Browsing Category
ଆମ ଓଡ଼ିଶା
ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳର ପର୍ବ
ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ। ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୁରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି। ଏହିଦିନ କୃଷକମାନେ ଭଲ…
ବିଜେଡିର ନିର୍ବାଚନୀ ଇସ୍ତାହାର-୨୦୨୪ ଜାରି କଲେ ସୁପ୍ରିମୋ ନବୀନ ପଟ୍ଟନାୟକ; ୨୦୩୪ ସୁଦ୍ଧା ଓଡ଼ିଶାକୁ ଏକ ନମ୍ବର ରାଜ୍ୟ…
ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାର-୨୦୨୪ ଜାରି କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଇସ୍ତାହାର ଜାରି କରି ନବୀନ କହିଲେ, ୨୪ ବର୍ଷରେ ବିଜେଡି ସରକାର ଓଡିଶାରେ ବିକାଶ କରିଛି । ଗରିବ ପଛୁଆ ରାଜ୍ୟ ଆଜି ଓଡିଶା ପାଇଁ ଅତିତ ହୋଇଛି । ଆଜିର ଓଡିଶା ଏକ ଆଧୁନିକ ଓଡିଶା । ନବୀନ କହିଛନ୍ତି,…
ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୋଡ୍ ଶୋ’ ପାଇଁ ଭୁବନେଶ୍ୱର ଜନପଥରେ ଟ୍ରାଫିକ…
ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରୋଡ୍ ଶୋ’ କରିବେ। ରାତି ସାଢ଼େ ୮ଟାରୁ ବିଜେପି କାର୍ଯ୍ୟାଳୟରୁ ରୋଡ୍ ଶୋ’ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଯିବ। ସେଥିପାଇଁ…
ରୁବେଲା ଭାଇରସ ନେଇ ଗର୍ଭବତୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କଲେ ସ୍ବାସ୍ଥ୍ୟ ସଚିବ । ଜ୍ଵର ଆସିଲେ ଟେଷ୍ଟ କରିବାକୁ ଦେଲେ ପରାମର୍ଶ । ରାଜ୍ୟର କିଛି ସ୍ଥାନରେ ବ୍ୟାପିଥିବା ରୁବେଲା ଭାଇରସ ଚିନ୍ତାର କାରଣ ହୋଇଥିବା ବେଳେ ଏଥିପ୍ରତି ସତର୍କ ରହିବାକୁ ଗର୍ଭବତୀମାନଙ୍କୁ ପରାମର୍ଶ ଦେଇଛନ୍ତି…
ଆଜି ସନ୍ଧ୍ୟାରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଗୋପାଳପୁର ବିଜେଡିର ପ୍ରଚାର ମଞ୍ଚରୁ ଏନେଇ ଆଜି ଘୋଷଣା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିଜେଡିର ମାନିଫେଷ୍ଟୋ ଘୋଷଣା ହେବା ନେଇ କହିବା ଅବସରରେ ବିରୋଧୀଙ୍କ ମାନିଫେଷ୍ଟାକୁ ଟାର୍ଗେଟ କରିଛନ୍ତି ଫାଇଭ-ଟି…
କନିଷିଠାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର
ବ୍ରହ୍ମପୁର: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଆପଣ ଯୋଡ଼ି ଶଙ୍ଖରେ ଭୋଟ୍ ଦେଇ ବିଧାୟକ ଏବଂ ଏମ୍ପିଙ୍କୁ…
ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ଝିଅଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସନ୍ଦେହ
ଝାରସୁଗୁଡ଼ା: ଗୋଟିଏ ପରିବାରର ସ୍ତ୍ରୀ ଓ ଝିଅକୁ ଫାୟାରିଂ କରି ହତ୍ୟା କରିବା ପରେ ନିଜକୁ ଗୁଳି ଗଲେ ବ୍ୟକ୍ତି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବାଣୀପାହାଡ଼ ନିକଟରେ। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ।…
ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଗାତାର କାଳବୈଶାଖୀ ବର୍ଷା ଯୋଗୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା କମିଛି। ପାଣିପାଗ ବିଭାଗ…
ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାଇକ୍ ରାଲି
ରେଢ଼ାଖୋଲ: ସମ୍ଭଲପୁରର ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ୍ ରାଲିରେ ଯୋଗଦେଇଛନ୍ତି। ଧର୍ମେନ୍ଦ୍ର ନିଜେ ବାଇକ୍ ଚଳାଇ ରାଲିର ସମ୍ମୁଖରେ ଥିଲେ। ରାଜ୍ୟର ୨୧ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଭୋଟରଙ୍କୁ ନବେଦନ କରିଛନ୍ତି। ଗତ ୧୦ ବର୍ଷ…
ଆଜି ଗଞ୍ଜାମ ଓ କନ୍ଧମାଳ ଗସ୍ତରେ ନବୀନ
ଭୁବନେଶ୍ୱର: ଗୁରୁବାର ଗଞ୍ଜାମ ଓ କନ୍ଧମାଳରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ କ୍ୟାମ୍ପେନ। ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଲାଗି ମୁଖ୍ଯମନ୍ତ୍ରୀ କରିବେ ପ୍ରଚାର। ପୂର୍ବାହ୍ନରେ ମୁଖ୍ଯମନ୍ତ୍ରୀ ବ୍ରହ୍ମପୁର ନିକଟସ୍ଥ କନିଷିରେ ପ୍ରଚାର କରିବେ। ପରେ ସେ ଆସ୍କାରେ…