Browsing Category

ଆମ ଓଡ଼ିଶା

ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା । ଆସନ୍ତା ୬ ଓ ୮ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା । ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି । ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।…

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ନୀଳଗିରିରୁ ଲଢ଼ିବେ ଅକ୍ଷୟ ଆଚାର୍ଯ୍ୟ

ଭୁବନେଶ୍ୱର: ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୬ ଆସନରୁ ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଛନ୍ତି ପ୍ରାର୍ଥୀ। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ପୂର୍ବରୁ ଦେବୀପ୍ରସନ୍ନ…

ସୁଚରିତା ମହାନ୍ତି ଟିକେଟ୍ ଫେରାଇବା ପରେ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଜୟନାରାୟଣ ପଟ୍ଟନାୟକ ନୂଆ…

ଭୁବନେଶ୍ୱର: ଅଭାବନୀୟ ପରିସ୍ଥିତି ମଧ୍ୟରେ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରଚାର ପାଇଁ ଦଳପକ୍ଷରୁ ପାଣ୍ଠି ମିଳୁନଥିବା କହି ପୂର୍ବରୁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଓହରି ଯିବା ପରେ ତାଙ୍କ ସ୍ଥାନରେ ଜୟନାରାୟଣ ପଟ୍ଟନାୟକଙ୍କୁ ନୂଆ ପ୍ରାର୍ଥୀ କରିଛି…

ନିଜ ଘରେ ମରାମତି କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ବାପ-ପୁଅ ମୃତ, ମା’ ଗୁରୁତର

ଯାଜପୁର: ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗାଁରେ ଅଘଟଣ। ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ, ମା' ଗୁରୁତର। ବାପା ଗଣେଶ ମଣ୍ଡଳ ଓ ପୁଅ ଆସୁ ମଣ୍ଡଳଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ମା' ତୁଳସୀ ମଣ୍ଡଳଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ…

ଆଜି ନିଟ୍‌‌ ୟୁଜି ପରୀକ୍ଷା, ଦେଶରେ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍‌‌ ୟୁଜି ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ଣ ୨ଟାରୁ ୫ଟା ୨୦ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ନିଜର ଆଡମିଟକାର୍ଡ ଡାଉନ୍‌‌ଲୋଡ…

ବଦଳିବ ପାଣିପାଗ, ତାତିରୁ ମିଳିବ ଆଶ୍ବସ୍ତି; ଆଗାମୀ ଦୁଇଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ବଦଳିବ ପାଣିପାଗ, ତାତିରୁ ମିଳିବ ଆଶ୍ବସ୍ତି । ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ଏନେଇ ପୂର୍ବାନୁମାନ କରାଯାଇଛି…

ଓଡିଶାରେ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ବର: ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ଜାତୀୟ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। କଂଗ୍ରେସ ଏହି ୪୦ ଜଣିଆ ତାଲିକାରେ କେନ୍ଦ୍ରୀୟ ନେତୃତ୍ବଙ୍କ ସମେତ ରାଜ୍ୟର ବରିଷ୍ଠ ନେତାଙ୍କୁ ସାମିଲ କରିଛି। ଏହି ତାଲିକାରେ ମଲ୍ଲିକାର୍ଜୁନ ଖଡଗେ,…

ପୁଣି ବଢ଼ିଲା ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: ପୁଣି ବଢ଼ିଲା ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଅଡୁଆ । ଏଲଭିଶଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି । ସାପ ବିଷ ମାମଲା ଟିକେ ଥମିଥିବା ବେଳେ ଏବେ ଅର୍ଥ ହେରଫେର ନେଇ ଇଡି ଅଭିଯୋଗ ରୁଜୁ କରିଛି । ଏହି ମାମଲାରେ ଖୁବଶୀଘ୍ର ଇଡି ଏଲଭିସଙ୍କୁ ଜେରା କରିବ । ଏହାସହ ଦାମୀ…

ନବରଙ୍ଗପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର, ନିଜ ପାଇଁ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ…

ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ କ୍ୟାମ୍ପେନ କରିଛନ୍ତି।ନବରଙ୍ଗପୁରରୁ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ନବୀନ । ପ୍ରଚାର…

ବିଜେଡି ଛାଡି ବିଜେପି ଯାଇଥିଲେ, ସେଠି ବି ଟିକେଟ ନ ମିଳିବାରୁ କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ

ଭୁବନେଶ୍ୱର: ଜାରି ରହିଛି ବରିଷ୍ଠ ନେତା ଦେବାଶିଷ ନାୟକଙ୍କ ଦଳଡିଆଁ । ବିଜେପି ଛାଡି ହାତ ଧରିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପି ଟିକେଟ୍ ନଦେବାରୁ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିଲେ । ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ । ଏ ବର୍ଷ ଫେବ୍ରୁଆରୀରେ ବିଜେଡି…