ଖରସ୍ରୋତା ନଦୀକୁ ଟାଣିନେଲା କୁମ୍ଭୀର, ୬୭ ବର୍ଷୀୟ ବୃଦ୍ଧ ନିଖୋଜ
ଯାଜପୁର: ଯାଜପୁର ଜିଲ୍ଲାର ଏକ ଗାଁରେ କୁମ୍ଭୀର ଆତଙ୍କ । ଶୌଚ ପାଇଁ ଯାଇଥିବା ବେଳେ ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କୁ ଖରସ୍ରୋତା ନଦୀରେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ ବୃଦ୍ଧ ଜଣକ…