Browsing Category

ବଡ଼ ଖବର

ମିଶନ ଶକ୍ତି ବନ୍ଦ ପାଇଁ, ବିଜେପିର ଷଡଯନ୍ତ୍ର – କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ବର: ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବ। ନିର୍ବାଚନ ଇସ୍ତାହାର ରେ ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି ଘୋଷଣା କରିଛି। ମିଶନଶକ୍ତି କୁ ବନ୍ଦ କରିବାକୁ ବିଜେପି ଷଡଯନ୍ତ୍ର କରୁଛି ବୋଲି ଭି.କେ ପାଣ୍ଡିଆନ୍ ଅଭିଯୋଗ କରିଛନ୍ତି। ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି…

ପୁରୁଣା ରାଗ ସୁଝାଇଲେ ନବୀନ ; ନାଁ ନ ନେଇ ବୈଜୟନ୍ତଙ୍କୁ ଟାର୍ଗେଟ୍

କେନ୍ଦ୍ରାପଡା: ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। କେନ୍ଦ୍ରାପଡା ଓ ଜଗତସିଂହପୁର ର ଲୋକସଭା ଆସନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ରାପଡାର ଏକ ସମାବେଶରେ ନବୀନ ପଟ୍ଟନାୟକ ତାଙ୍କର…

ଆଜି କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ

ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । ସେ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ସେ…

ବିରୋଧୀଙ୍କୁ ନବୀନଙ୍କ ଜବାବ; କହିଲେ- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି

ଅପପ୍ରଚାରକାରୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜବାବ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଜେପି ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ବାରିପଦାରେ ବିଜେଡି ପ୍ରଚାର ସମାବେଶ ପରେ ଖୋଦ ମୁଖ୍ଯମନ୍ତ୍ରୀ ବିଜେପିର ମିଛ…

ରାଜନୀତିରେ ନାରୀ ନେତୃତ୍ବ ର ଭୂମିକା…

ସାରା ଦେଶରେ ଏବେ ନିର୍ବାଚନୀର ଗରମ ପବନ ବୋହୁଛି। ଏଥିରୁ ବାଦ୍ ପଡିନି ଓଡିଶା। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆହୁରି ଦୁଇଟି ନିର୍ବାଚନ ବାକି ରହିଛି। ମେ ୨୫ରେ ତୃତୀୟ ଏବଂ ଜୁନ୍ ୧ରେ ଶେଷ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ ମଙ୍ଗଳବାର ଦିନ ଭୋଟ ଗଣତି ହେବ ବୋଲି…

ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ପରେ ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର; କହିଲେ, ଭୁଲ ପାଇଁ ୩ ଦିନ…

ଭୁବନେଶ୍ୱର: ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିରେ ବିବାଦୀୟ ବୟାନ ଦେବା ପରେ ନିଜ ଭୁଲ ସ୍ୱୀକାର କଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ । ଏପରି ସାଙ୍ଘାତିକ ଭୁଲ ମନ୍ତବ୍ୟ ଦେଇଥିବା ଯୋଗୁଁ ୩ ଦିନ ପାଇଁ ଉପବାସ କରିବେ ବୋଲି କହିଛନ୍ତି ସମ୍ବିତ । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ ! ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଏହା ପ୍ରାଥମିକ ଭାବେ ଉତ୍ତରପୂର୍ବ ଦିଗରେ ଗତି କରିବ । ଅଧିକ ଘନୀଭୂତ ହେବ । ୨୪ ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର…

ଓଡ଼ିଶାରେ ଶେଷ ହେଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ୍ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ଅଧିକ ରହିବା ଆଶା କରାଯାଉଛି। ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମତଦାନ…

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି, ସମୁଦ୍ର ଭିତରକୁ ଯିବାକୁ ବାରଣ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଚଳିତ ମାସ ୨୨ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମେ’୨୩ରୁ ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ…

ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍ ଶୋ’, ଜନସମୁଦ୍ର ରାଜଧାନୀର ରାଜରାସ୍ତା

ଭୁବନେଶ୍ୱର: ରାଜଧାନୀର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍ ଶୋ’ । ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ସମର୍ଥକ । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ସ୍ଲୋଗାନ…