ୍କାକୁ କିଭଳି ଖର୍ଚ୍ଚ କରୁଛନ୍ତି ତାହାର ଖୋଳତାଡ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା କରାଯିବ । ଏକ କୋଟିରୁ ଅଧିକ ମହିଳାଙ୍କର ମତାମତ ସଂଗ୍ରହ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ …

ପ୍ରବଳ ଖରାରେ’ତାଳସଜ’ ଆପଣଙ୍କ ପାଇଁ ଏକ ସଞ୍ଜୀବନୀ: ଜାଣନ୍ତୁ ଏହି ସୁପରଫ୍ରୁଟ୍‌ର ଆଶ୍ଚର୍ଯ୍ୟଜନକ ଫାଇଦା

ପ୍ରଚଣ୍ଡ ଖରାରେ ବାହାରକୁ ପାଦ ଦେବା ମାତ୍ରେ ଗମ୍ ଗମ୍ ଝାଳରେ ଡ୍ରେସ୍ ଓଦା ହୋଇଯାଉଛି । ଅଧିକ ସମୟ ଖରାରେ ରହିଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ସହ ଦେହରୁ ଜଳୀୟ ଅଂଶ କମିଗଲା ଭଳି ଲାଗୁଛି । ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ କେବଳ ଏସି କିମ୍ବା କୁଲର ଯଥେଷ୍ଟ ନୁହେଁ, ବରଂ ଶରୀରକୁ…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢ଼ୁଛି ଚକ୍ଷୁ ସମସ୍ୟା, ଜାଣନ୍ତୁ କଣ କରିବେ…..

ଭାରତରେ ଭୟଙ୍କର ଗ୍ରୀଷ୍ମପ୍ରବାହ କେବଳ ଅଂଶୁଘାତଆଣୁନାହିଁ, ଏହା ଗୁରୁତର ଚକ୍ଷୁସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଆଖି ଶୁଖିଯିବା, ନାଲି ପଡ଼ିବା, ଜଳାପୋଡ଼ା, ଆଲର୍ଜି ଆଦି ଗୁରୁତର ଆଖି ସମସ୍ୟା ନେଇ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଉଥିବା ଚକ୍ଷୁ ବିଶେଷଜ୍ଞମାନେ କହିଛନ୍ତି। ତୀବ୍ର ଅତିବାଇଗଣୀ…