ଆଜି ଶାହରୁଖ ଖାନଙ୍କ ୬୧ତମ ଜନ୍ମଦିନ: ମନ୍ନତ ବାହାରେ ପ୍ରଶଂସକଙ୍କ ଭିଡ଼, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ମୁମ୍ବାଇ: ଆଜି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ୬୧ତମ ଜନ୍ମଦିନ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମୁମ୍ବାଇସ୍ଥିତ ତାଙ୍କ ବାସଭବନ 'ମନ୍ନତ' ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଛି। ପ୍ରଶଂସକଙ୍କ ଏହି ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି ମନ୍ନତ…