Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୭ ବର୍ଷ ପରେ ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା
ସାମୁଦ୍ରିକ ଝଡ ଫନିରେ ୭ବର୍ଷ ତଳେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଭିତରୁ କେତେକଙ୍କୁ ଏବେ ସରକାର ସହାୟତା ରାଶି ପ୍ରଦାନ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏଥିପାଇଁ କିଛି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଦୀର୍ଘବର୍ଷ ଧରି ପ୍ରଶାସନିକ ସ୍ତରରେ ଗୁହାରି ସହିତ ହାଇକୋର୍ଟରୁ ସୁପ୍ରିମକୋର୍ଟ…
ରାତିରେ ଭଲ ନିଦ ହେବା ସତ୍ତ୍ୱେ ବି କ୍ଳାନ୍ତ ଅନୁଭବ କରୁଛନ୍ତି କି? ଜାଣନ୍ତୁ କଣ କାରଣ…
ଯଦି ଆପଣ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ସତ୍ତ୍ୱେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଏହା ପଛରେ ଏକ ବଡ଼ କାରଣ ଲୁଚି ରହିଥାଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସର୍ଜନମାନଙ୍କ ମତରେ, ଏହି ସମସ୍ୟାର ମୁଖ୍ୟ କାରଣ ମେଦବହୁଳତା କିମ୍ବା ଶରୀରର ଅତ୍ୟଧିକ ଓଜନ ହୋଇପାରେ।
ଶରୀରର ଅତ୍ୟଧିକ…
ଅଳିଆରୁ ବର୍ଷକୁ ୪କୋଟିରୁ ଅଧିକ ଆୟ କରୁଛି ଭୁବନେଶ୍ୱର ମହାନଗର ନିଗମ
ରାଜଧାନୀରୁ ବାହାରୁଥିବା ବର୍ଜ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବର୍ଷକୁ ୪ କୋଟି ଟଙ୍କାରୁ ଅଧିକ ଆୟ କରୁଛି । କେବଳ ଶୁଖିଲା ବର୍ଜ୍ୟ ପ୍ରକ୍ରିୟାକରଣ କରି ୪ କୋଟି ଟଙ୍କା ପାଉଥିବାବେଳେ ଓଦା ବର୍ଜ୍ୟରୁ ପ୍ରସ୍ତୁତ ଖତ ବିକ୍ରି କରି ବର୍ଷକୁ ୬ଲକ୍ଷ ଟଙ୍କା ଆୟ କରାଯାଉଛି ।…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପୁରୀ ବେଳାଭୂମି ହେବ ‘ଆଧ୍ୟାତ୍ମିକ ବେଳାଭୂମି’
ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀର ଆଧ୍ୟାତ୍ମିକ ଗରିମାକୁ ବଢ଼ାଇବା ସହ ପୀଠର ସମ୍ପତ୍ତିର ସୁରକ୍ଷା ପାଇଁ ଏହି…
ଦଶ ବର୍ଷ ହେଲା ଓଡ଼ିଆ ଭାଷା ପ୍ରତିଷ୍ଠାନର ନାହାନ୍ତି ନିମୟିତ ନିର୍ଦ୍ଦେଶକ
ଦଶ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିୟମିତ ନିର୍ଦ୍ଦେଶକ ନିଯୁକ୍ତ ହୋଇପାରୁ ନାହାନ୍ତି । କେତେବେଳେ ସଂସ୍କୃତି ବିଭାଗର ଅଧିକାରୀ ତ ଆଉ କେତେବେଳେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ କିମ୍ବା ସଂଗୀତ ନାଟକ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଭାଷା ପ୍ରତିଷ୍ଠାନ ଦାୟିତ୍ୱରେ…
ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ମିଳିବ ଚାକିରି: ନୂଆ ଥଇଥାନ ନିୟମକୁ ଅନୁମୋଦନ ଦେଲେ ରାଜ୍ୟ ସରକାର
ରାଜ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ ଅନୁମୋଦନ…
ବର୍ଷା ଋତୁରେ କେଶ ଝଡ଼ିବା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ କାରଣ, ଲକ୍ଷଣ ଏବଂ ରୋକିବାର ସହଜ ଉପାୟ
ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀ (Monsoon) ର ଆଗମନ ସମସ୍ତଙ୍କୁ ଆଶ୍ୱସ୍ତି ଦେଇଥାଏ। ତେବେ ବର୍ଷା ଋତୁ ଆସିବା କ୍ଷଣି ସ୍ୱାସ୍ଥ୍ୟ ସମେତ ତ୍ୱଚା ଏବଂ କେଶ ଜଡିତ ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ବିଶେଷ କରି ଏହି ସମୟରେ କେଶ ଝଡ଼ିବା (Hair Fall) ଏକ ସାଧାରଣ ସମସ୍ୟା ପାଲଟିଯାଏ।…
ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି, ଦେଢ ହଜାର ସରକାରୀ ସ୍କୁଲ ଚଳାଉଛନ୍ତି ଜଣେ ଲେଖାଏଁ ଶିକ୍ଷକ
ଓଡିଶାରେ ପାଖାପାଖି ଦେଢ ହଜାର ସରକାରୀ ସ୍କୁଲ ଚଳାଉଛନ୍ତି ମାତ୍ର ଜଣେ କରି ଶିକ୍ଷକ । ବିଭିନ୍ନ ଶ୍ରେଣୀର ପିଲାଙ୍କ ପାଠପଢା ସହିତ ମଧ୍ୟାହ୍ନଭୋଜନ, ପ୍ରଶାସନିକ କାର୍ଯ୍ୟ, ବିଦ୍ୟାଳୟର ଜଗାରଖା ଠାରୁ ଆରମ୍ଭ କରି ଜନଗଣନା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ବି ଏହି ଶିକ୍ଷକମାନଙ୍କୁ କାମ କରିବାକୁ…
ରାଜ୍ୟର ହଜାରେରୁ ଅଧିକ ଗାଁରେ ଏବେ ବି ମୋବାଇଲ୍ ସେବା ଅପହଞ୍ଚ
ରାଜ୍ୟର ହଜାରେରୁ ଅଧିକ ଗାଁରେ ଏବେ ବି ମୋବାଇଲ୍ ସେବା ଅପହଞ୍ଚ । ଏଥିରୁ ସର୍ବାଧିକ ୧୨୯ଟି ଗାଁ ରାୟଗଡା ଜିଲ୍ଲାରେ ରହିଛି । ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ବି ଏଭଳି ଗାଁ ସଂଖ୍ୟା ଶହେରୁ ଅଧିକ ।
ଓଡିଶାରେ ମୋବାଇଲ୍ ସେବା ସଂକ୍ରାନ୍ତରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର…
ଗବେଷଣା ପାଇଁ ସୋଆ ଓ କେବିସି ବୁଝାମଣା
ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ବିକାଶ ଓ ସଂପ୍ରସାରଣ କାର୍ଯ୍ୟକ୍ରମକୁ ମିଳିତ ଭାବେ ଆଗେଇ ନେବା ଉଦ୍ଦେଶ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ କୋଲକାତାସ୍ଥିତ କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ (କେବିସି) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା…