Browsing Category
ବଡ଼ ଖବର
ଆଶଙ୍କାରେ ଛାତ୍ର ସଂସଦ ନିର୍ବାଚନ, ଏଯାବତ୍ ମିଳୁନାହିଁ କୌଣସି ସ୍ପଷ୍ଟ ଚିତ୍ର
୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ର୍ନିବାଚନ ହେବ କି ନାହିଁ ସେଥିଘେନି ଏଯାବତ୍ କୌଣସି ସ୍ପଷ୍ଟ ଚିତ୍ର ମିଳୁନାହିଁ । ତେବେ ଉଚ୍ଚଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ବଜାୟ ରଖିବାପାଇଁ ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ସେଥିରେ…
ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀର : ଲିଟର ପିଛା ବଢ଼ିଲା ୪ ଟଙ୍କା, ଗୋଟେ ପ୍ୟାକେଟ ଉପରେ ୨ ଟଙ୍କା ଅଧିକ
ରାଜ୍ୟରେ ମହଙ୍ଗା ହେଲା ଓମ୍ଫେଡ୍ (OMFED) କ୍ଷୀର। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍ ପକ୍ଷରୁ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଅଧ ଲିଟର କ୍ଷୀର ପ୍ୟାକେଟ୍ ପିଛା ଗ୍ରାହକଙ୍କୁ ଏଣିକି ଅତିରିକ୍ତ ୨ ଟଙ୍କା ଗଣିବାକୁ ପଡ଼ିବ।
ନୂତନ ଦର…
ବୃଦ୍ଧି ପାଉଛି ତାପମାତ୍ର: ଥଣ୍ଡା ପବନ ପାଇଁ ଏସି ବ୍ୟବହାର କରିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ…
ଟାଣ ଖରା ସାଙ୍ଗକୁ ଭୀଷଣ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାତିରେ ଏସି କିମ୍ବା କୁଲର ବିନା ଶୋଇବା କଷ୍ଟକର ହୋଇପଡ଼ୁଛି। ଏହି ପରିପ୍ରେକ୍ଷୀରେ ଏସି ଗ୍ରୀଷ୍ମ ଋତୁରେ ଆରାମ ଏବଂ ଶାନ୍ତିଦାୟକ ନିଦ୍ରାର ସର୍ବୋତ୍ତମ ଉତ୍ସ ପାଲଟି ଯାଇଛି।
ଏସି ଗରମରୁ ମୁକ୍ତି ପ୍ରଦାନ କରିଥାଏ ସତ…
ଘରୋଇ ବିଦ୍ୟାଳୟ ମୁହାଁ ସିବିଏସଇ ଛାତ୍ରଛାତ୍ରୀ
ସିବିଏସ୍ଇର ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏବେ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି । ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବିଳମ୍ବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ସିବିଏସ୍ଇ ପରିଚାଳିତ ଦଶମ ଶ୍ରେଣୀ…
Temple City ରୁ Smart City… ୭୮ ବର୍ଷରେ ରାଜଧାନୀ ଭୁବନେଶ୍ବର, ବଦଳିଛି ରୂପରେଖ, ବଦଳିଛି ପରିବେଶ
ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠାକୁ ଆଜି ପୂରିଛି ୭୮ବର୍ଷ । ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ ଆଜି । ୧୯୪୬ ମସିହାରେ ଭୁବନେଶ୍ବରର ଯୋଜନା, ନକ୍ସା, ଡିଜାଇନ ଓ ସହରୀ ସଂରଚନା ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ଆର୍କିଟେକ୍ଟ ଓଟ୍ଟୋ କୋଏନିଗସବର୍ଗର। ୧୯୪୮…
କେବେ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବ ଭାଷା ଆଇନ୍ ?
ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଦିବସଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ୧୪ଦିନ ବ୍ୟାପୀ ଓଡ଼ିଆ ପକ୍ଷ ପାଳନ କରାଯାଉଥିବାବେଳେ ଭାଷା ଆନ୍ଦୋଳନ ତରଫରୁ ଏହି ପକ୍ଷ ପାଳନର ଶେଷ ଦିନ ଅର୍ଥାତ୍ ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ଭାଷାର ସୁରକ୍ଷା ଲାଗି ପୁଣି କଳା ପତାକା ଅଭିଯାନ…
ଭଲ ଓ ଖରାପ କୋଲେଷ୍ଟ୍ରଲ୍ ଭିତରେ କ’ଣ ରହିଛି ପାର୍ଥକ୍ୟ? LDL ଓ HDL ବିଷୟରେ ଜାଣନ୍ତୁ…
ଖାଦ୍ୟପ୍ରେମୀମାନେ ପ୍ରାୟତଃ ଉଚ୍ଚ କୋଲେଷ୍ଟ୍ରଲ୍ ଅଭିଯୋଗ କରନ୍ତି, ଯାହା ସେମାନଙ୍କର ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଅନିୟମିତ ଖାଦ୍ୟପେୟ ଯୋଗୁଁ ହୋଇଥାଏ। ଏସବୁ ମଧ୍ୟରେ, ଲୋକମାନେ ଏକ ସରଳ ନିଷ୍କର୍ଷରେ ପହଞ୍ଚିଛନ୍ତି, କୋଲେଷ୍ଟ୍ରଲ୍ କୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି: ଭଲ ଏବଂ ଖରାପ। LDL କୁ…
ଓଡ଼ିଶାରେ ବଢୁଛି ପରିବେଶ ପ୍ରଦୂଷଣ ବିପଦ
ଓଡ଼ିଶାରେ ମାଟି, ପାଣି ଓ ପବନର ପ୍ରଦୂଷଣ ବଢ଼ି ଚାଲିଥିବାବେଳେ ତାହାର ନିରାକରଣ କରାଯାଇପାରୁ ନାହିଁ । ପ୍ରଦୂଷଣ ବୃଦ୍ଧି ସହ ତାଳ ଦେଇ ବିଭିନ୍ନ ରୋଗ ବ୍ୟାଧି ବଢ଼ି ଚାଲିଥିବାବେଳେ ତାହାକୁ ରୋକିବା ପାଇଁ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରାଯିବା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାରେ କିନ୍ତୁ ବର୍ଷକୁ…
ଗବେଷଣା ପାଇଁ ସୋଆ ଓ ଏନ୍ଆର୍ସିୱାଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସହିତ ଅରୁଣାଚଳ ପ୍ରଦେଶର ଡିରାଙ୍ଗ ସ୍ଥିତ ଆଇସିଏଆର-ନ୍ୟାସନାଲ୍ ରିସର୍ଚ୍ଚ ସେଂଟର ଅନ୍ ୟାକ (ଏନ୍ଆର୍ସିୱାଇ) ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ସୋଆ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ…
ହାତ ଏବଂ ପାଦରେ ଝିମ୍ ଝିମ୍ ହେଉଛି କି? ହୋଇପାରେ ବିପଦପୂର୍ଣ୍ଣ…..
ମଧୁମେହ ରୋଗୀମାନେ ପ୍ରାୟତଃ ଧୀରେ ଧୀରେ ଏକ ସମସ୍ୟା ଅନୁଭବ କରନ୍ତି, କିନ୍ତୁ ପ୍ରାରମ୍ଭରେ ଏହାକୁ ଅଣଦେଖା କରାଯାଏ। ହାତ ଏବଂ ପାଦରେ ଝିମ୍ଝିମ୍, ଜଳାପୋଡ଼ା କିମ୍ବା ଝିମ୍ଝିମ୍ ଅନୁଭବକୁ ଅନେକ ଅଣଦେଖା କରନ୍ତି, ଏହାକୁ ଥକ୍କାପଣ କିମ୍ବା ବୟସ ବୃଦ୍ଧି ପାଇଁ ଦାୟୀ କରନ୍ତି। ତଥାପି, ଏହା…