Browsing Category

ଦେଶ-ବିଦେଶ

ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ୍ ୱେବସାଇଟ୍, cbseresults.nic.in କିମ୍ବା cbse.gov.in ରେ ଫଳାଫଳ ଯାଞ୍ଚ କରିପାରିବେ।…

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ପୂର୍ବାହ୍ନ ୯ ଟା ସୁଦ୍ଧା ୧୦.୩୫% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ଜମ୍ମୁ କାଶ୍ମୀରରେ…

ନୂଆଦିଲ୍ଲୀ: ସୋମବାର ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍ ଦେଉଛି। ୧୦ ଟି ରାଜ୍ୟରେ ୯୬ ଟି ଆସନରେ ମତଦାନ ଚାଲିଛି। ଆଜି ମଧ୍ୟପ୍ରଦେଶ ସମେତ ଅନେକ ସହରରେ ପ୍ରବଳ ବର୍ଷା ହେଉଛି। ୧,୭୨୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଲୋକସଭା…

୧୪ମେ’ରେ ବାରାଣାସୀ ଲୋକ ସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚରମ ସୀମାରେ ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୧୪ମେ’ରେ ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଇତି ମଧ୍ୟରେ ଅନେକ ଏନଡିଏ ନେତା ମଧ୍ୟ ଉପସ୍ଥିତ ରହିବେ। ସୋମବାର…

ବର କାରକୁ ପଛପଟୁ ଧକ୍କା ଦେଲା ଟ୍ରକ୍, କାର ସହ ଜଳିଗଲେ ବର ଓ ୪ ସମ୍ପର୍କୀୟ

ଝାନସୀ: ଉତ୍ତର ପ୍ରଦେଶ ଝାନସୀ ଦେଇ ଯାଇଥିବା କାନପୁର ହାଇୱେର ପାରିଛା ଓଭରବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ବରଯାତ୍ରୀ କାର୍‌କୁ ଟ୍ରକ୍‌ ପଛ ପଟୁ ଧକ୍କା ଦେଇଛି। ଏଥିଯୋଗୁଁ କାର୍‌ରେ ଲାଗିଥିବା ଏଲ୍‌ପିଜି ସିଲିଣ୍ଡର ଫାଟି ନିଆଁ ଲାଗିଯାଇଛି।…

ପିଓକେରେ ଯୁଦ୍ଧ ଭଳି ସ୍ଥିତି, ପାକିସ୍ତାନ ଅତ୍ୟାଚାର ବିରୋଧରେ କାଶ୍ମୀରବାସୀଙ୍କ ବିଦ୍ରୋହ

ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଯୁଦ୍ଧ ପରି ପରିସ୍ଥିତି । କାଶ୍ମୀରବାସୀ ପାକିସ୍ତାନ ଅତ୍ୟାଚାର ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ରାସ୍ତାକୁ ଓହ୍ଲାଇ ଲୋକେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଅସନ୍ତୋଷର ନିଆଁରେ ଜଳୁଥିବା ପିଓକେବାସୀ…

କେଜ୍ରିୱାଲଙ୍କୁ ଶାହାଙ୍କ କଡା ଜବାବ୍, ବିଜେପିର ପ୍ରଧାନମନ୍ତ୍ରୀ କେବଳ ମୋଦୀ

ନୂଆଦିଲ୍ଲୀ: ନିଜେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚାଞ୍ଚଲ୍ୟକର ବୟାନର ଜବାବ ଦେଇ କହିଛନ୍ତି ଯେ ବିଜେପିର ସମ୍ବିଧାନରେ କୁହାଯାଇନାହିଁ ଯେ ୭୫ ବର୍ଷ ବୟସ ପରେ କୌଣସି ଦଳର ନେତା ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ନରେନ୍ଦ୍ର ମୋଦୀ ନିର୍ବାଚନ ଜିତି…

ଉତ୍ତରପ୍ରଦେଶରେ ଲୋମଟାଙ୍କୁରା ଘଟଣା: ମା’, ପତ୍ନୀ ଓ ୩ ଛୁଆଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯୁବକ

ଲକ୍ଷ୍ନୌ: ନିଜ ଘରେ ମୃତ୍ୟୁର ତାଣ୍ଡବ ରଚିଲେ ଯୁବକ । ନିଜ ମା’, ପତ୍ନୀ ଓ ୩ ଛୁଆଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯୁବକ । ଉତ୍ତରପ୍ରଦେଶ ସୀତାପୁରରେ ଘଟିଛି ଏପରି ଏକ ଲୋମଟାଙ୍କୁରା ଘଟଣା । ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା…

ଏୟାର ଇଣ୍ଡିଆ ଏକ୍ସପ୍ରେସ ସଙ୍କଟର ସମାଧାନ, କାର୍ଯ୍ୟରେ ଯୋଗ ଦେବେ କର୍ମଚାରୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ସଙ୍କଟର ସମାଧାନ ହୋଇଛି। ମ୍ୟାନେଜମେଣ୍ଟ ସହିତ ଗୁରୁବାର ଚାରି ଘଣ୍ଟାର ଆଲୋଚନା ପରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି। ମୁଖ୍ୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ କମ୍ପାନୀ ଟପ୍ ମ୍ୟାନେଜମେଣ୍ଟ ଅଧିକାରୀ ଓ…

ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଜ୍ରିୱାଲଙ୍କ…

ତାମିଲନାଡୁର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ମୃତ

ତାମିଲନାଡୁ: ତାମିଲନାଡୁର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୫ ଜଣ ମହିଳା ରହିଛନ୍ତି ।…