Browsing Category

ଭଲ ଖବର

ଓଡ଼ିଆ ଅସ୍ମିତାର ବାହକ ଓଡ଼ିଆ ଭାଷା ପ୍ରତିଷ୍ଠାନର ନାହିଁ ନିଜସ୍ୱ ଦପ୍ତର, ଜମି ମିଳିଛି ହେଲେ ହୋଇପାରୁନି ସୌଧ

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମାଣ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେବା ସହିତ ଅର୍ଥ ବରାଦ କରିଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏହା ନିର୍ମିତ ହୋଇପାରୁ ନାହିଁ । ଫଳରେ ଓଡ଼ିଆ ଅସ୍ମିତାର ବାହକ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାନ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି । ଓଡ଼ିଆ…

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ମିଳିଲା, ହେଲେ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ କାହିଁକି ଅଣଦେଖା…..

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ ଏଯାବତ୍‍ ଶାସ୍ତ୍ରୀୟ ମାନ୍ୟତା ମିଳିନାହିଁ । ଶାସ୍ତ୍ରୀୟ ମାନ୍ୟତା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ ନଥିପତ୍ର କାମ ଓ ଚିଠିପତ୍ର ଆଦାନ ପ୍ରଦାନ ହୋଇପାରୁ…

ସିନ୍ଦୂରରେ ଦୂର କରନ୍ତୁ ବହୁ ସମସ୍ୟା, ଜାଣନ୍ତୁ କେମିତି….

ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ। ସିନ୍ଦୂରର କିଛି ଉପାୟ ଦ୍ବାରା ଘରେ ଶାନ୍ତି ସ୍ଥାପନ ହେବା ସହ ଆର୍ଥିକ ବିକାଶ ହୁଏ। ଏକ ଆଖିଯୁକ୍ତ ନଡ଼ିଆ ଉପରେ ସିନ୍ଦୂର…

ପିଲାଙ୍କ ହାତରେ ମୋବାଇଲ୍ ଦେଉଥିଲେ ସାବଧାନ! ଜାଣନ୍ତୁ କେଉଁ ବୟସ ପାଇଁ କେତେ ଘାତକ ସ୍ମାର୍ଟଫୋନ୍…

ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଦେଖିବା ଏକ ସାଧାରଣ ଘଟଣା ପାଲଟିଛି। ଅନେକ ସମୟରେ ବାପା-ମା’ମାନେ ପିଲାଙ୍କୁ ଖୁଆଇବା ପାଇଁ କିମ୍ବା କାନ୍ଦ ବନ୍ଦ କରାଇବା ପାଇଁ ହାତରେ ମୋବାଇଲ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ଶିଶୁର ଭବିଷ୍ୟତ ପାଇଁ କେତେ ବିପଜ୍ଜନକ ହୋଇପାରେ, ସେ ନେଇ…

କେଶରୁ ହୋଲି ରଙ୍ଗ କେମିତି ଛଡାଇବେ, ଜାଣନ୍ତୁ ଉପାୟ……

ହୋଲି ଖୁସି, ରଙ୍ଗ ଓ ମଜାର ପର୍ବ। ଏହି ବିଶେଷ ଦିନରେ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି। କିନ୍ତୁ ଏହି ସମୟରେ ବ୍ୟବହୃତ ରଙ୍ଗ, ଅବିର ଓ ପାଣି ଆପଣଙ୍କ କେଶକୁ କ୍ଷତି ପହଞ୍ଚାଇପାରେ। ରାସାୟନିକ ମିଶ୍ରିତ ରଙ୍ଗ କେଶରୁ ଆର୍ଦ୍ରତା ଦୂର…

ଖର୍ଚ୍ଚ ହେବନି ଟଙ୍କା! ଚମକିବ ଚେହେରା, ଘରେ ବନାନ୍ତୁ ବେସନ-ଚନ୍ଦନ ଫେସ୍ ୱାଶ୍

ଆଜିକାଲି ବଜାରରେ ମିଳୁଥିବା ଦାମୀ ଫେସ୍ ୱାଶ୍ ଏବଂ କ୍ଲିଞ୍ଜରରେ ଅନେକ ପ୍ରକାରର କେମିକାଲ୍ ବ୍ୟବହାର କରାଯାଇଥାଏ, ଯାହା ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ। ଯଦି ଆପଣ ବିନା ଖର୍ଚ୍ଚରେ ପାର୍ଲର ଭଳି ଗ୍ଲୋ ପାଇବାକୁ ଚାହୁଁଛନ୍ତି, ତେବେ ରୋଷେଇ ଘରେ ଥିବା ସାମଗ୍ରୀ ବ୍ୟବହାର କରି ପ୍ରସ୍ତୁତ…

କେଉଁ କ୍ୟାନ୍‌ସର୍‌ ସବୁଠାରୁ ଅଧିକ ବିପଜ୍ଜନକ? କେତେ ରହିଛି ବଞ୍ଚିବାର ଆଶା, ଜାଣନ୍ତୁ ଡାକ୍ତରଙ୍କ ମତ….

କ୍ୟାନ୍ସର ବା କର୍କଟ ରୋଗର ନାଁ ଶୁଣିଲେ ହିଁ ଲୋକଙ୍କ ମନରେ ଛନକା ପଶିଯାଏ। ତେବେ ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହ ବର୍ତ୍ତମାନ ଅନେକ କ୍ଷେତ୍ରରେ କ୍ୟାନ୍ସରର ସଫଳ ଚିକିତ୍ସା ସମ୍ଭବ ହୋଇପାରୁଛି। କିନ୍ତୁ ଆପଣ ଜାଣନ୍ତି କି, କ୍ୟାନ୍ସର ମଧ୍ୟରେ ସବୁଠାରୁ ବିପଜ୍ଜନକ କ୍ୟାନ୍ସର କେଉଁଟି? ଏବଂ…

ଅତ୍ୟଧିକ ପରଫ୍ୟୁମ ବ୍ୟବହାର କରୁଛନ୍ତି କି? ସାବଧାନ….

ଆଜିକାଲିର ଜୀବନଶୈଳୀରେ ପରଫ୍ୟୁମ ବା ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି। ନିଜକୁ ସତେଜ ରଖିବା ଏବଂ ଅନ୍ୟମାନଙ୍କ ଆଗରେ ଆକର୍ଷଣୀୟ ଦେଖାଯିବା ପାଇଁ ଲୋକମାନେ ଦାମୀ ପରଫ୍ୟୁମ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆବଶ୍ୟକତାଠାରୁ ଅଧିକ ପରଫ୍ୟୁମ ବ୍ୟବହାର କରିବା…

ଓଡ଼ିଶାରେ କମି ଚାଲିଛି ଝିଅଙ୍କ ସଂଖ୍ୟା, ଆଗକୁ ଦେଖାଦେବ ବଡ଼ଧରଣର ସାମାଜିକ ସମସ୍ୟା

ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମ୍‍ ରହୁଥିବା ଯୋଗୁ ଭବିଷ୍ୟତରେ ବଡ଼ଧରଣର ସାମାଜିକ ସମସ୍ୟା ଉପୁଜିପାରେ । ଏଥିପ୍ରତି ଏବେଠାରୁ ସଜାଗ ରହିବା ପାଇଁ ସମାଜ ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି । ଭାରତ ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟର…

ଗ୍ରୀନ ମଟର ଚୋପା ଅଦରକାରୀ ନୁହେଁ, ଫାଇଦା ଜାଣିଲେ ଆଉ ଫିଙ୍ଗିବେନି….

ପରିବା ଏବଂ ଫଳ ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ଏଥିରେ ରହିଥିବା ନାନାଦି ପ୍ରକାର ଭିଟାମିନ୍ ଏବଂ କ୍ୟାଲସିୟମ ଆମ ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ। ଡାକ୍ତର ମାନେ ବି ପ୍ରତ୍ୟେହ ଫଳ ଏବଂ ଭରପୁର ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାଆନ୍ତି।…