Browsing Category
ଲାଇଫ ଷ୍ଟାଇଲ
କାହିଁକି ହୁଏ ମିସ୍କ୍ୟାରେଜ୍ ବା ଗର୍ଭନଷ୍ଟ? : ଜାଣନ୍ତୁ କେଉଁମାନଙ୍କୁ ଅଧିକ ବିପଦ ଓ ସମାଧାନର ଉପାୟ…
ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ। ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି। ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ। ତେବେ…
ସ୍ତନ କର୍କଟ ଚିକିତ୍ସାରେ ନୂତନ ସମ୍ଭାବନା ‘ବିଛା’
ସ୍ତନ କର୍କଟରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରତିବର୍ଷ ପ୍ରାୟ ୨୫% ମହିଳାଙ୍କର ମୃତ୍ୟୁ ହୋଇଥାଏ। ସ୍ତନକର୍କଟର ଚିକିତ୍ସା ପାଇଁ ଔଷଧ, କେମୋଥେରାପି, ରାଡିଏସନ୍ ଥେରାପି ଏବଂ ଅସ୍ତ୍ରୋପଚାର ପଦ୍ଧତି ଗ୍ରହଣ କରାଯିବା ସାଧାରଣ କଥା। ହେଲେ ଏବେ ଏହି ଚିକିତ୍ସା ପଦ୍ଧତିରେ ବିଛାର ଗୁରୁତ୍ବପୂର୍ଣ୍ଣ…
ମହିଳାମାନଙ୍କଠାରେ କାହିଁକି ଦେଖାଯାଏ କ୍ୟାଲସିୟମ୍ ଅଭାବ? ଜାଣନ୍ତୁ ଏହାର କାରଣ,ଲକ୍ଷଣ ଓ ଚିକିତ୍ସା
କ୍ୟାଲସିୟମ୍ ଏକ ଗୁରୁତ୍ବପୁର୍ଣ୍ଣ ଇଲେକ୍ଟ୍ରୋଲାଇଟ୍। ମଣିଷ ଶରୀରର ଦାନ୍ତ ଓ ହାଡ ଗଠନରେ କ୍ୟାଲସିୟମ୍ ଏକ ବିଶେଷ ଭୂମିକା ଗ୍ରହଣ କରେ। ତେବେ ସଂପ୍ରତି ମହିଳାମାନଙ୍କ କ୍ଷେତ୍ରରେ କ୍ୟାଲସିୟମ୍ର ଅଭାବ ଚିନ୍ତାର କାରଣ ସାଜିଛି। ଯାହାକୁ ହାଇପୋକ୍ୟାଲସେମିଆ କୁହାଯାଉଛି। ପ୍ରକାଶିତ ଏକ…
କର୍କଟ-HIV : ଶସ୍ତା ହେବ ଔଷଧ ମୂଲ୍ୟ
କର୍କଟ ଏବଂ HIV ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ବହୁତ ଶୀଘ୍ର ସେମାନଙ୍କ ଉପରେ ମହଙ୍ଗା ଔଷଧର ବୋଝ କିଛି ପରିମାଣରେ ହ୍ରାସ ପାଇପାରିବ ।
କାରଣ ଖୁବ୍ ଶୀଘ୍ର ଭାରତରେ HIV, କର୍କଟ ଏବଂ ହେମାଟୋଲୋଜି ଭଳି ଗମ୍ଭୀର ରୋଗର ଔଷଧ ଖର୍ଚ୍ଚ କମିବା ନେଇ ଜଣାପଡ଼ିଛି । …
ଚୈତ୍ର ଅମାବାସ୍ୟା ଦିନ ଏହା କଲେ ଦୂର ହେବ ପିତୃଦୋଷ
ଚଳିତବର୍ଷ ଚୈତ୍ର ମାସର ଅମାବାସ୍ୟା ଦିନ ୨୯ ମାର୍ଚ୍ଚରେ ପଡୁଛି । ଅମାବାସ୍ୟା ଦିନ ସ୍ନାନ ଦାନର ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ଦିନଟି ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏକ ଧାର୍ମିକ ମାନ୍ୟତା ଅନୁସାରେ ଅମାବାସ୍ୟା ଦିନ ପିତୃପୁରୁଷମାନେ ପୃଥିବୀକୁ…
ଚର୍ମ କୁଞ୍ଚନ ସହ କଳାଦାଗ ହୋଇ ସୌନ୍ଦର୍ଯ୍ୟ କମିଯାଉଛି କି ?
ସୁନ୍ଦର ଏବଂ ଆକର୍ଷଣୀୟ ଦିଶିବାକୁ ସମସ୍ତଙ୍କର ଇଚ୍ଛାଥାଏ। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଏବଂ କେମିକାଲରେ ପ୍ରସ୍ତୁତ ପ୍ରଡକ୍ଟ ବ୍ୟବହାର ଦ୍ୱାରା ଚର୍ମର ପ୍ରାକୃତିକତା ହ୍ରାସ ପାଇଯାଉଛି। ଫଳରେ ୩୫-୪୦ ବର୍ଷ ପରେ ପରେ ଚର୍ମ କୁଞ୍ଚନ ସହ କଳାଦାଗ ହୋଇ ସୌନ୍ଦର୍ଯ୍ୟ କମିଯାଉଛି।…
ବିଶ୍ୱ କର୍କଟ ଦିବସ: ଜାଣନ୍ତୁ କ’ଣ ରହିଛି ଏହି ଦିବସର ଉଦ୍ଦେଶ୍ୟ
କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା, ନିରାକରଣ ଏହା ସାଙ୍ଗକୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ। ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ, ଚିହ୍ନଟ ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା ପାଇଁ…