Browsing Category
ଆମ ଓଡ଼ିଶା
ପୁରୁଣା ରାଗ ସୁଝାଇଲେ ନବୀନ ; ନାଁ ନ ନେଇ ବୈଜୟନ୍ତଙ୍କୁ ଟାର୍ଗେଟ୍
କେନ୍ଦ୍ରାପଡା: ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। କେନ୍ଦ୍ରାପଡା ଓ ଜଗତସିଂହପୁର ର ଲୋକସଭା ଆସନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ରାପଡାର ଏକ ସମାବେଶରେ ନବୀନ ପଟ୍ଟନାୟକ ତାଙ୍କର…
ବିରୋଧୀଙ୍କୁ ନବୀନଙ୍କ ଜବାବ; କହିଲେ- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି
ଅପପ୍ରଚାରକାରୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜବାବ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଜେପି ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ।
ବାରିପଦାରେ ବିଜେଡି ପ୍ରଚାର ସମାବେଶ ପରେ ଖୋଦ ମୁଖ୍ଯମନ୍ତ୍ରୀ ବିଜେପିର ମିଛ…
ରାଜନୀତିରେ ନାରୀ ନେତୃତ୍ବ ର ଭୂମିକା…
ସାରା ଦେଶରେ ଏବେ ନିର୍ବାଚନୀର ଗରମ ପବନ ବୋହୁଛି। ଏଥିରୁ ବାଦ୍ ପଡିନି ଓଡିଶା। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆହୁରି ଦୁଇଟି ନିର୍ବାଚନ ବାକି ରହିଛି। ମେ ୨୫ରେ ତୃତୀୟ ଏବଂ ଜୁନ୍ ୧ରେ ଶେଷ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ ମଙ୍ଗଳବାର ଦିନ ଭୋଟ ଗଣତି ହେବ ବୋଲି…
ବାରବାଟୀ ଷ୍ଟାଡିୟମରୁ ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ସମାଲୋଚନା
ପୁରୀ ଜିଲ୍ଲା ନିମାପଡ଼ାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆଙ୍କ ପ୍ରଚାର । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। କହିଛନ୍ତି, ‘ଏ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି । ସେମାନଙ୍କ…
ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି
ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି। ଯାହାକୁ ବିରୋଧ କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ପୂର୍ବରୁ ପ୍ରଭାତୀ ପରିଡା, ଧମେନ୍ଦ୍ର ପ୍ରଧାନ, ଅପରାଜିତ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ତାଙ୍କ ରାଲିରେ ଶିଶୁଙ୍କ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା। ଏବେ ଭୁବନେଶ୍ୱର…
‘ମିଛ କଥା କହି, କୁମ୍ଭୀର କାନ୍ଦଣା କାନ୍ଦୁଛି’ ବିଜେପି: ପାଣ୍ଡିଆନ
ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ପ୍ରଚାର ବେଳେ ବିରୋଧୀ ବିଜେପିକୁ କରୁଛନ୍ତି ଜୋରଦାର ଆକ୍ରମଣ । ଭୋଟ୍ ପାଇଁ ବିରୋଧୀ ମିଛ କଥା କୁହନ୍ତି, କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାବାସୀଙ୍କ ସହ ରହିଥାନ୍ତି କହି ଭୋଟରଙ୍କୁ ବୁଝାଉଛନ୍ତି ।…
ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ପରେ ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର; କହିଲେ, ଭୁଲ ପାଇଁ ୩ ଦିନ…
ଭୁବନେଶ୍ୱର: ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିରେ ବିବାଦୀୟ ବୟାନ ଦେବା ପରେ ନିଜ ଭୁଲ ସ୍ୱୀକାର କଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ । ଏପରି ସାଙ୍ଘାତିକ ଭୁଲ ମନ୍ତବ୍ୟ ଦେଇଥିବା ଯୋଗୁଁ ୩ ଦିନ ପାଇଁ ଉପବାସ କରିବେ ବୋଲି କହିଛନ୍ତି ସମ୍ବିତ । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ ! ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କରାଇଲେ ଏସଆରସି
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଏହା ପ୍ରାଥମିକ ଭାବେ ଉତ୍ତରପୂର୍ବ ଦିଗରେ ଗତି କରିବ । ଅଧିକ ଘନୀଭୂତ ହେବ । ୨୪ ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର…
ଓଡ଼ିଶାରେ ଶେଷ ହେଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ୍ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ଅଧିକ ରହିବା ଆଶା କରାଯାଉଛି। ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମତଦାନ…
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି, ସମୁଦ୍ର ଭିତରକୁ ଯିବାକୁ ବାରଣ
ଭୁବନେଶ୍ୱର: ବଙ୍ଗୋପ ସାଗରରେ ଚଳିତ ମାସ ୨୨ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମେ’୨୩ରୁ ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ…