Browsing Category

ଆମ ଓଡ଼ିଶା

ଆସନ୍ତା ୧୯ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ପୁରୀରେ ରୋଡ୍ ଶୋ’, କଟକରେ କରିବେ ଜନସଭା

ଭୁବନେଶ୍ୱର: ମେ' ୧୯ ତାରିଖରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଘଣ୍ଟା ରହିବେ । ରାଜ୍ୟ ବିଜେପି ନେତା ଓ…

ସମ୍ବଲପୁର ସଭାମଞ୍ଚରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନବାଣରେ ଘେରିଲେ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର: ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମଲୋଚନା। ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ। କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି…

ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର; ବିରୋଧୀଙ୍କୁ କଲେ ଟାର୍ଗେଟ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

ସମ୍ବଲପୁର: ସମ୍ବଲପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜୋରଦାର ପ୍ରଚାର । ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ । ରାଜ୍ୟ ସରକାର ଆଣିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି…

ବାରିପଦା ସହରରେ ବାଘ ଆତଙ୍କ, ଲୋକେ ଭୟଭୀତ

ବାରିପଦା: ବାରିପଦା ସହର ଭିତରେ ପଶିଲା ବାଘ । ଲୋକେ ଆତଙ୍କିତ । ଭଞ୍ଜପୁର ଅଞ୍ଚଳରେ ଆଜି ସକାଳୁ ଏକ ବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ବନଭିଭାଗର କର୍ମଚାରୀ ସଜାଗ ରହିଛନ୍ତି । ବନ ବିଭାଗ ପହଞ୍ଚି ବାଘକୁ ଖୋଜା ଖୋଜି କରୁଛନ୍ତି । ସେପଟେ ବାଘ କଥା ଜଣାପଡିବା ପରେ…

ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ପଶ୍ଚିମ ଓଡ଼ିଶା ଯିବେ ନବୀନ, ଅଇଁଠାପାଲି ଓ ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ପଶ୍ଚିମ ଓଡ଼ିଶା ଯିବେ ନବୀନ । ଅଇଁଠାପାଲି ଓ ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ । ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳର ତାରକା ପ୍ରଚାରକ ନିଜ ନିଜ ଦଳ ପାଇଁ ଭୋଟ୍ ମାରିବାରେ ବ୍ୟସ୍ତ । କେଉଁଠି ଜନସଭା ତ…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’, ରାଜଧାନୀ ରାସ୍ତା ଜନସମୁଦ୍ର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’ । ରୋଡ ଶୋ’ରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ।…

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: କର୍ମୀଙ୍କୁ ଗୁଳିମାଡ଼

ପୋଲସରା: ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା। ଗଞ୍ଜାମ ଜିଲ୍ଲା ପୋଲସରାର ତୋଟାସାହିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ବେକରେ ଗୁଳି ବାଜିଛି। ତାଙ୍କ ନାଁ ଗଣେଶ ଖଟେଇ। ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଗଣେଶ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଏହି ସମୟରେ…

ବିଶ୍ବରେ ଏବେ ଭାରତର ଏଜେଣ୍ଡା ଚାଲୁଛି- ଓମ୍ ବିର୍ଲା

ସମ୍ବଲପୁର: ଦିନ ଥିଲା ଅନ୍ୟ ଦେଶଗୁଡ଼ିକ ଭାରତକୁ ଏକ ଦୁର୍ବଳ ରା‌ଷ୍ଟ୍ର ‌ଭାବେ ଦେଖୁଥିଲେ। ଗତ ୧୦ ବର୍ଷର ବିଜେପି ଶାସନ ମଧ୍ୟରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସାରା ଦୁନିଆର ଏଜେଣ୍ଡା ସ୍ଥିର କରିବାକୁ ଭାରତ ସକ୍ଷମ। ସାରା ଦୁନିଆରେ ଭାରତର ହିଁ ଏଜେଣ୍ଡା ଚାଲୁଛି। ଭାରତର…

ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ। ଏଭଳି…

ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ…