Browsing Category
ବଡ଼ ଖବର
୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଡିସେମ୍ବର ସୁଦ୍ଧା ନେବ ବିନାଶର ରୂପ…
ସାରା ବିଶ୍ୱରେ ତାଙ୍କ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ବୁଲଗେରିଆର ବାବା ଭେଙ୍ଗାଙ୍କୁ ବାଲକାନର ନୋଷ୍ଟ୍ରାଡାମସ୍ ଭାବରେ ମଧ୍ୟ ଜଣାଶୁଣା କରାଯାଇଥିଲା। ତାଙ୍କର ୧୯୯୬ ମସିହାରେ ଦେହାନ୍ତ ହୋଇଥିଲା। ଏହା ବିଶ୍ୱାସ କରାଯାଏ ଯେ ତାଙ୍କର ୮୫% ପର୍ଯ୍ୟନ୍ତ ଭବିଷ୍ୟବାଣୀ ସତ୍ୟ ହୋଇଥିଲା। ବାବା…
ଆକାଶ ନୀଳ କିନ୍ତୁ ମହାକାଶ କାହିଁକି କଳା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ…
ଆମେ ପ୍ରତିଦିନ ନୀଳ ଆକାଶ ଦେଖୁ। ହେଲେ ଆପଣ କେବେ ଭାବିଛନ୍ତି କି ଦିନବେଳା ଆକାଶ କାହିଁକି ନୀଳ ଦେଖାଯାଏ, ସନ୍ଧ୍ୟାରେ ନାଲି ଏବଂ ମହାକାଶ କାହିଁକି ସର୍ବଦା କଳା ରହିଥାଏ? ଏହି ସବୁ ପ୍ରଶ୍ନର ଉତ୍ତର ଆମ ପୃଥିବୀର ବାୟୁମଣ୍ଡଳ ସହ ଜଡିତ। ବାୟୁମଣ୍ଡଳରେ ଥିବା କ୍ଷୁଦ୍ର କଣିକା ଏବଂ…
ନୂଆବର୍ଷରୁ ମହଙ୍ଗା ହୋଇପାରେ ରିଚାର୍ଜ ପ୍ଲାନ
ଦେଶର ଲକ୍ଷ ଲକ୍ଷ ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ନୂଆବର୍ଷରୁ ଝଟକା ଲାଗିପାରେ | କାରଣ ଇଣ୍ଟରନେଟ୍ ଏବଂ କଲ୍ କରିବାରେ ପ୍ରତି ମାସରେ ଶହ ଶହ ଟଙ୍କା ଖର୍ଚ୍ଚ କରୁଥିବା ମଧ୍ୟବିତ୍ତ ବର୍ଗ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକ…
ଟାଟୁ ଶିଳ୍ପର ବଢୁଛି ଲୋକପ୍ରିୟତା : ବି.କେ. କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ ଆୟୋଜନ କଲା ଓଡ଼ିଶାର ପ୍ରଥମ ବୃତ୍ତିଗତ…
ଓଡ଼ିଶାରେ ସମସାମୟିକ କଳାର ବିକଶିତ ଦୃଶ୍ୟପଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି କାରଣ ଟାଟୁ ଏବଂ ସୃଜନଶୀଳ ଶିକ୍ଷା କ୍ଷେତ୍ରରେ ଏକ ଉଦୀୟମାନ ନାମ କଳିଙ୍ଗ ଇଙ୍କ୍, ବି.କେ. କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସରେ ରାଜ୍ୟର ପ୍ରଥମ ବୃତ୍ତିଗତ ଟାଟୁ କର୍ମଶାଳା ଆୟୋଜନ…
ଶନି, ରବିବାର ସାରାଦିନ ଖୋଲାରହିବ ପାର୍କ: ଆଇଜି ପାର୍କ ପ୍ରତିଦିନ ସକାଳ ୫ରୁ ରାତି ସାଢ଼େ ୮ ପର୍ଯ୍ୟନ୍ତ ଖୋଲା
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଅଧୀନ ସବୁ ପାର୍କ ଖୋଲିବା ସମୟରେ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ସପ୍ତାହର ପ୍ରତି ଶନିବାର ଓ ରବିବାର ସାରା ଦିନ ବିଡିଏ ଅଧୀନ ପାର୍କ ଖୋଲା ରହିବ। କିନ୍ତୁ ଅନ୍ୟଦିନ ପୂର୍ବ ସମୟାନୁସାରେ ଖୋଲାଯିବ। ଅପରପକ୍ଷେ ଇନ୍ଦିରା ଗାନ୍ଧୀ ପାର୍କ…
ଚୁଲିକୁ ଗଲାଣି ନିଶା ନିବାରଣ : ହୁ ହୁ ହୋଇ ବଢୁଛି ମଦ ବେପାର
ନିଶା ନିବାରଣ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ କରୁଥିବାବେଳେ ନିଶା ବ୍ୟବହାର କମିବା ପରିବର୍ତ୍ତେ କିନ୍ତୁ ବଢି ବଢି ଚାଲିଛି । ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ବର୍ଷରେ ଓଡିଶା ରାଜ୍ୟ ପାନୀୟ ନିଗମ ତାହାର ସିଏସ୍ଆର ପାଣ୍ଠିରୁ ୫୯ଲକ୍ଷ ୫୪ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ଚଳିତ ବର୍ଷ…
ସୋଆରେ ଆୟୋଜିତ ହେବ ଓଡ଼ିଶା ଏଆଇ ସମ୍ମିଳନୀ
ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୃତ୍ରିମ ବୁଦ୍ଧିମତା ଅର୍ଥାତ ଏଆଇର ଦୃଶ୍ୟପଟ୍ଟ ସହ ତାଳ ଦେଇ ଓ ଓଡ଼ିଶାରେ ଏହାକୁ ଦୃଢ଼ୀଭୂତ କରାଇବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି, ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ…
ଶୀତଦିନରେ ସତର୍କ ରୁହନ୍ତୁ ହୃଦ୍ରୋଗୀ, ଏସବୁ କଲେ ହୋଇପାରେ ବଡ଼ ବିପଦ…..
ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ଶରୀର ଉପରେ ପ୍ରଭାବ ପକାଇଥାଏ। ତାପମାତ୍ରା ସର୍ବାଧିକ ହ୍ରାସ ପାଇଲେ, ଧମନୀ ସଙ୍କୁଚିତ ହୁଏ। ଏହାଦ୍ବାରା ରକ୍ତଚାପସ୍ତର ବଢ଼ିଯାଇଥାଏ। ରକ୍ତଚାପ ବଢ଼ିଲେ ହୃଦୟ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଉଚ୍ଚରକ୍ତଚାପରେ ପୀଡ଼ିତ ଓ…
ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫
ଶୁଭାରମ୍ଭ ହେଲା ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଦୁଇଦିନିଆ ଲିଟେରାରୀ ଫେଷ୍ଟିଭାଲକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶବ୍ଦର ଯାଦୁଗର, ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ…
ଆଜିଠୁ ସୋଆ ସାହିତ୍ୟ ମହାକୁମ୍ଭ, ଯୋଗଦେବେ ୧୦୦ରୁ ଅଧିକ ଅତିଥି
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋଆ ପରିଚାଳିତ ସେଣ୍ଟର୍ ଫର୍ ପ୍ରିଜର୍ଭେସନ୍, ପ୍ରୋପାଗେସନ୍ ଆଣ୍ଡ୍ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଣ୍ଟ କଲ୍ଚର୍ ଆଣ୍ଡ୍ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଶନିବାର ଓ ରବିବାର (୨୯ ଓ ୩୦) ସୋଆ ଅଡିଟୋରିୟମ୍ କ୍ୟାମ୍ପସ୍-୨ରେ…