Browsing Category

ଦେଶ-ବିଦେଶ

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି। ଜଣେ କ୍ରୁ ସଦସ୍ୟ ବିମାନର ଶୌଚାଳୟରେ ବୋମା ଶବ୍ଦ ଲେଖାଥିବା ଏକ ଟିସୁ ପେପରକୁ ଦେଖିଲେ ଆତଙ୍କ ଖେଲିଥିବା ଜଣାପଡିଛି। ବୋମା ବିଷୟରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ତୁରନ୍ତ…

କେଜ୍ରିୱାଲଙ୍କ ବିରୋଧରେ ପୁଣି ସୁପ୍ରିମ୍‌କୋର୍ଟକୁ ଗଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରଚାରର ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ପ୍ରଚାର ସମୟରେ କେଜ୍ରିୱାଲ୍‌ ଦେଇଥିବା ବୟାନକୁ ଉଠାଇ ଇଡି କହିଛି ଯେ ତାଙ୍କ ମନ୍ତବ୍ୟ ସିଷ୍ଟମ…

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ଶରୀରରେ ଏକାଧିକ ଗୁଳି ବାଜିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାବାରୁ ପ୍ରାୟ ୧୫୦ କିଲୋମିଟର…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆଙ୍କ ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ଙ୍କ ପରଲୋକ। ସିନ୍ଧିଆଙ୍କ ମାଆ ମାଧବୀ ରାଜେଙ୍କର ବୁଧବାର ଦେହାନ୍ତ ହୋଇଛି। ବୟସାଧୀକ ହେତୁ ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସିନ୍ଧିଆ ପରିବାରର ରାଜମାତା ଗତ କିଛି ଦିନ ହେବ…

ନ୍ୟୁଜ୍ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀକୁ ‌ଅବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ମାମଲାରେ ସୁପ୍ରିମକୋର୍ଟ ବୁଧବାର ନ୍ୟୁଜ୍ କ୍ଲିକ୍ ସମ୍ପାଦକ ପ୍ରବୀର ପୁରକାୟାସ୍ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମ୍ପାଦନକ ଦିଲ୍ଲୀ ପୁଲିସର ଗିରଫକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। କୋର୍ଟ ତାଙ୍କ…

ଇପିଏଫ୍‌‌ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଇପିଏଫ୍‌‌ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଏହାର ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି। ଏବେ ଇପିଏଫ୍‌‌ଓରୁ ଟଙ୍କା କାଢିବା ଅତି ସହଜ ହେବାକୁ ଯାଉଛି। କାରଣ ଇପିଏଫଓ ଅଟୋ କ୍ଲେମ୍‌‌ ବ୍ୟବସ୍ଥାର ପରିସରକୁ ଅଧିକ ବିସ୍ତାର କରିଛି। ଏ…

ଆନ୍ଧ୍ରରେ ମର୍ମନ୍ତୁଦ ଦୁର୍ଘଟଣା, ୬ ଜୀବନ୍ତ ଦଗ୍ଧ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଆଜି ଭୋରରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଦେଖୁଦେଖୁଭୟ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ବାପଟଲାରୁ ତେଲେଙ୍ଗାନା…

ନିର୍ବାଚନ ଭିତରେ ବଡ଼ ଖବର, ମୁଖ୍ୟମନ୍ତ୍ରୀ ଅସୁସ୍ଥ

ପାଟନା: ୨୦୨୪ ସାଧାରଣ ନିର୍ବାଚନ ଭିତରେ ଏକ ବଡ଼ ଖବର ଆସିଛି। ସୂଚନା ମିଳିଛି କି ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ନିର୍ବାଚନ ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସିତ…

ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ପୋଲିସ ଆଲର୍ଟରେ ରହିଛି। ଏପରିକି ଜେଲ ପରିସରରେ ଡଗ୍‌ ସ୍କ୍ବାର୍ଡକୁ ନେଇ ସର୍ଚ୍ଚ…

ପ୍ରବଳ ଝଡ଼ବର୍ଷା ଯୋଗୁଁ ମୁମ୍ବାଇରେ ବିଜ୍ଞାପନ ହୋର୍ଡିଂ ଖସି ୧୪ଜଣ ମୃତ

ମୁମ୍ବାଇ: ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଯାଇଥିଲା ମାୟାନଗରୀ ମୁମ୍ବାଇ । ଗୋଟେପଟେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚୁଥିବାବେଳେ ସେହି ସମୟରେ ଭାଙ୍ଗିପଡ଼ିଲା ଏକ ବିରାଟକାୟ ଲୁହାର ହୋର୍ଡିଂ । ଘାଟକୋପର ଅଞ୍ଚଳରେ ଏକ ବଡ଼ ବିଜ୍ଞାପନ ହୋର୍ଡିଂ…