Browsing Tag

Karnataka

ଦଶହରାରେ ଗିନିଜ୍ ୱାର୍ଲ୍ଡ ରେକର୍ଡ: ୩,୪୭୩ ଡ୍ରୋନ୍ ସାହାଯ୍ୟରେ ଆକାଶରେ ଉଡ଼ିଲା ବିଶାଳକାୟ ମୟୂର

ମହୀଶୂର: ମହୀଶୂର ଆକାଶରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ରାତ୍ରିର ଅନ୍ଧକାରରେ ୩,୪୭୩ଟି ଡ୍ରୋନ୍ ଏକାଠି ହୋଇ ଏକ ବିଶାଳକାୟ ନୃତ୍ୟରତ ମୟୂରର ଆକୃତି ସୃଷ୍ଟି କରିଛନ୍ତି। ଏହି ଚିତ୍ତାକର୍ଷକ ପ୍ରଦର୍ଶନ ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି। ଗତ ଅକ୍ଟୋବର ୧୮ ତାରିଖରେ…