ମହାନବମୀ ପାଇଁ ଉତ୍ସବମୁଖର ସାରା ରାଜ୍ୟ: ଶକ୍ତିପୀଠ ଓ ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼
ଭୁବନେଶ୍ୱର: ଆଜି ପବିତ୍ର ମହାନବମୀ। ମହାନବମୀ ପାଇଁ ସମଗ୍ର ଓଡ଼ିଶା ଏବେ ଉତ୍ସବମୁଖର ହୋଇଉଠିଛି ଏବଂ ଜଗତଜନନୀ ମା' ଦୁର୍ଗାଙ୍କ ଆରାଧନାରେ ମଗ୍ନ । ଚାରିଆଡ଼େ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂଜା ମଣ୍ଡପଗୁଡ଼ିକ ଧୂପ ଦୀପର ବାସ୍ନା, ଶଙ୍ଖ ନାଦ ତଥା ଘଣ୍ଟଘଣ୍ଟାର ତାଳରେ…