Browsing Category

ବଡ଼ ଖବର

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗସ୍‌ରେ ସୋଆ

ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୬ (ମେଡିସିନ୍ କ୍ୟାଟେଗୋରୀ)ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡି ଟୁ ବି ବିଶ୍ୱବିଦ୍ୟାଳୟ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ବିଷୟ ଭିତିକ ମେଡିସିନ୍ କ୍ୟାଟେଗୋରୀରେ ୭୦୧-୮୫୦ ବ୍ରାକେଟ୍‌ରେ ସ୍ଥାନୀତ ହୋଇ ସୋଆ…

ଏମିତି ଚାଲିଛି ଶିକ୍ଷାବ୍ୟବସ୍ଥା : ବିନା ବହିରେ ନୂଆ ଶିକ୍ଷାବର୍ଷ

ରାତି ପାହିଲେ ନୂଆ ଶିକ୍ଷାବର୍ଷ। ନୂଆ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିବେ। ଏଥିପାଇଁ ସରକାରୀ ଓ ଘରୋଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରବେଶ ଉତ୍ସବଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ…

ଜନଗଣନା ପାଇଁ ନିଅଣ୍ଟ ସରକାରୀ ଶିକ୍ଷକ : ଘରୋଇ ବିଦ୍ୟାଳୟ ଶିକ୍ଷକଙ୍କ ଭରସାରେ ସରକାର

ଏପ୍ରିଲ ୧୬ରୁ ରାଜଧାନୀରେ ଜନଗଣନା ଆରମ୍ଭ ହେବାକୁ ଯାଉଛି। ଏନେଇ ସମସ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ହେଲେ ଭୁବନେଶ୍ବର ଓ ଉପକଣ୍ଠ ପାଇଁ ଗଣନା କରିବାକୁ ପର୍ଯ୍ୟାପ୍ତ ପରିମାଣର ସରକାରୀ ଶିକ୍ଷକଶିକ୍ଷୟିତ୍ରୀ ମିଳୁନାହାନ୍ତି। ଭୁବନେଶ୍ବର…

ଅଧିକ ପାଣି ପିଇବା ଦ୍ୱାରା କିଡନି ଷ୍ଟୋନ୍‌ ରୋକାଯାଇପାରିବ କି?

କିଡନି ଷ୍ଟୋନ୍‌ ଏକ ସାଧାରଣ କିନ୍ତୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ସମସ୍ୟା। ଯେଉଁମାନେ ଏହି ସମସ୍ୟାରେ ପୀଡ଼ିତ ସେମାନେ ପ୍ରାୟତଃ ରିପୋର୍ଟ କରନ୍ତି ଯେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହା କେବଳ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ନାହିଁ ବରଂ କେତେକ ସମୟରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ମଧ୍ୟ…

ବେସରକାରୀ ସଂସ୍ଥାଙ୍କ ମନମୁଖୀ କାର୍ଯ୍ୟ, ଧିରେ ଧିରେ ବିଗୁଡୁଛି ରାଜଧାନୀ ପରିମଳ

ରାଜଧାନୀର ପରିମଳ ବ୍ୟବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଛି । ସଫେଇ ଦାୟିତ୍ୱ ନେଇଥିବା ବେସରକାରୀ ସଂସ୍ଥାମାନେ ମନମୁଖୀ କାର୍ଯ୍ୟ ଚଳାଇଥିବାରୁ ଏଭଳି ସ୍ଥିତି ଉପୁଜିଛି । ରାଜଧାନୀରେ ଥିବା ୬୭ଟି ୱାର୍ଡ ମଧ୍ୟରୁ ଅଧିକାଂଶର ସଫେଇ ଦାୟିତ୍ୱରେ ଏକାଧିକ ଘରୋଇ ସଂସ୍ଥା ରହିଛନ୍ତି । ଟେଣ୍ଡର…

ପ୍ରାଥମିକ ବିଦ୍ୟାଳୟରେ ୫୩ହଜାର ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର : ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବ୍ୟାପକ ଘୋଷଣା କରାଯାଉଥିବାବେଳେ ଏବେ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୫୩ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରତିମାସରେ ଅବସରଗ୍ରହଣ ଓ ଅନ୍ୟାନ୍ୟ କାରଣରୁ ଶହ ଶହ ଶିକ୍ଷକ ପଦବୀ ଖାଲି ହେଉଥିବାବେଳେ ଏହି…

ଓଡ଼ିଆ ଅସ୍ମିତାର ବାହକ ଓଡ଼ିଆ ଭାଷା ପ୍ରତିଷ୍ଠାନର ନାହିଁ ନିଜସ୍ୱ ଦପ୍ତର, ଜମି ମିଳିଛି ହେଲେ ହୋଇପାରୁନି ସୌଧ

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମାଣ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେବା ସହିତ ଅର୍ଥ ବରାଦ କରିଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏହା ନିର୍ମିତ ହୋଇପାରୁ ନାହିଁ । ଫଳରେ ଓଡ଼ିଆ ଅସ୍ମିତାର ବାହକ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାନ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି । ଓଡ଼ିଆ…

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ମିଳିଲା, ହେଲେ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ କାହିଁକି ଅଣଦେଖା…..

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ ଏଯାବତ୍‍ ଶାସ୍ତ୍ରୀୟ ମାନ୍ୟତା ମିଳିନାହିଁ । ଶାସ୍ତ୍ରୀୟ ମାନ୍ୟତା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ ନଥିପତ୍ର କାମ ଓ ଚିଠିପତ୍ର ଆଦାନ ପ୍ରଦାନ ହୋଇପାରୁ…

ରାଜ୍ୟରେ ବୃଦ୍ଧିପାଉଛି ବୃଦ୍ଧାଶ୍ରମ

ସାକ୍ଷରତା ଓ ମୁଣ୍ଡପିଛା ଆୟ ବୃଦ୍ଧି ସହିତ ତାଳଦେଇ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ବି ବଢିବାରେ ଲାଗିଛି । ବର୍ତ୍ତମନା ସୁଦ୍ଧା ରାଜ୍ୟରେ ୧୪୧ଟି ବୃଦ୍ଧାଶ୍ରମ ଥିବାବେଳେ ରାଜ୍ୟ ସରକାର ଆଉ ୫ଟି ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରୁଛନ୍ତି । ବୃଦ୍ଧ ବାପ ମା’ଙ୍କୁ ଲୋକେ ଘରେ…

ମହିଳାଙ୍କ ପାଇଁ ଦିନଟିଏ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ବିଶ୍ବ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ମହିଳାଙ୍କ ପାଇଁ…