Browsing Category

ମୁଖ୍ୟ ପ୍ରସଙ୍ଗ

Explore our main stories exclusively for women lifestyle & fashion. We excel the talents & dreams of women through a magazine.

ଦୁର୍ଗା ପୂଜା 2024: ବେଶ୍ୟା ପ୍ରାଙ୍ଗଣର ମାଟିରୁ ନିର୍ମିତ ହୁଏ ମା ଦୁର୍ଗାଙ୍କ ମୂର୍ତ୍ତି, ଜଣାନ୍ତୁ ଏହା ପଛର…

ଶାରଦୀୟ ନବରାତ୍ର ୨୦୨୪ : ଶାରଦୀୟ ନବରାତ୍ର ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ପର୍ବ  |  ଏବର୍ଷ ଶାରଦୀୟ ନବରାତ୍ର ପର୍ବ ଅକ୍ଟୋବର ୩ ରୁ ଆରମ୍ଭ ହୋଇସାରିଛି, ୧୨ ପର୍ଯ୍ୟନ୍ତ ପାଳନ କରାଯିବ | ନଅ ଦିନ ଧରି ଚାଲିଥିବା ଏହି ମହାନ ପର୍ବ ଦେବୀ ଦୁର୍ଗାଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ | ଏହି ଅବସରରେ…

ଶାରଦୀୟ ଦୁର୍ଗାପୂଜା : ଦେବୀ ଦୁର୍ଗାଙ୍କ ନାଁ ଦୁର୍ଗା କାହିଁକି ?

ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ 'ଦଶହରା' କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଶକ୍ତିସ୍ୱରୂପିଣୀ ମା’ ଦୁର୍ଗା। କେଉଁଠି ସେ ଅଷ୍ଟଭୂଜା ତ ପୁଣି କେଉଁଠି କାତ୍ୟାୟନୀ। ସେ ଅଭୟ ବରଦାୟିନୀ ଆଉ ଦୁର୍ଗତୀନାଶିନୀ। ଦୁର୍ଗାପୂଜା ଆଜି ଘରେ ଘରେ ପରିଚିତ ଆଉ…

ଆନ୍ତର୍ଜାତୀୟ ଯୋଗ ଦିବସ 2024: ଜୁନ୍ ରେ କାହିଁକି ପାଳନ କରାଯାଏ? ଜାଣନ୍ତୁ ଏହାର ଇତିହାସ, ଗୁରୁତ୍ୱ ଏବଂ ଥିମ୍ …

ଆନ୍ତର୍ଜାତୀୟ ଯୋଗ ଦିବସ 2024: ଭାରତ ଏବେ ବିଶ୍ୱ ଗୁରୁ ଭାବରେ ସମ୍ବୋଦ୍ଧିତ ହେବାର ସମୟ ଆସିଛି। ଯୋଗ ପ୍ରସଙ୍ଗରେ ଭାରତ ହେଉଛି ବିଶ୍ୱ ଅଗ୍ରଣୀ ବା ବିଶ୍ବର ଗୁରୁ । ଯୋଗକୁ ଆନ୍ତର୍ଜାତୀୟ ମାନ୍ୟତା ଦେବା ଏବଂ ଯୋଗ ମାଧ୍ୟମରେ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବାରେ ଭାରତର ବଡ଼ ଭୂମିକା…

World Bicycle Day 2024 : ସାଇକେଲ ଚଲାଇବାର ମହତ୍ତ୍ୱ, ଇତିହାସ ଏବଂ ଉପକାରିତା ବିଷୟରେ ଜାଣନ୍ତୁ…

ତିତିଲି ଡେସ୍କ : ସମଗ୍ର ବିଶ୍ୱ ଆଜି ସାଇକେଲ ଦିବସ ପାଳନ କରୁଛି। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ସାଇକେଲ ଚଳାଇବାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା। ବିଶ୍ୱ ସାଇକେଲ ଦିବସ ପ୍ରତିବର୍ଷ ଜୁନ୍ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଲୋକଙ୍କୁ ସାଇକେଲର…

ଅଂଶୁଘାତର ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ସମୟ ଥାଉ ଥାଉ ସତର୍କତା ଅବଲମ୍ବନ କରନ୍ତୁ…

ତିତିଲି ଡେସ୍କ: ଆଜିକାଲି ଦେଶର ଅନେକ ରାଜ୍ୟରେ ଭୟଙ୍କର ତାପମାତ୍ରା ଦେଖାଉଛି। ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିଲ୍ଲୀ-ଏନସିଆର ଠାରୁ ଉତ୍ତର ଭାରତର କିଛି ରାଜ୍ୟ ପର୍ଯ୍ୟନ୍ତ ତାପମାତ୍ରା ୫୦ ଡିଗ୍ରୀରୁ ଅଧିକ ରହିଛି। ଏଭଳି…

ଆଜି ନିମାପଡାରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିମାପଡ଼ା ରୋଡ ଶୋ କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରିବେ ବୋଲି ସୂଚନା ମିଳିଛି। ବୁଧବାର ଅପରାହ୍ଣ ସାଢ଼େ ୫ଟାରେ ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ବିଶାଳ ରୋଡ୍ ଶୋ’ର ଆୟୋଜନ ହେବ।…

ବିଜେଡ଼ିର ମାଗଣା ବିଦ୍ୟୁତ୍ ସେବା ଘୋଷଣା – ବିଜେପିକୁ କରେଣ୍ଟ ଝଟକା

ଭୁବନେଶ୍ବର : ଚଳିତ ନିର୍ବାଚନ ଜିତିଲେ ବିଜେଡ଼ି ମାଗଣା ବିଦ୍ୟୁତ୍ ସୁବିଧା ଯୋଗାଇ ଦେବ ବୋଲି ଘୋଷଣା କରିଛି। ଏହି ଘୋଷଣାକୁ ନେଇ ବିଜେଡି କର୍ମୀ ଉତ୍ସାହିତ ଥିବା ବେଳେ ବିଜେପିକୁ କରେଣ୍ଟ ଲାଗିଛି । କରେଣ୍ଟ ଝଟକା ଲାଗିଲା ପରେ ଏବେ ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇ ଦେବ ବୋଲି…

ଚାଲି ଚାଲି ଆସି ଭୋଟ୍ ଦେଲେ ନବୀନ ପଟ୍ଟନାୟକ

ଚାଲି ଚାଲି ଆସିଲେ, ଭୋଟ୍ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ଆସି ମତଦାନ କରିଛନ୍ତି । ଭୁବେନଶ୍ବର ଏରୋଡ୍ରମ କଲୋନୀସ୍ଥିତ ୟୁପି ସ୍କୁଲ ବୁଥରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ ସାବ୍ୟସ୍ତ କରିଛନ୍ତି। ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ନେଇ ମିଛ…

ରାଜନୀତିରେ ନାରୀ ନେତୃତ୍ବ ର ଭୂମିକା…

ସାରା ଦେଶରେ ଏବେ ନିର୍ବାଚନୀର ଗରମ ପବନ ବୋହୁଛି। ଏଥିରୁ ବାଦ୍ ପଡିନି ଓଡିଶା। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆହୁରି ଦୁଇଟି ନିର୍ବାଚନ ବାକି ରହିଛି। ମେ ୨୫ରେ ତୃତୀୟ ଏବଂ ଜୁନ୍ ୧ରେ ଶେଷ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ ମଙ୍ଗଳବାର ଦିନ ଭୋଟ ଗଣତି ହେବ ବୋଲି…

ସାବଧାନ୍ ! ପିଲାଙ୍କର ମାନସିକ ବିକାଶକୁ ବାଧା ଦେଉଛି ବାୟୁ ପ୍ରଦୂଷଣ

କାରଖାନା ଏବଂ ଯାନରୁ ବାହାରୁଥିବା ଧୂଆଁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହାର ପ୍ରଭାବ କେବଳ ବୟସ୍କମାନଙ୍କ ଉପରେ ନୁହେଁ ପିଲାମାନଙ୍କ ଉପରେ ମଧ୍ୟ ହୋଇଥାଏ। ବିଶେଷକରି ବାୟୁ ପ୍ରଦୂଷଣ ହେତୁ ନିର୍ଗତ ହେଉଥିବା ଧୂଆଁ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହା…