Browsing Category
ଆମ ଓଡ଼ିଶା
ଓଡ଼ିଶାରେ ବଢୁଛି ପରିବେଶ ପ୍ରଦୂଷଣ ବିପଦ
ଓଡ଼ିଶାରେ ମାଟି, ପାଣି ଓ ପବନର ପ୍ରଦୂଷଣ ବଢ଼ି ଚାଲିଥିବାବେଳେ ତାହାର ନିରାକରଣ କରାଯାଇପାରୁ ନାହିଁ । ପ୍ରଦୂଷଣ ବୃଦ୍ଧି ସହ ତାଳ ଦେଇ ବିଭିନ୍ନ ରୋଗ ବ୍ୟାଧି ବଢ଼ି ଚାଲିଥିବାବେଳେ ତାହାକୁ ରୋକିବା ପାଇଁ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରାଯିବା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାରେ କିନ୍ତୁ ବର୍ଷକୁ…
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗସ୍ରେ ସୋଆ
ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୬ (ମେଡିସିନ୍ କ୍ୟାଟେଗୋରୀ)ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡି ଟୁ ବି ବିଶ୍ୱବିଦ୍ୟାଳୟ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ବିଷୟ ଭିତିକ ମେଡିସିନ୍ କ୍ୟାଟେଗୋରୀରେ ୭୦୧-୮୫୦ ବ୍ରାକେଟ୍ରେ ସ୍ଥାନୀତ ହୋଇ ସୋଆ…
ଏମିତି ଚାଲିଛି ଶିକ୍ଷାବ୍ୟବସ୍ଥା : ବିନା ବହିରେ ନୂଆ ଶିକ୍ଷାବର୍ଷ
ରାତି ପାହିଲେ ନୂଆ ଶିକ୍ଷାବର୍ଷ। ନୂଆ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିବେ। ଏଥିପାଇଁ ସରକାରୀ ଓ ଘରୋଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରବେଶ ଉତ୍ସବଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ…
ଜନଗଣନା ପାଇଁ ନିଅଣ୍ଟ ସରକାରୀ ଶିକ୍ଷକ : ଘରୋଇ ବିଦ୍ୟାଳୟ ଶିକ୍ଷକଙ୍କ ଭରସାରେ ସରକାର
ଏପ୍ରିଲ ୧୬ରୁ ରାଜଧାନୀରେ ଜନଗଣନା ଆରମ୍ଭ ହେବାକୁ ଯାଉଛି। ଏନେଇ ସମସ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ହେଲେ ଭୁବନେଶ୍ବର ଓ ଉପକଣ୍ଠ ପାଇଁ ଗଣନା କରିବାକୁ ପର୍ଯ୍ୟାପ୍ତ ପରିମାଣର ସରକାରୀ ଶିକ୍ଷକଶିକ୍ଷୟିତ୍ରୀ ମିଳୁନାହାନ୍ତି। ଭୁବନେଶ୍ବର…
ପ୍ରାଥମିକ ବିଦ୍ୟାଳୟରେ ୫୩ହଜାର ଶିକ୍ଷକ ପଦବୀ ଖାଲି
ଭୁବନେଶ୍ୱର : ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବ୍ୟାପକ ଘୋଷଣା କରାଯାଉଥିବାବେଳେ ଏବେ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୫୩ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରତିମାସରେ ଅବସରଗ୍ରହଣ ଓ ଅନ୍ୟାନ୍ୟ କାରଣରୁ ଶହ ଶହ ଶିକ୍ଷକ ପଦବୀ ଖାଲି ହେଉଥିବାବେଳେ ଏହି…
ଓଡ଼ିଆ ଅସ୍ମିତାର ବାହକ ଓଡ଼ିଆ ଭାଷା ପ୍ରତିଷ୍ଠାନର ନାହିଁ ନିଜସ୍ୱ ଦପ୍ତର, ଜମି ମିଳିଛି ହେଲେ ହୋଇପାରୁନି ସୌଧ
ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମାଣ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେବା ସହିତ ଅର୍ଥ ବରାଦ କରିଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏହା ନିର୍ମିତ ହୋଇପାରୁ ନାହିଁ । ଫଳରେ ଓଡ଼ିଆ ଅସ୍ମିତାର ବାହକ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାନ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି ।
ଓଡ଼ିଆ…
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ମିଳିଲା, ହେଲେ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ କାହିଁକି ଅଣଦେଖା…..
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ ଏଯାବତ୍ ଶାସ୍ତ୍ରୀୟ ମାନ୍ୟତା ମିଳିନାହିଁ । ଶାସ୍ତ୍ରୀୟ ମାନ୍ୟତା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ ନଥିପତ୍ର କାମ ଓ ଚିଠିପତ୍ର ଆଦାନ ପ୍ରଦାନ ହୋଇପାରୁ…
ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରୀ: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ । ମହାଦେବଙ୍କ ମହାରାଧନାର ପର୍ବ । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ଆଜି ବିଶେଷ ଦିନ। ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା…
ଓଡ଼ିଶାରେ କମି ଚାଲିଛି ଝିଅଙ୍କ ସଂଖ୍ୟା, ଆଗକୁ ଦେଖାଦେବ ବଡ଼ଧରଣର ସାମାଜିକ ସମସ୍ୟା
ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମ୍ ରହୁଥିବା ଯୋଗୁ ଭବିଷ୍ୟତରେ ବଡ଼ଧରଣର ସାମାଜିକ ସମସ୍ୟା ଉପୁଜିପାରେ । ଏଥିପ୍ରତି ଏବେଠାରୁ ସଜାଗ ରହିବା ପାଇଁ ସମାଜ ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି ।
ଭାରତ ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି। ତାଙ୍କର ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ନୀତିକୁ ଆପଣାଇ ଦେଶ ଅଗ୍ରଗତି ପଥରେ ଚାଲିଛି। ଦେଶରୁ ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଆଜି…