Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ସୋଆରେ ହେବ ଟେକ୍ନୋଲୋଜି କନ୍କ୍ଲେଭ-୨୦୨୬
ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଓ ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ଇଣ୍ଡିଆନ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନଏଆଇ) ପକ୍ଷରୁ ‘ଟେକ୍ନୋଲୋଜି କନ୍କ୍ଲେଭ-୨୦୨୬’ ଆସନ୍ତା ଜୁଲାଇ ୧୧ ଓ ୧୨ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି …
SIR : ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: କଟିଲେ ୨୦ ଲକ୍ଷ ଭୋଟର
ରାଜ୍ୟରେ ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ ରାଜ୍ୟର ୨୦,୧୨,୫୫୭ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରୁ କଟିଛି। ଆଜି ଦେଶର ୪ଟି ରାଜ୍ୟ ଯଥା ଓଡ଼ିଶା,…
ପୁସ୍ତକ ସଂଶୋଧନ ପାଇଁ ପାଠପଢା ଠପ୍
ବିଦ୍ୟାଳୟରେ ଏବେ ତ୍ରୁଟିପୂର୍ଣ୍ଣ ପୁସ୍ତକର ସଂଶୋଧନ କାର୍ଯ୍ୟ ଚାଲିଥିବାରୁ ପାଠପଢା ବନ୍ଦ । ଓସେପା କର୍ତ୍ତୃପକ୍ଷ ବିଦ୍ୟାଳୟଗୁଡିକୁ ପଠାଇଥିବା ସଂଶୋଧିତ ତାଲିକାକୁ ଧରି ଶିକ୍ଷକ ଶିକ୍ଷୟତ୍ରୀମାନେ ପିଲାଙ୍କ ବହିରେ ଥିବା ତ୍ରୁଟିଗୁଡିକୁ ସୁଧାରିବାରେ ଲାଗିଛନ୍ତି ।
ପ୍ରଥମରୁ ଅଷ୍ଟମଶ୍ରେଣୀର…
ନିଘୋଡ ନିଦରେ BMC, କଳା ମଶା କାମୁଡାରେ କଲବଲ ରାଜଧାନୀବାସୀ
ରାଜଧାନୀରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାବେଳେ କଳା ମଶାଙ୍କ କାମୁଡାରେ ଏବେ ଲୋକେ କଲବଲ ହେଉଛନ୍ତି । ଛୋଟ ଛୋଟ କଳାରଙ୍ଗର ମଶାମାନେ ଦିନବେଳା କାମୁଡି ଫୁଲାଇ ଦେଉଛନ୍ତି । ଏହି ମଶା କାମୁଡୁଥିବା ସ୍ଥାନଟି ଜୋରରେ କୁଣ୍ଡାଇହେବା ସହିତ ଫୁଲିଯାଉଛି ।
ବର୍ଷା ଆରମ୍ଭ ସହିତ ମହାନଗର…
ଘରୋଇ ସ୍କୁଲ ସ୍ଥାପନ ନିୟମ ସରଳ କଲା ଶିକ୍ଷା ବିଭାଗ, ନୂଆ ଗାଇଡ୍ଲାଇନ୍ ଜାରି
ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନୂତନ ବିଜ୍ଞପ୍ତି ଜାରି କରିଛି । ଓଡ଼ିଶା ଶିକ୍ଷା ଆଇନ, ୧୯୬୯, ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ସ୍ୱୀକୃତି ଓ ପରିଚାଳନା ନିୟମାବଳୀ-୧୯୯୧…
ସ୍ନାନ ପୂର୍ଣ୍ଣିମା ପରେ କାହିଁକି ଜ୍ୱରରେ ପଡ଼ନ୍ତି ଜଗନ୍ନାଥ? ଜାଣନ୍ତୁ ଅଣସରର ରହସ୍ୟ
ରଥଯାତ୍ରା ପୂର୍ବରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଏକ ନିଆରା ପରମ୍ପରା ପାଳନ କରାଯାଏ, ଯାହା ଭଗବାନ ଏବଂ ଭକ୍ତ ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ଦର୍ଶାଏ। ତାହା ହେଉଛି ‘ଅଣସର’ ବା ମହାପ୍ରଭୁଙ୍କ ୧୫ ଦିନିଆ ‘କ୍ୱାରେଣ୍ଟାଇନ୍’। ସ୍ନାନ ଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ…
ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା; ପରମ୍ପରା, ବିଧି ଓ ଏହାର ଉଦ୍ଦେଶ୍ୟ
ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ଏବଂ ପବିତ୍ର ପର୍ବ ହେଉଛି ‘ସ୍ନାନଯାତ୍ରା’ ବା ‘ଦେବସ୍ନାନ ପୂର୍ଣ୍ଣିମା’। ପ୍ରତିବର୍ଷ…
ଆଜି କାଳିଆର ଜନ୍ମଦିନ, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ଆଜିଠୁ ପୂଜା ପାଇବେ ପଟିଦିଅଁ…
ଆଜି କାଳିଆର ଜନ୍ମଦିନ । ଉତ୍ସବମୟ ପୁରୀ ସହର । ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଭଗବାନ । ଏମିତିକି ଦେବତା, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।
ଜ୍ୟେଷ୍ଠ…
ପିଲା ପାଠ ପଢିବେ କେମିତି, ନୂଆ ପାଠବହି ମିଳିଲା ବେଳକୁ ଶିକ୍ଷାବର୍ଷ ସରିଯିବ
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଛାତ୍ରଛାତ୍ରୀଙ୍କୁ ଯଦି ନୂତନ ପାଠ୍ୟପୁସ୍ତକ ପ୍ରଦାନ କରାଯାଏ ତେବେ ଚଳିତବର୍ଷ ଶିକ୍ଷାବର୍ଷ ଭିତରେ ସେମାନେ ଏହା ପାଇବା ନେଇ ସନ୍ଦେହ ଉପୁଜିଛି । କାରଣ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ପୁସ୍ତକ ଛାପିବାକୁ…
ଜୁନ ୨୧ରୁ ସୁଭଦ୍ରା ଶକ୍ତି ସମାବେଶ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା ‘ସୁଭଦ୍ରା ଶକ୍ତି ସମାବେଶ’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ।
ଆସନ୍ତା ଜୁନ ୨୧ରୁ ୩୦ ପର୍ଯ୍ୟନ୍ତ…