Browsing Category
ବଡ଼ ଖବର
ସମ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ
ମଣିଷର ଜୀବନ ରକ୍ଷା ଏବଂ ଅକ୍ଷମତା ହ୍ରାସ କରିବାରେ ଜରୁରୀକାଳୀନ ଚିକିତ୍ସା ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର…
ଉପକୂଳ ରାଜମାର୍ଗକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକୂଳ ରାଜପଥ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।…
କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ
କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଏଥର ବିଳମ୍ବରେ କେରଳମ୍ ଛୁଇଁଛି ମୌସୁମୀ ବାୟୁ । ମେ'୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD ।
ମୌସୁମୀ ବାୟୁ କେରଳମ୍ ଛୁଇଁବା ପରେ ଦେଶରେ ବହୁ ପ୍ରତୀକ୍ଷିତ ୪ ମାସିଆ ବର୍ଷା…
ପଲିଥିନରେ ପୁରାଇ ପରିବା ଫ୍ରିଜରେ ରଖୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ..
ପ୍ରାୟତଃ, ଲୋକମାନେ ବଜାରରୁ କିଣିଥିବା ପନିପରିବା ପ୍ୟାକିଂ କରି ସିଧାସଳଖ ରେଫ୍ରିଜରେଟର(ଫ୍ରିଜ)ରେ ରଖନ୍ତି। ଏହି ପଦ୍ଧତିଟି ସରଳ ମନେହୁଏ, କିନ୍ତୁ ଏହି ଅଭ୍ୟାସ ଧୀରେ ଧୀରେ ସ୍ୱାସ୍ଥ୍ୟ ପାଇଁ ବିପଦ ପାଲଟିପାରେ। ପନିପରିବା ପଲିଥିନ୍ ବ୍ୟାଗ ଭିତରେ ରଖିବା ଦ୍ୱାରା ଆର୍ଦ୍ରତା ଏବଂ ଉତ୍ତାପ…
କଟା ତରଭୁଜ ଖାଇବା ପୂର୍ବରୁ ସାବଧାନ! ଗ୍ରୀଷ୍ମରେ ବଢୁଛି ବ୍ୟାକ୍ଟେରିଆ ସଂକ୍ରମଣ
ଗ୍ରୀଷ୍ମ ଋତୁରେ ଅସାବଧାନତାର ସହିତ କଟା ତରଭୁଜ ଖାଇବା ଏବେ ଅନେକଙ୍କ ପାଇଁ ବିପଦର କାରଣ ହେଉଛି। ଭୁଲ ସଂରକ୍ଷଣ ଓ ଖାଦ୍ୟ ପରିଷ୍କାରକୁ ଅଣଦେଖା କରିବାରୁ ଖାଦ୍ୟରେ ବିଷାକ୍ତତା ବଢୁଛି । ଗୁରୁତର ଅସୁସ୍ଥତା ଏବଂ କେତେକ ମାମଲାରେ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସୁଛି ।ଗ୍ରୀଷ୍ମ ଋତୁ ଆସିଲେ…
ସୋଆକୁ ସିଏସ୍ଆର୍ ସମ୍ମାନ
ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ’ ପକ୍ଷରୁ ସିଏସ୍ଆର୍ ସମ୍ମାନ ପ୍ରଦାନ କରାଯାଇଛି ।
ରବିବାର ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍ଆର୍ ସମ୍ମାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ‘ସିଏସ୍ଆର୍…
୧୦ଗ୍ରାମ ସୁନାକୁ ଥିଲା ୬୬ ଟଙ୍କା, ଆଉ ଏବେ ଲକ୍ଷେ ୬୨ହଜାର ଟଙ୍କା ପାର୍
ଷାଠିଏ ବର୍ଷ ଭିତରେ ସୁନା ଦର ଦଶ ଗ୍ରାମ ପିଛା ୬୬ ଟଙ୍କାରୁ ବଢି ଲକ୍ଷେ ୬୨ହଜାର ଟଙ୍କାରେ ପହଞ୍ଚିଲାଣି । ଏଥି ସହ ତାଳଦେଇ ରୂପା ଦର ବି ବଢି ଚାଲିଛି
୧୯୬୪ ମସିହାରେ ୧୦ଗ୍ରାମ ଓଜନର ୨୪ କ୍ୟାରେଟ ସୁନାର ଦର ଥିଲା ୬୩ ଟଙ୍କା ୨୫ ପଇସା ମାତ୍ର । ୧୯୬୬ରେ ତାହା ୬୬ଟଙ୍କାରେ ସୀମିତ ଥିଲା ।…
ବିଶ୍ୱ ମାତୃ ଦିବସ ଅବସରରେ ସବୁ ମା’ ମାନଙ୍କୁ କୋଟି କୋଟି ପ୍ରଣାମ
ମା' କେବଳ ଏକ ଶବ୍ଦ ନୁହେଁ, ଏକ ଆବେଗ । ମା’ ତା ସନ୍ତାନ ପାଇଁ ନିଜ ସ୍ବାର୍ଥ, ସୁଖ ଓ ସ୍ବପ୍ନର ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ହୋଇଯାଏ । ନିଜ ସନ୍ତାନର ମଙ୍ଗଳ ପାଇଁ ସବୁ କିଛି ତ୍ୟାଗ କରିଦିଏ କରେ । ସେହି ବ୍ୟକ୍ତିତ୍ବଙ୍କ ପାଇଁ ଆଜିର ଦିନ ଉତ୍ସର୍ଗୀକୃତ । ସାରା ବିଶ୍ବରେ ଆଜିର ଦିନକୁ…
ଜାରି ହେଲା ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନୀତି ୨୦୨୬
ରାଜ୍ୟରେ ସ୍ୱଚ୍ଛ ଏବଂ ପରିବେଶବନ୍ଧବ ଜାଳେଣି ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ପାଇପ୍ ପ୍ରାକୃତିକ ଗ୍ୟାସ୍ ଏବଂ ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମିର ଦ୍ରୁତ ବିକାଶ ପାଇଁ ଓଡ଼ିଶା ସରକାର “ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନୀତି, ୨୦୨୬” କୁ ଅଧିସୂଚିତ କରିଛନ୍ତି। ଏହି…
ଖୁବ୍ ଶୀଘ୍ର ଜାରିହେବ ଜମିର ବନ୍ଦୋବସ୍ତ ସମ୍ପର୍କିତ ଏସଓପି, ସରକାରୀ ଜମିର ଜବରଖଲ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ
ଗତବର୍ଷ ବକେୟା ଥିବା ପ୍ରାୟ ୩୮ ହଜାର ଏକର ବେବନ୍ଦୋବସ୍ତ ଜମିରୁ ପ୍ରାୟ ୭ ହଜାର ଏକର ଜମିର ବନ୍ଦୋବସ୍ତ ମାମଲା ଫଇସଲା କରାଯାଇ ରୟତି ସତ୍ବରେ ରେକର୍ଡ଼ଭୁକ୍ତ କରାଯାଇଛି l ଏହି ପରିପ୍ରେକ୍ଷୀରେ କଟକ, ପୁରୀ, ଭଦ୍ରକ, ବଲାଙ୍ଗୀର ଏବଂ ଜଗତସିଂହପୁର ଆଦି ଜିଲ୍ଲାମାନଙ୍କରେ ଅଧିକ ବକେୟା ଥିବା…