କୋଟିଆରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ: ବ୍ୟାରିକେଡ୍ ହଟାଇବାକୁ ନେଇ ସୀମାରେ ତୀବ୍ର ଉତ୍ତେଜନା
କୋରାପୁଟ: କୋଟିଆରେ ଓଡ଼ିଶା ପୋଲିସ ସହ ଆନ୍ଧ୍ର ପୋଲିସ ମୁହାଁମୁହିଁ । ବ୍ୟାରିକେଡ୍ ହଟାଇବାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। କୋରାପୁଟ ଜିଲ୍ଲା ନେରେଡିବାଲସା ଗ୍ରାମ ନିକଟରେ ଥିବା ଏକ ଚେକ୍ପୋଷ୍ଟରେ…