Browsing Tag

Harry Boxer

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ବଲିଉଡ ଅଭିନେତା ତୁଷାର କପୁରଙ୍କୁ ୫ କୋଟିର ଚାନ୍ଦା ଧମକ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତୁଷାର କପୁରଙ୍କୁ ମିଳିଛି ୫ କୋଟିର ଚାନ୍ଦା ଧମକ। ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ହ୍ୟାରି ବକ୍ସର ବୋଲି ପରିଚୟ ଦେଇ ୫ କୋଟି ଟଙ୍କାର ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିନେତା ତୁରନ୍ତ ମୁମ୍ବାଇ ପୋଲିସକୁ…