Browsing Category
ବଡ଼ ଖବର
ଆଜି ମିଳିବ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ପୁରୀ ତାଳବଣିଆଠାରେ ଆୟୋଜନ ହେବାକୁ ଥିବା ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍…
ତ୍ଵଚାରୁ ଛାଡୁନି କି ହୋଲି ରଙ୍ଗ, ଆପଣାନ୍ତୁ ଏହି ଘରୋଇ ଟିପ୍ସ…
ହୋଲି ଖେଳିବା ବହୁତ ମଜାଦାର। କିଛି ଲୋକ ପରସ୍ପରକୁ ରଙ୍ଗ ଲଗାଇବା ପାଇଁ ବର୍ଷ ସାରା ଅପେକ୍ଷା କରନ୍ତି। ତଥାପି, କିଛି ଲୋକ ଏହା କରିବାରୁ ଦୂରେଇ ରୁହନ୍ତି । କାରଣ ହୋଲି ଖେଳିବା ପରେ ମୁହଁରେ ଲାଲ କିମ୍ବା ଗାଢ଼ ରଙ୍ଗ ପ୍ରାୟତଃ ସହଜରେ ଛାଡେନାହିଁ। ସାବୁନ କିମ୍ବା ସ୍କ୍ରବକୁ ବାରମ୍ବାର…
କେବେ ଠୁ ଆରମ୍ଭ ହୋଇଛି ହୋଲି ! କିଏ ଲଗେଇଥିଲେ ପ୍ରଥମ ଅବୀର
ରାତି ପାହିଲେ ରଙ୍ଗର ପର୍ବ ହୋଲି । ରାସ୍ତାରେ ଅବିର ଏବଂ ଗୁଲାଲର ବାସ୍ନା ବ୍ୟାପିବା ଆରମ୍ଭ କରିଛି, ପିଲା ଏବଂ ବୟସ୍କ ମାନେ ରଙ୍ଗ କିଣିବାରେ ବ୍ୟସ୍ତ ଏବଂ ବଜାରରେ ହୋଲି ଗୀତ ଏବେଠୁ ପ୍ରତିଧ୍ୱନିତ ହେଉଛି । ହୋଲି ଏକ ପ୍ରମୁଖ ହିନ୍ଦୁ ପର୍ବ, ଯାହା ଦୁଇ ଦିନ ଧରି ପାଳିତ ହୁଏ । ହୋଲିର ପ୍ରକୃତ…
ପିଲାଙ୍କ ହାତରେ ମୋବାଇଲ୍ ଦେଉଥିଲେ ସାବଧାନ! ଜାଣନ୍ତୁ କେଉଁ ବୟସ ପାଇଁ କେତେ ଘାତକ ସ୍ମାର୍ଟଫୋନ୍…
ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଦେଖିବା ଏକ ସାଧାରଣ ଘଟଣା ପାଲଟିଛି। ଅନେକ ସମୟରେ ବାପା-ମା’ମାନେ ପିଲାଙ୍କୁ ଖୁଆଇବା ପାଇଁ କିମ୍ବା କାନ୍ଦ ବନ୍ଦ କରାଇବା ପାଇଁ ହାତରେ ମୋବାଇଲ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ଶିଶୁର ଭବିଷ୍ୟତ ପାଇଁ କେତେ ବିପଜ୍ଜନକ ହୋଇପାରେ, ସେ ନେଇ…
ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରୀ: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ । ମହାଦେବଙ୍କ ମହାରାଧନାର ପର୍ବ । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ଆଜି ବିଶେଷ ଦିନ। ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା…
ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର କେତେ ସଂପଦ ଗଚ୍ଛିତ ଅଛି ?
ପାଖାପାଖି ଅର୍ଦ୍ଧଶତାବ୍ଦୀ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ମହଜୁଦ ଥିବା ମୂଲ୍ୟବାନ ଅଳଙ୍କାର ସବୁର ଗଣତି ମଣତି ହେଉନଥିବାବେଳେ ଏବେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱଭୂଷଣ ହରିଚନ୍ଦନ, ନୀଳମଣି…
ଓଡ଼ିଶାରେ କମି ଚାଲିଛି ଝିଅଙ୍କ ସଂଖ୍ୟା, ଆଗକୁ ଦେଖାଦେବ ବଡ଼ଧରଣର ସାମାଜିକ ସମସ୍ୟା
ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମ୍ ରହୁଥିବା ଯୋଗୁ ଭବିଷ୍ୟତରେ ବଡ଼ଧରଣର ସାମାଜିକ ସମସ୍ୟା ଉପୁଜିପାରେ । ଏଥିପ୍ରତି ଏବେଠାରୁ ସଜାଗ ରହିବା ପାଇଁ ସମାଜ ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି ।
ଭାରତ ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟର…
ଆଜି ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ମାଘ ପୂର୍ଣ୍ଣିମାରେ ରବିବାର ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଦ୍ବିପ୍ରହର ଧୂପ ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ କରାଯିବ। ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ବେଶ କରାଇବେ। ଏହି ବେଶରେ ଶ୍ରୀବିଗ୍ରହଙ୍କ ପାଖରେ ଖିରି, ଅମାଲୁ ଭୋଗ କରାଯିବ। ଗଜ ଉଦ୍ଧାରଣ ବେଶରେ ଶ୍ରୀଜଗନ୍ନାଥ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି। ତାଙ୍କର ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ନୀତିକୁ ଆପଣାଇ ଦେଶ ଅଗ୍ରଗତି ପଥରେ ଚାଲିଛି। ଦେଶରୁ ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଆଜି…
ନାହିଁ ନାହିଁରେ ଚାଲିଛି ଆଦର୍ଶ ବିଦ୍ୟାଳୟ, ଶିକ୍ଷକ ପଦବୀ ପୂରଣ କେବେ ?
ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ଦୁଇ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ଖାଲି ପଡିଛି । ଶିକ୍ଷକ ପଦବୀ ସହିତ ଏହିସବୁ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦବୀରେ ବି ଗୁରୁତର ସ୍ଥିତି ।
ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧିରେ ରାଜ୍ୟର ୩୦ଟି…