Browsing Category
ଲାଇଫ ଷ୍ଟାଇଲ
ଶୀତଦିନେ ଗରମପାଣି ପିଇବା ଠିକ୍ ନାଁ ଭୁଲ୍… ଜାଣନ୍ତୁ ଗରମପାଣି ଦ୍ୱାରା ଶରୀରକୁ ମିଳେ କେଉଁ ସବୁ ଲାଭ….
ଏବେ ଶୀତ ଦିନ ଚାଲିଛି । ଶୀତଦିନେ ସାଧାରଣତ ଆମ ସମସ୍ତଙ୍କର ପାଣିକୁ ନେଇ ଟିକେ ଡର ଥାଏ । ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ପାଣି ପିଇବା ଯାଏଁ । ଶୀତଦିନେ ଲୋକେ କମ୍ ପାଣି ପିଅନ୍ତି । ଶୀତଦିନେ ପାଣି କମ୍ ପିଇବା ଦ୍ୱାରା ଖାଦ୍ୟ ଠିକରେ ହଜମ ହୋଇ ନଥାଏ । ହେଲେ ଆପଣ ଗରମ ପାଣି ପିଇ ଏହି…
ବାସ୍ତୁ ଅନୁସାରେ ଲଗାନ୍ତୁ ଏହିସବୁ ଗଛ, ପ୍ରାପ୍ତ ହେବ ସକାରାତ୍ମକ ଶକ୍ତି….
ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ପ୍ରକାର ଗଛର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ ଅଛି। ଉକ୍ତ ଗଛଗୁଡ଼ିକୁ ସକାରାତ୍ମକ ଶକ୍ତିର ଉତ୍ସ ବୋଲି କୁହାଯାଏ। ତେବେ ବାସ୍ତୁ ନିୟମ ଅନୁସାରେ, ଘରର ମୁଖ୍ୟ ଦ୍ବାରରେ କେଉଁସବୁ ଗଛ ରଖିପାରିବେ ଆସନ୍ତୁ ଜାଣିବା…
ତୁଳସୀ
ଧାର୍ମିକ ଓ…
ହାନିକାରକ ପ୍ୟାକେଜ୍ଡ୍ ଫୁଡ୍: ପାଟିକୁ ସୁଆଦିଆ, ହେଲେ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ
ବର୍ତ୍ତମାନର ଯୁବପିଢ଼ି ପ୍ରକ୍ରିୟାକୃତ ଖାଦ୍ୟ (ପ୍ରୋସେସ୍ଡ୍ ଫୁଡ୍ ବା ପ୍ୟାକେଜ୍ଡ୍ ଫୁଡ୍) ଖାଇବାକୁ ପ୍ରାୟତଃ ପସନ୍ଦ କରୁଛନ୍ତି। ଆଧୁନିକ ଜୀବନଶୈଳୀରେ ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। କେତେକ ଏହାକୁ ବିଳାସପୂର୍ଣ୍ଣ ଖାଦ୍ୟ ତାଲିକାରେ ମଧ୍ୟ ଯୋଡ଼ିଛନ୍ତି। ବଜାରରେ ଭଳିକି ଭଳି…
ଆପଣଙ୍କର କେଶ ଝଡୁଛି କି? ଜାଣନ୍ତୁ କେଶ ଝଡିବାକୁ କିପରି କରିବେ ବନ୍ଦ…
ଆଜିର ସମୟରେ କେଶ ଝଡିବା ବଡ଼ ସମସ୍ୟାରେ ପରିଣତ ହୋଇଗଲାଣି। କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲାମାନଙ୍କଠାରେ ଏହି ସମସ୍ୟା ଦେଖାଦେଉଛି। ଜେନେଟିକ୍ସ, ହରମୋନ୍ ପରିବର୍ତ୍ତନ, ଚାପ, ଏବଂ କିଛି ଜୀବନଶୈଳୀ ଅଭ୍ୟାସ ହେବା ଫଳରେ କେଶ ଝଡିବାରେ ଲାଗିଛି। କଣ କଲେ ଆପଣଙ୍କ କେଶ ଝଡିବ ନାହିଁ।…
ଓଜନ ଓ ଚର୍ବି କମାଇବା ପାଇଁ ରାମବାଣ ଭଳି କାମ କରେ ଧନିଆ
ଧନିଆ ମସଲା ଭାବେ ବ୍ୟବହାର ହୁଏ। ତରକାରି ହେଉ କି ସାଲାଡରେ ଧନିଆ ପତ୍ର ବ୍ୟବହାର କରାଯାଏ। ଧନିଆପତ୍ର ଓ ଏବଂ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ଆଦି ଔଷଧୀୟ ଗୁଣ ରହିଛି। ଏହା ନାନା ରୋଗ ଦୂର କରେ। ଓଜନ ନିୟନ୍ତ୍ରଣ ପାଇଁ ଧନିଆ ଏକ ପ୍ରଭାବୀ ବିକଳ୍ପ।
ଧନିଆରେ…
ଧୂପକାଠି ଧୂଆଁ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ
ହିନ୍ଦୁ ଧର୍ମରେ ପୂଜା, ହୋମଯଜ୍ଞ ଆଦି ସମୟରେ ଧୂପକାଠି ଜଳାଯାଇଥାଏ। ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ ବୋଲି ବିଶ୍ବାସ ରହିଛି । ଧୂପକାଠିର ସୁଗନ୍ଧରେ ପରିବେଶ ମହକିବା ସହ ସକାରାତ୍ମକ ଓ ଆଧ୍ୟାତ୍ମିକ ବାତାବରଣ ଖେଳିଯାଏ। ହେଲେ ଏହାର ଧୂଆଁ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।
ଏପରିକି ଏହି…
ଶୀତଦିନେ କାହିଁକି ବଢ଼ିଯାଏ ଆସ୍ଥମା ହେବାର ଆଶଙ୍କା? ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ..
ଅକ୍ଟୋବର ମାସ ଆରମ୍ଭ ହେବା ସହିତ ପାଗ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି । ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇଛି । ଶୀତ ସାଙ୍ଗରେ ବିଭିନ୍ନ ପ୍ରକାରର ରୋଗ ନେଇକି ଆସିଥାଏ, ଏବଂ ଏହି ଋତୁରେ ଦୀର୍ଘକାଳୀନ ରୋଗ ମଧ୍ୟ ବହୁତ କଷ୍ଟକର ହୋଇଯାଏ । ଶୀତଦିନେ ଆସ୍ଥମା ହେଉଛି ଏକ ରୋଗ ଯାହା ବହୁତ…
ଜିଭରେ ଘା’ ହୋଇପାରେ କର୍କଟର ଲକ୍ଷଣ, ଏହି ୫ ଲକ୍ଷଣ ଦେଖିଲେ ତୁରନ୍ତ କରନ୍ତୁ ପରୀକ୍ଷା
ଜିଭରେ ଘା’କୁ ପ୍ରାୟତଃ ସାମାନ୍ୟ ଭାବରେ ସମସ୍ତେ ଅଣଦେଖା କରନ୍ତି। କିନ୍ତୁ ଯଦି ଏହି ଘା’ଗୁଡ଼ିକ ଦୀର୍ଘ ସମୟ ଧରି ଭଲ ନହୁଏ କିମ୍ବା ବାରମ୍ବାର ହୁଏ, ତେବେ ଏହା ଜିଭ କର୍କଟ(Tongue Cancer)ରୋଗର ଲକ୍ଷଣ ହୋଇପାରେ।
ଏହାର ଅଧିକାଂଶ ମାମଲା ପୁରୁଷମାନଙ୍କଠାରେ ଦେଖାଯାଏ, ବିଶେଷକରି…
ପରିସ୍ରା ସଂକ୍ରମଣ ହେଉଛି କି? ଜାଣନ୍ତୁ ଏହାର ଆୟୁର୍ବେଦ ଉପଚାର…..
ପରିସ୍ରା ସଂକ୍ରମଣ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା। ବିଶେଷ କରି କମ୍ ପାଣିପିଉଥିବା ଓ ସ୍ବଚ୍ଛତାକୁ ଧ୍ୟାନ ଦେଉ ନ ଥିବା, ମଧୁମେହ ପୀଡ଼ିତ ଓ ଗର୍ଭବତୀମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମୂତ୍ରଥଳୀ ଛୋଟ ଥିବାରୁ ସେମାନଙ୍କଠାରେ ପରିସ୍ରା…
ଆସିଲା ରୁଷିଆର କର୍କଟ ଟିକା : ଜାଣନ୍ତୁ ଏହାର ମୂଲ୍ୟ କେତେ ଓ କେବେ ହେବ ଉପଲବ୍ଧ
କର୍କଟ ରୋଗ ଭଳି ଏକ ମାରାତ୍ମକ ରୋଗ ବିରୁଦ୍ଧରେ ଲଢ଼ିବାରେ ଏକ ବଡ଼ ସଫଳତା ହାସଲ ହୋଇଛି। ରୁଷିଆର କର୍କଟ ଟିକା ପ୍ରିକ୍ଲିନିକାଲ୍ ପରୀକ୍ଷଣରୁ ଉତ୍ତୀର୍ଣ୍ଣ ହୋଇଛି ଏବଂ ଏବେ ଏହା ବ୍ୟବହାର ପାଇଁ ପ୍ରସ୍ତୁତ। ନୂତନ mRNA-ଆଧାରିତ କର୍କଟ ଟିକା ୩ ବର୍ଷର ପରୀକ୍ଷଣରେ ନିରାପଦ ଏବଂ ପ୍ରଭାବଶାଳୀ…