Browsing Category

ଲାଇଫ ଷ୍ଟାଇଲ

ଏହା ହେଉଛି ଗର୍ଭାଶୟ କର୍କଟର ପ୍ରାରମ୍ଭିକ ଲକ୍ଷଣ, ଅଣଦେଖା କରନ୍ତୁ ନାହିଁ

ଆମ ଦେଶରେ କର୍କଟ ରୋଗରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଗର୍ଭାଶୟ କର୍କଟରେ ମୃତ୍ୟୁବରଣ କରନ୍ତି। ଏହା ହେଉଛି ଦ୍ବିତୀୟ ସାଧାରଣ କର୍କଟ ରୋଗ। ତେବେ ମହିଳାମାନଙ୍କ ମୃତ୍ୟୁବରଣ ପଛର ମୁଖ୍ୟ କାରଣ ହେଉଛି ଏହି ରୋଗର ଲକ୍ଷଣକୁ ଚିହ୍ନି ନ ପାରିବା ବା ଏହାକୁ ଅଣଦେଖା କରିବା।…

ସାବଧାନ୍ ! ଆଖିଧରାକୁ ଅଣଦେଖା କରନ୍ତୁ ନାହିଁ, ନହେଲେ ଅନ୍ଧ ହୋଇପାରନ୍ତି …

ବର୍ଷାଋତୁରେ ସଂକ୍ରମଣ ରୋଗ ବ୍ୟାପିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ବର୍ଷାଜଳ ସାଙ୍ଗରେ ଅନେକ ସଂକ୍ରମଣ ରୋଗକୁ ନେଇ ଆସିଥାଏ। ସେଥିମଧ୍ୟରୁ ଆଖିଧରା ସଂକ୍ରମଣ ଅନ୍ୟତମ। ବହୁଳ ମାତ୍ରାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ହେଲେ ଏହି ରୋଗକୁ ଛୋଟ ବୋଲି ଭାବି ଅଣଦେଖା କରିବା ଉଚିତ୍…

world Hepatitis Day 2023 ; ଲିଭରକୁ ଖରାପ କରିପାରେ ! ରୋଗୀ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ …

ହେପାଟାଇଟିସ୍ ଏକ ସାଧାରଣ ରୋଗ ନୁହେଁ। ଏଥିରେ ପୀଡିତର ଲିଭର ଉପରେ  ବିପଦ ଥାଏ। ଯଦି ସତର୍କତା ଅବଲମ୍ବନ କରାଯାଏ ନାହିଁ, ତେବେ ଲିଭର ନଷ୍ଟ ହେବାର ଅନେକ ସମ୍ଭାବନା ଥାଏ। ଲିଭର ହେଉଛି ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମକୁ ଭୋକ ଲାଗିବା ଏବଂ ଖାଦ୍ୟ ହଜମ ହେବା ଭଳି କାର୍ଯ୍ୟ ଲିଭର…

ଆଖି ଧରିଛି କି ? କେମିତି କରିବେ ଏହାର ପ୍ରତିକାର..

ଆଖି ଧରା ରୋଗ ଏବେ ଦ୍ରୁତ ଗତରେ ବଢିବାରେ ଲାଗିଛି। ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ଏହି ଆଖିଧରା ରୋଗ। ଓଡିଶା ପରେ ଏବେ ପଶ୍ଚିମବଙ୍ଗରେ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହି ଆଖିଧରା ରୋଗ କ’ଣ ଏବଂ କାହିଁକି ବ୍ୟାପୁଛି। ଆଖିଧରା ରୋଗ କିଛି ବଡ ରୋଗ ନୁହେଁ। ଏହା ଏକ…

Parenting Tips : ଛୋଟ ପିଲାଙ୍କୁ ଗ୍ରୀନ୍ ଟି ଦେଉଛନ୍ତି କି ? ଜାଣନ୍ତୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ..

ଅନେକ ଲୋକ ସକାଳେ ଗ୍ରୀନ୍ ଟି ସହିତ ଦିନ ଆରମ୍ଭ କରନ୍ତି। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଗ୍ରୀନ୍ ଟି ସେବନ ଦ୍ବାରା ଶରୀରରେ ମେଟାବୋଲିଜିମ୍ ସ୍ତର ବୃଦ୍ଧି ପାଇବା ସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ | ଏହାର…

କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ, Single Parentsଙ୍କ ପାଇଁ ଏହି ଟିପ୍ସ…

ସିଙ୍ଗଲ ପ୍ୟାରେଣ୍ଟସ୍ ବା ଏକାକୀ ଅଭିଭାବକ ହେବା ଆଜିକାଲି ଅତି ସାଧାରଣ ହୋଇଗଲାଣି। ବହୁତ ସିଙ୍ଗଲ ପ୍ୟାରେଣ୍ଟସ୍ ନିଜ ସାମର୍ଥ ଅନୁଯାୟୀ ପିଲାମାନଙ୍କୁ ମଣିଷ କରୁଛନ୍ତି। ତେବେ ସିଙ୍ଗଲ ପ୍ୟାରେଣ୍ଟ କାହାକୁ କୁହନ୍ତି? ଯେଉଁମାନଙ୍କର ଛାଡପତ୍ର ହୋଇଥିବ ନହେଲେ ଯେଉଁମାନେ ଲିଭ୍ ଇନ୍ ରହି ଶିଶୁ…

ପ୍ରେମର ପ୍ରତୀକ ଚୁମ୍ବନ : ବଢାଉଛି ଏହି ରୋଗ

ପ୍ରେମ ଦେଖାଇବା ପାଇଁ ସମସ୍ତଙ୍କର ଭିନ୍ନ ଉପାୟ ରହିଛି। ଖାସ୍ କରି ଆମେ ପିଲାମାନଙ୍କୁ ଦେଖିଲେ ଚୁମ୍ବନ ଦେବାକୁ ଇଚ୍ଛା ହୁଏ। ପିଲାମାନେ ଏତେ ସୁନ୍ଦର ଯେ ସେମାନଙ୍କୁ ଦେଖିବା ଦ୍ୱାରା ସମସ୍ତେ ସେମାନଙ୍କୁ ଚୁମ୍ବନ ଦେବା ଆରମ୍ଭ କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଚୁମ୍ବନ କରିବା ଦ୍ବାରା ଅନେକ…

ସୂର୍ଯ୍ୟପରାଗରେ ଗର୍ଭବତୀ ମହିଳାଙ୍କୁ ଏସବୁ ମନା…

ଆସନ୍ତାକାଲି ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ସକାଳ ୭ଟା ୫ ମିନିଟରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ ମିନିଟରେ ଛାଡିବ।ସୂର‌୍ୟ୍ୟପରାଗ ହେଉ ଅବା ଚନ୍ଦ୍ରଗ୍ରହଣ ଏସବୁ ସମୟରେ ଗର୍ଭବତୀ ମହିଳାଙ୍କୁ ବିଶେଷ ଭାବରେ ଧ୍ୟାନ ଦେବାକୁ କୁହାଯାଏ। ଗୁରୁଜନମାନେ ଏହି ଦିନରେ କେତେକ କାମ କରିବାକୁ…

ସୁସ୍ଥ ଏବଂ ଖୁସି ରହିବା ପ୍ରତ୍ୟେକ ମହିଳାର ଅଧିକାର, ନିଜ ପାଇଁ ନିଜକୁ କରନ୍ତୁ ଏହି ୧୦ଟି ପ୍ରତିଜ୍ଞା

ସୁସ୍ଥ ସମାଜ ଓ ଖୁସୀ ପରିବାର ତିଆରି କରିବାରେ ଜଣେ ମହିଳାଙ୍କ ଭୂମିକା ଅତୁଳନୀୟ। ମହିଳାଙ୍କ ବିନା ନା ଘରେ ସୁଖ ଥାଏ, ନା ସୁସ୍ଥ ସମାଜ ଗଢି ହୁଏ। ତଥାପି କେଉଁଠି ନା କେଉଁଠି ଏମାନେ ପ୍ରତି ଅବହେଳା ହୁଏ। ଏଥିପାଇଁ ଏମାନେ ନିଜେ ହିଁ ଦାୟୀ ଥାନ୍ତି। କାରଣ ଏମାନେ ନିଜକୁ ଅବହେଳା କରନ୍ତି। ଘର…

ବର୍ଜ୍ୟବସ୍ତୁ ରୁ ବିଜ୍‌ନେସ୍ ; ୨୦୦ ପ୍ଲାଷ୍ଟିକ୍ ବ୍ୟାଗ୍ ରୁ ଏମ୍ବ୍ରୋଡୋରୀ ଫ୍ୟାଶନେବଲ୍ ଡ୍ରେସ୍

ପ୍ଲାଷ୍ଟିକ ବ୍ୟାନ୍ ସତ୍ତ୍ବେ ପ୍ରତିଦିନ କୁଢକୁଢ ଆବର୍ଜନା ମ୍ୟୁନିସପାଲଟି କର୍ମଚାରୀ ଉଦ୍ଧାର କରୁଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିପି) ର ରିପୋର୍ଟ ଅନୁଯାୟୀ ଦୈନିକ ପ୍ରାୟ ୩୫ ହଜାର ଟନ୍ ପ୍ଲାଷ୍ଟିକ୍ ଉତ୍ପାଦିତ ହେଉଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଏହି…