Browsing Category

ଆମ ଓଡ଼ିଶା

କୋରାପୁଟରେ ୧୪୪ ଧାରା ଜାରି

କୋରାପୁଟ: ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି କରିଛନ୍ତି କୋରାପୁଟ ଜିଲାପାଳ। ଶନିବାର କୋରାପୁଟ ଜିଲାପାଳ ପତ୍ରସଂଖ୍ୟା ୨୪୦୨/୧୧.୫.୨୪ ଜରିଆରେ ଏହି ୧୪୪ ଧାରା ଜାରି କରାଯାଇଛି। ନିର୍ବାଚନ…

ପାରିବାରିକ କଳହକୁ ନେଇ ବଚସା, ଦାଦାଙ୍କ ମୁଣ୍ଡ କାଟି ହତ୍ୟା କଲା ପୁତୁରା

ଏମ୍‌ଭି: ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଇପିଗୁଡା ଗ୍ରାମରେ ଶନିବାର ଆଦିବାସୀଙ୍କ ଆମ୍ବପରବ ପୂଜା ଚାଲିଥିବା ସମୟରେ ହଠାତ୍‌ ଦାଦା-ପୁତୁରାଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁତୁରା ଏକ ଧାରୁଆ…

ମୋ ବସରୁ ଲୁଟୁଥିବା ଜଣେ ମହିଳାକୁ ଧରିଲା ପୁଲିସ

ଭୁବନେଶ୍ୱର: ଯାତ୍ରୀ ହୋଇ ବସରେ ଆସୁଥିଲେ, ମୌକା ଦେଖି ଚୋରି କରୁଥିଲେ। ଏନେଇ ଆଜି ଏକ ଚାରିଜଣିଆ ମହିଳା ଗ୍ୟାଙ୍ଗ ଉପରୁ ପର୍ଦ୍ଦାଫାଶ କରିଛି ଚନ୍ଦ୍ରଶେଖରପୁର ପୁଲିସ। ଏହି ଗ୍ୟାଙ୍ଗରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ। ଅଭିଯୁକ୍ତ ଜଣକ ହେଲେ ଲାଜବତି ସିଂ। ତାଙ୍କ ଘର…

ଓଲଟିଲା ପୋଲିଂ ପାର୍ଟି ବସ୍‌, ଦୁଇଜଣ ଆହତ

ଚିକିଟି: ନିର୍ବାଚନ ଡ୍ୟୁଟିକୁ ଶନିବାର ଯାଉଥିବା ବେଳେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ନିକଟରେ ଏକ ପୋଲିଂ ପାର୍ଟି ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ଅନୁଷ୍ଠିତ ହେବ। ତେବେ ମତଦାନ ପାଇଁ ଆଜି…

ଓଡିଶା ବିଜେପିର ଆତ୍ମବିଶ୍ୱାସ ପୂରା ଭାଙ୍ଗି ଯାଇଛି, ତେଣୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡିଶା ଆସୁଛନ୍ତି ବୁଷ୍ଟର…

ସୁନ୍ଦରଗଡ: ସୁନ୍ଦରଗଡ ଜନସଭାରେ ବିଜେଡି ସରକାରର ବିକାଶ କଥା କହିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । କନ୍ଧମାଳ ମାଟିରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ବି ଦେଇଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, ଆମ…

ରାଜ୍ୟରେ ବିଜୁଳି ବିଲ୍‌ ମାଗଣା ଘୋଷଣା ପରେ ବିରୋଧୀଙ୍କୁ ଲାଗିଛି କରେଣ୍ଟ: ବିରୋଧୀଙ୍କୁ ପାଣ୍ଡିଆନ୍‌ଙ୍କ ଟାର୍ଗେଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜନସଭା । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେଡିର ଇସ୍ତାହାରରେ ବିଜୁଳି ବିଲ୍‌…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର, ଜିତିବା ପାଇଁ ଶେଷ ଦିନରେ ସବୁ ଜୋର ଲଗାଇବେ…

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଆଉ ଶୁଭିବନି ପ୍ରଚାରର ସେହି କୋଳାହଳ । ସଂଧ୍ୟା ୫ଟାରେ ଶେଷ ହେବ ନିର୍ବାଚନ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଜି ଗୋଟିଏ ଦିନ ଜୋରଦାର ପ୍ରୟାସ କରିବେ ବିଭିନ୍ନ ଦଳ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩…

ଆଜି ଓଡ଼ିଶାର ୩ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର; କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାକୁ ଦେବେ…

ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନିଟି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ । କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ ଫୁଲବାଣୀରେ ଏକ ଜନସଭାକୁ ସମ୍ବୋଧନ କରିବେ। ଏହାପରେ ସେ ବଲାଙ୍ଗୀର ଯାଇ…

ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ମହାପ୍ରଭୁଙ୍କ ରଥକାଠ ଅନୁକୁଳ ହୋଇଛି। ରଥ ନିର୍ମାଣ ପାଇଁ ଅନୁକୂଳ ହୋଇଛି ରଥକାଠ । ରଥକାଠ ଅନୁକୂଳ ପାଇଁ ରଥଖଳାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ…

ଛତିଶଗଡ ବିଜାପୁରରେ ବଡ଼ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ ବିଜାପୁରରେ ବଡ଼ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ । ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ହୋଇଛି ଏହି ଏନ୍‌କାଉଣ୍ଟର। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀଙ୍କ…