Browsing Tag

Mohan Charan Majhi

‘ୟୁନିଫାଇଡ୍ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ’ ଶୁଭାରମ୍ଭ; ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ମିଳିଲା ମଧୁବାବୁ…

ଭୁବନେଶ୍ୱର: ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସରଳ କରିବା ପାଇଁ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ବାଲେଶ୍ୱରର ରିଜର୍ଭ ପୋଲିସ…

କାଲି ମିଳିବ ପିଏମ୍-କିଷାନ କିସ୍ତି: ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀ ପାଇବେ ୭୦୦ କୋଟିରୁ ଊର୍ଦ୍ଧ୍ୱ ସହାୟତା

ଭୁବନେଶ୍ୱର: ଆସନ୍ତାକାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା । କେନ୍ଦ୍ର ସରକାରଙ୍କ ପ୍ରମୁଖ କୃଷକ କଲ୍ୟାଣକାରୀ ଯୋଜନା 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' (ପିଏମ୍-କିଷାନ) ର ୨୪ତମ କିସ୍ତି ଆସନ୍ତାକାଲି ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। 'ପିଏମ୍-କିଷାନ ଉତ୍ସବ…

ଦର୍ଶକଙ୍କ ପାଇଁ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ସ୍ନୋ ପାର୍କ ସହ ଥ୍ରିଡି ମୁଭି ଓ ଭୂତ ବଙ୍ଗଳା ବୁଲିବାକୁ ଟିକେଟ୍ ଦର ୨୯୫…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ନବକଳେବର କଳିଙ୍ଗ ଷ୍ଟୁଡିଓ ପୁଣିଥରେ ଦର୍ଶକଙ୍କ ପାଇଁ ଖୋଲିଛି। ପାର୍ବଣ ଋତୁରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟୁଡିଓ ଲିମିଟେଡ୍ କର୍ତ୍ତୃପକ୍ଷ ଉଭୟ ପରିଦର୍ଶକ ଏବଂ ସୁଟିଂ ପାଇଁ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।…

ଓଡ଼ିଶାରେ ୩୯,୩୮୩ କୋଟି ଟଙ୍କାର ୫୩ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ବୁଧବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୩୯,୩୮୩ କୋଟି ଟଙ୍କା ବିନିଯୋଗରେ ୧୪ଟି ଜିଲ୍ଲାରେ ୫୩ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ପ୍ରାୟ…

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ; ଅକ୍ଟୋବର ୧୫ରେ ଭୋଟ୍, କମ୍ପିବ କଲେଜ କ୍ୟାମ୍ପସ୍

ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ।୧୬ରେ ଶପଥଗ୍ରହଣ ସମାରୋହ। ଗଣମାଧ୍ୟମକୁ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଓଡ଼ିଶାରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: କୋରାପୁଟ ସୁନାବେଡ଼ା ସ୍ଥିତ HAL କାରଖାନା ପରିଦର୍ଶନ…

ଭୁବନେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କାରଖାନା ପରିଦର୍ଶନ କରିବେ ଏବଂ ଏହାର କାର୍ଯ୍ୟକଳାପର ସମୀକ୍ଷା କରିବେ। ଏହି…