Browsing Category
ଦେଶ-ବିଦେଶ
ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ସଚିବ ଓ ଘରୋଇ ସହାୟକଙ୍କୁ ବାନ୍ଧିଲା ଇଡି, ଘରୁ ବାହାରିଥିଲା ପୁଳା ପୁଳା ନୋଟ୍
ରାଞ୍ଚି: ଚଢ଼ାଉରେ ବିପୁଳ ଟଙ୍କା ଜବତ ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ଓଏସଡି ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରିଛି ଇଡି । ଗତକାଲି ଚଢ଼ାଉ ବେଳେ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କ ଘରେ ଟଙ୍କାର ପାହାଡ଼ ଦେଖି ଇଡି ଅଧିକାରୀଙ୍କ ଆଖି…
ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ: ୧୧ ରାଜ୍ୟର ୯୪ ଲୋକସଭା ଆସନ ପାଇଁ ଚାଲିଛି ଭୋଟିଂ
ନୂଆଦିଲ୍ଲୀ: ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଏହି ୯୩ଟି ଆସନ ପାଇଁ ୧୩୦୦ ପ୍ରାର୍ଥୀ ମଇଦାନରେ…
ଭୋପାଳ ୟୁନିୟନ କାର୍ବାଇଡ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ସ୍ଥାନୀୟ ଲୋକେ ଆତଙ୍କିତ
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ପରିତ୍ୟକ୍ତ ୟୁନିଅନ କାର୍ବାଇଡ୍ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବର ପାଇ ବହୁ ସଂଖ୍ୟକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…
ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ, ଆଇଏସ୍ସି ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ବର : କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ହୋଇଥିବା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ cisce.org ଏବଂ results.cisce.org ୱେବସାଇଟରେ ନିଜ ପରୀକ୍ଷାଫଳ ଦେଖିପାରିବେ।…
ଝାରଖଣ୍ଡ ମନ୍ତ୍ରୀଙ୍କ ସଚିବଙ୍କ ଘରେ ଇଡି ଚଢ଼ାଉ
ରାଞ୍ଚି: ଲୋକ ସଭା ନିର୍ବାଚନ ମଧ୍ୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢାଉ କାର୍ଯ୍ୟ ଜାରି ରହିଛି। ସୋମବାର ଝାଡଖଣ୍ଡର ରାଞ୍ଚିରେ ଇଡି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅର୍ଥ ହେରଫେର ସମ୍ପର୍କରେ ପ୍ରାୟ ୬ ଟି ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ ଇଡି ଝାଡଖଣ୍ଡ…
ପ୍ରବଳ ବର୍ଷାରେ ଉବୁଟୁବୁ ବ୍ରାଜିଲ; ଭୂସ୍ଖଳନ ଓ ପ୍ରଳୟଙ୍କାରୀ ବନ୍ୟାରେ ୫୬ ମୃତ, ୬୭ ନିଖୋଜ
ବ୍ରାସିଲିଆ: ପ୍ରବଳ ବର୍ଷାରେ ଉବୁଟୁବୁ ବ୍ରାଜିଲ। ଚାରିଆଡେ ଜଳମୟ । ପ୍ରବଳ ବର୍ଷା ଯୋଗୁ ଏଠାରେ ପ୍ରଳୟଙ୍କାରୀ ବନ୍ୟା ଆସିଛି। ଏଥିଯୋଗୁ ପ୍ରାୟ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୭୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ୬୭ ଜଣ ନିଖୋଜ ଅଛନ୍ତି।
ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା ଓ ଭୁସ୍ଫଳନ…
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ତିନିଜଣ ଭାରତୀୟ କାନାଡାରେ ଗିରଫ
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କାନାଡା ପୁଲିସ। ଗିରଫ ତିନି ଅଭିଯୁକ୍ତ ହେଲେ କରଣ ବ୍ରାର (୨୨), କମଲପ୍ରୀତ ସିଂ (୨୨), କରଣପ୍ରୀତ ସିଂ (୨୮) । ଏହି ତିନିଜଣ ପ୍ରାୟ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ଆଲବର୍ଟାର ଏଡମୋଣ୍ଟନରେ…
ଓଡ଼ିଶାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର
ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେ କିଛି ସମୟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ଆଜି ଦିନ ୧୨ଟା ବେଳେ ଏସ୍…
ଇତିହାସ ରଚିଲେ ସିଜେଆଇ ଚନ୍ଦ୍ରଚୁଡ
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ କେହି ସିଜେଆଇ କରିନାହାଁନ୍ତ। ଅବଶ୍ୟ, ଏଥର ଏହାର କାରଣ କୌଣସି ରାୟ ନୁହେଁ, ବରଂ ତାଙ୍କର ଏକ ଯାତ୍ରା । ଘଟଣାହେଲା ସିଜେଆଇ ତିନି…
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ
କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ରାଜଭବନର ଜଣେ ମହିଳା କର୍ମଚାରୀ ଅସଦାଚରଣ ଅଭିଯୋଗ କରିଛନ୍ତି। ଏନେଇ ମହିଳା କର୍ମଚାରୀ ଜଣକ ହରେ ଷ୍ଟ୍ରିଟ ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।
ମହିଳା କର୍ମଚାରୀ ଅଭିଯୋଗ ଅନୁସାରେ, ସେ ସ୍ଥାୟୀ ଚାକିରି ପାଇଁ ଅନୁରୋଧ…