Browsing Category

ଦେଶ-ବିଦେଶ

ଖୁବ୍ ଶୀଘ୍ର ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଏହି ସୂଚନା ଦେଇଛି । ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଗତବର୍ଷ ଜୁନରୁ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ସମସ୍ୟା ଯୋଗୁ ମହାକାଶରେ ଫସି ରହିଛନ୍ତି…

୨୨ ବର୍ଷ ପାକିସ୍ତାନରେ ଫସି ରହିଲେ ହମିଦା

ମୁମ୍ବାଇର ଜଣେ ୭୩ ବର୍ଷୀୟା ବୃଦ୍ଧ ମହିଳା ହମିଦା ବାନୋ ପାକିସ୍ତାନରେ ଦୀର୍ଘ ୨୨ ବର୍ଷ ଫସି ରହିବା ପରେ ଶେଷରେ ସ୍ଵଦେଶ ଫେରିଛନ୍ତି। ନିଜ ପରିବାର ସହ ପୁଣି ମିଶିବା ସମୟରେ ସେ ଭାବବିହ୍ଵଳ ହୋଇଯାଇଥିଲେ। ତାଙ୍କ ପରିବାର ନିଜ ଆତ୍ମୀୟଙ୍କୁ ପୁଣି ଫେରିପାଇ ଖୁସି ବ୍ୟକ୍ତ କରିଛନ୍ତି। ହମିଦା ନିଜ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ବିୟୋଗରେ ବିଶ୍ୱନେତାଙ୍କ ଶୋକବାର୍ତ୍ତା

କେମ୍ବ୍ରିଜ୍ ଗ୍ରାଜୁଏଟ୍, ଅକ୍ସଫୋର୍ଡର ପୂର୍ବତନ ଛାତ୍ର, ପ୍ରଫେସର, ଅର୍ଥମନ୍ତ୍ରୀ ଏବଂ ଦୁଇ ଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କୁ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।  ଏହି ଶ୍ରଦ୍ଧାଞ୍ଜଳି ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମନମୋହନ ସିଂହଙ୍କ ବିଷୟରେ…

ଛତିଶଗଡ଼ରରେ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା, ୨୦ ଫୁଟ ତଳକୁ ପିକ୍‌ଅପ୍ ଭ୍ୟାନ୍ ଖସି ୧୭ ମୃତ

ଛତିଶଗଡ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟ ଘଟିଛି। ଏହା ସହିତ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ପିକ୍ ଅପ ଭ୍ୟାନଟି…

ସୌଦି ଆରବର ରାଜାଙ୍କ ସ୍ବାସ୍ଥ୍ୟ ଖରାପ

ରିୟାଦ: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ଆଣ୍ଟିବାୟୋଟିକ ଚିକିତ୍ସା କରୁଛନ୍ତି। ରବିବାର ରାଜାଙ୍କ ସ୍ବାସ୍ଥ୍ୟ ଉପରେ ରୟାଲ କୋର୍ଟ ତାଜା ଅପଡେଟ ଦେଇଛନ୍ତି। ଏହାପୂର୍ବରୁ କିଙ୍ଗ ସଲମାନ ହାଇ…

ଆଗ୍ରା ଜୋତା ବ୍ୟବସାୟଙ୍କ ଘରେ ଆୟକର ଚଢ଼ାଉ, ନଗଦ ୪୦ କୋଟି ଟଙ୍କା ଉଦ୍ଧାର

ଆଗ୍ରା: ଜଣେ ଜୋତା ବ୍ୟବସାୟଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ (ଆଇଟି) ଶନିବାର ପ୍ରାୟ ୪୦ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ଟଙ୍କା ଗଣନା ଏବେ ପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଆଗ୍ରା ଏବଂ ତାଙ୍କର ଅନ୍ୟ କେତେକ ସ୍ଥାନରେ ଏହି ଚଢ଼ାଉ…