Browsing Tag

odisha

ଓଡ଼ିଶାରେ ବିସ୍ତାର ହେବ ଇଭି ଭିତ୍ତିଭୂମି: ୧୩ଟି ସହର ଓ ରାଜପଥରେ ଖୋଲିବ ଆଉ ୨୯୦ଟି ନୂଆ ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର: ଓଡ଼ିଶାରେ ଇଲେକ୍ଟ୍ରିକ ଭେହିକିଲ୍ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସାରା ରାଜ୍ୟରେ ସାର୍ବଜନୀନ ଚାର୍ଜିଂ ଭିତ୍ତିଭୂମିକୁ ମଜବୁତ କରିବା ଉଦ୍ଦେଶ୍ୟରେ ୪୬୦ଟି ନୂତନ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଯୋଜନା…

କୋଟିଆରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ: ବ୍ୟାରିକେଡ୍‌ ହଟାଇବାକୁ ନେଇ ସୀମାରେ ତୀବ୍ର ଉତ୍ତେଜନା

କୋରାପୁଟ: କୋଟିଆରେ ଓଡ଼ିଶା ପୋଲିସ ସହ ଆନ୍ଧ୍ର ପୋଲିସ ମୁହାଁମୁହିଁ । ବ୍ୟାରିକେଡ୍‌ ହଟାଇବାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। କୋରାପୁଟ ଜିଲ୍ଲା ନେରେଡିବାଲସା ଗ୍ରାମ ନିକଟରେ ଥିବା ଏକ ଚେକ୍‌ପୋଷ୍ଟରେ…

କେନ୍ଦୁଝରରେ ଅଭାବନୀୟ ଘଟଣା: ଖାଦ୍ୟକୁ ନେଇ କଳି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା । ବାଂଶପାଳ ବ୍ଲକର ନୟାକୋଟ ଥାନା ଅନ୍ତର୍ଗତ କୁଶକଳା ଗାଁର କାଳିଆଡିହି ସାହିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ଖାଦ୍ୟ ପାଇଁ ହୋଇଥିବା ସାମାନ୍ୟ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା…

ଆସନ୍ତା ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ: ଆସନ୍ତା ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବା ସହ ପ୍ରବେଶ ପାଇଁ ଅନୁମତି ଦିଆଯିବା ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କାର୍ଯ୍ୟାଳୟ ପକ୍ଷରୁ…

ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ: ଉତ୍କଳରେ ABVP ଓ ରମାଦେବୀରେ BCJD ର ବାଜିମାତ୍

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ରାଜ୍ୟର ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ କଡ଼ା ସୁରକ୍ଷା ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ମୁଖ୍ୟତଃ ଅଖିଳ ଭାରତୀୟ…

ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଚାଲିଛି ଭୋଟିଂ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଆଜି ନେତା ବାଛୁଛି କଲେଜ କ୍ୟାମ୍ପସ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସରେ ଚାଲିଛି ଭୋଟିଂ । ବିଭିନ୍ନ ପଦପଦବି ପାଇଁ ମଇଦାନରେ ଅଛନ୍ତି ୬୮୯୧ ପ୍ରାର୍ଥୀ। ସକାଳ…

ଓଡ଼ିଶାରେ ୩୯,୩୮୩ କୋଟି ଟଙ୍କାର ୫୩ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ବୁଧବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୩୯,୩୮୩ କୋଟି ଟଙ୍କା ବିନିଯୋଗରେ ୧୪ଟି ଜିଲ୍ଲାରେ ୫୩ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ପ୍ରାୟ…

ରିଲ୍ସ ନିଶା ନେଲା ଜୀବନ: ଭାଇରାଲ୍ ହେବା ପାଇଁ ନାଗକୁ ଧରି ସୁଟିଂ କରୁଥିଲେ, ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ପୁରୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଏବଂ ରିଲ୍ସ (Reels) ବନାଇବା ନିଶା ଜଣେ ଯୁବକଙ୍କ ପାଇଁ କାଳ ସାଜିଛି। ଓଡ଼ିଶାର ପୁରୀ ଜିଲ୍ଲାରେ ଇନଷ୍ଟାଗ୍ରାମ ରିଲ୍ସ ସୁଟିଂ କରୁଥିବା ସମୟରେ ଏକ ବିଷଧର ସାପ କାମୁଡ଼ାରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପୁରୀ ସଦର…

ଆଜି ପବିତ୍ର ମହାଳୟା; ଶ୍ରଦ୍ଧା ଓ ଭକ୍ତିର ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା । ଶ୍ରଦ୍ଧା ଓ ଭକ୍ତିର ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା ରହିଛି । ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ସମଗ୍ର ଓଡ଼ିଶାରେ ଆଜି ଶ୍ରଦ୍ଧା ଓ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: କୋରାପୁଟ ସୁନାବେଡ଼ା ସ୍ଥିତ HAL କାରଖାନା ପରିଦର୍ଶନ…

ଭୁବନେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କାରଖାନା ପରିଦର୍ଶନ କରିବେ ଏବଂ ଏହାର କାର୍ଯ୍ୟକଳାପର ସମୀକ୍ଷା କରିବେ। ଏହି…