ଓଡ଼ିଶାରେ ୟୁନିଫର୍ମଡ୍ ସର୍ଭିସେସ୍ ନିଯୁକ୍ତି ୨୦୨୬: ୭,୨୬୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କଲା OUSSSC
ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ପୁଲିସ ଓ ଅଗ୍ନିଶମ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବକ ଯୁବତୀଙ୍କ ପାଇଁ ବଡ଼ ଘୋଷଣା। ରାଜ୍ୟର ୭୨୬୮ଟି ପୁଲିସ ଓ ଅଗ୍ନିଶମ ବିଭାଗର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ୟୁନିଫର୍ମ ସର୍ଭିସେସ୍ ଷ୍ଟାଫ୍…