Browsing Category
ଲାଇଫ ଷ୍ଟାଇଲ
ଶାରୀରିକ ସମ୍ପର୍କରେ ଯନ୍ତ୍ରଣା ଅନୁଭବ ହେବାର କାରଣ, ହୋଇପାରେ ଏହି ରୋଗର ଲକ୍ଷଣ
ଶାରୀରିକ ସମ୍ପର୍କ ସମୟରେ ଯନ୍ତ୍ରଣା ଅନୁଭବ ହେବା ସାଧାରଣ କଥା। କିନ୍ତୁ ଅତ୍ୟଧିକ ମାତ୍ରାରେ ଏବଂ ସବୁବେଳେ ଯନ୍ତ୍ରଣା ହେବା ତାହା ସ୍ବଭାବିକ ନୁହେଁ। କେହି କେହି ଏବିଷୟରେ ସାଙ୍ଗସାଥୀ, ବଡ଼ ଭଉଣୀ ବା ଭାଉଜମାନଙ୍କ ଠାରୁ ପରାମର୍ଶ ନିଅନ୍ତି ତ ଅନ୍ୟ କେହି ଲଜ୍ଜା ଯୋଗୁଁ ଅନ୍ୟମାନଙ୍କ ସହ…
ନୂଆ ବର୍ଷର ପ୍ରଥମ ଦିନରେ କରନ୍ତୁ ଏହି ଉପାୟ, ବର୍ଷସାରା ରହିବ ମଙ୍ଗଳମୟ
ଆସନ୍ତାକାଲି ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି। ବାସ୍ତୁବିଦଙ୍କ ଅନୁଯାୟୀ, ନୂଆ ବର୍ଷରେ କିଛି ଉପାୟ କରି ଜଣେ ବ୍ୟକ୍ତି ସୁଖ, ଶାନ୍ତି ଏବଂ ଧନର ଲାଭ ସୁଯୋଗ ହାସଲ କରିପାରିବ। ସମସ୍ତେ ଚାହାଁନ୍ତି ଯେ ଆଗାମୀ ବର୍ଷ ସୁଖରେ ପରିପୂର୍ଣ୍ଣ ହେଉ ଏବଂ ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ସବୁବେଳେ…
ପୁରୁଣା କିମ୍ବା old- fashioned ସ୍ବିଟରକୁ କ’ଣ କରିବେ ? ଫିଙ୍ଗିବା ପରିବର୍ତ୍ତେ ଏପରି କରନ୍ତୁ Home Decor
ପ୍ରତିବର୍ଷ ଶୀତ ଆସିବା ମାତ୍ରେ ଆଲମାରୀରୁ ଶୀତ ପୋଷାକ ବାହାର କରାଯାଏ ଏବଂ ଶୀତ ସରିବା ପରେ ପୁଣି ସେଗୁଡିକୁ ସାଇତି ରଖାଯାଏ। ସେଗୁଡିକ ମଧ୍ୟରୁ କେତେଗୁଡିଏ ଭଲ ଥିବାବେଳେ ଅନ୍ୟ କେତେଗୁଡିଏ ପୁରୁଣା ଏବଂ old- fashioned ହୋଇଯାଏ। ଯେଉଁଥିପାଇଁ ସେଗୁଡିକ ବ୍ୟବହାର କରଯାଏ ନାହିଁ । କିନ୍ତୁ…
Water Heater Tap : ଗିଜରର ଆବଶ୍ୟକତାକୁ ଦୂର କରିବ ଏହି ୱାଟର ହିଟର ଟ୍ୟାପ୍
ସାରା ଦେଶରେ ଏବେ ଅସମ୍ଭାଳ ଜାଡ ଅନୁଭୂତ ହେଉଛୁ। ଏଭଳି ସ୍ଥିତିରେ ପାଣି ଏତେ ଥଣ୍ଡା ରହୁଛି ଯେ, ଗାଧୋଇବା ଦୂର କଥା ହାତ ମାରି ହେଉନାହିଁ। ଓଡିଶା ବ୍ୟବତୀତ ଅନ୍ୟ ରାଜ୍ୟରେ କଥା ନ କହିବା ଭଲ। ପାଣି ବରଫ ପାଲଟିଗଲାଣି। ସେହିଭଳି ପଶ୍ଚିମ ଓଡିଶାରେ ମଧ୍ୟ ଶୀତର ପ୍ରକୋପ କିଛି କମ୍ ନାହିଁ। ତେବେ…
Christmas Special : ବାସ୍ତୁଦୋଷ ଦୂର କରେ ଖ୍ରୀଷ୍ଟମାସ ଟ୍ରି …
ଆଜି ହେଉଛି ଖ୍ରୀଷ୍ଟମାସ ଡେ ବା ବଡଡଦିନ। ଗତକାଲି ରାତିରୁ ବା ଡିସେମ୍ବର ୨୪ ରାତି ୧୨ଟାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିସାରିଛନ୍ତି। ତେଣୁ ଆଜି ଅର୍ଥାତ୍ ଡିସେମ୍ବର ୨୫କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଉଛି। ବିଶ୍ବାସ ଅନୁଯାୟୀ, ଏହି ଦିନରେ…
Winter special : ଶୀତଦିନେ ଆପଣଙ୍କୁ ସୁସ୍ଥ ରୁଖିବ ଏହି ସୁପ୍ , ଜାଣନ୍ତୁ ରେସିପି
ଶୀତ ଦିନେ ରେଷ୍ଟୁରାଣ୍ଟ ଗଲେ ପ୍ରଥମେ ସୁପ୍ ଅର୍ଡର କରାଯାଏ। ଏଥିପାଇଁ ମେନୁ ଲିଷ୍ଟରେ ମଧ୍ୟ ବିଭିନ୍ନ ପ୍ରକାର ସୁପ୍ ତାଲିକା ଥାଏ। ସବୁବେଳେ ରେଷ୍ଟୁରାଣ୍ଟରୁ ଅର୍ଡର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଆପଣ ଚାହିଁଲେ ଘରେ ମଧ୍ୟ ଗରମ ଗରମ ସୁପ୍ ପ୍ରସ୍ତୁତ କରି ପିଇପାରିବେ। ଘରେ…
କେବଳ ଠାକୁର ପୂଜା ଓ ଘର ସଜା ନୁହେଁ, ଏହି ମାରତ୍ମକ ରୋଗ ଭଲ କରିବ ଗେଣ୍ଡୁ ଫୁଲ
ଶୀତ ଋତୁର ଶୀତୁଆ ପବନରେ ଚର୍ମ ଶୁଷ୍କ ହୋଇଯାଏ। ଚର୍ମ କୁଣ୍ଡେଇ ହେବା ସହ ସେଥିରେ କୁଞ୍ଚନ ପଡିଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଔଷଧ ଏବଂ କ୍ରିମ୍ ବ୍ୟବହାର କରନ୍ତି, ତଥାପି କୌଣସି ପ୍ରକାର ସୁଫଳ ମିଳେ ନାହିଁ। ଏପରି ପରିସ୍ଥିତିରେ ଆପଣ ଗେଣ୍ଡୁ ଫୁଲର…
ଶୀତଦିନେ କାକର ଭୂଇଁରେ ଚାଲିଲେ ମିଳେ ଏସବୁ ଲାଭ, ହାର୍ଟ ରୁହେ ସୁସ୍ଥ ଏବଂ ଓଜନ ହୁଏ କମ୍
ଚାଲିବା ଏକ ବହୁତ ଭଲ ବ୍ୟାୟାମ ଓ ଅଭ୍ୟାସ। ଯେଉଁମାନଙ୍କର ଚାଲିବା ଅଭ୍ୟାସ ଥାଏ, ସେମାନେ ଖରା, ବର୍ଷା, ଶୀତ କାକର କିଛି ମାନନ୍ତି ନାହିଁ। ପ୍ରତିଦିନ ସକାଳେ ଉଠି ଚାଲିବାକୁ ବାହାରି ଯାଆନ୍ତି। ଏହା ଯେ କେବଳ ମନକୁ ଶାନ୍ତି ଦିଏ ତାହା ନୁହେଁ, ଏହା ଶରୀର ପାଇଁ ଅନେକ ମଧ୍ୟ ହୋଇଥାଏ।
ଶୀତୁଆ…
ଶୀତଦିନିଆ ଫଳ ପାଣି ସିଙ୍ଗଡା ; ଶରୀରକୁ ଦେଇଥାଏ ଏସବୁ ଲାଭ
ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଛି। ଏହି ଋତୁରେ ବଜାର ଘାଟରେ ପାଣି ସିଙ୍ଗଡା ପ୍ରଚୁର ମାତ୍ରାରେ ଦେଖିବାକୁ ମିଳେ। କିନ୍ତୁ ଅନ୍ୟ ଋତୁରେ ଏହା ବଜାରରୁ ପୁରା ଗାଏବ ହୋଇଯାଏ। ତେଣୁ ଏହାକୁ ଶୀତ ଦିନିଆ ସୁପରଫୁଡ୍ ବୋଲି କୁହାଯାଏ। କାରଣ ଏଥିରେ ଶରୀର ଆବଶ୍ୟକତାକୁ ପୂରଣ କରୁଥିବା ସମସ୍ତ ପୋଷକ…
winter food : ଶୀତରୁ ରକ୍ଷା କରିବ ଏହି ସବୁ ଦେଶୀ ଖାଦ୍ୟ
ଶୀତ ଋତୁ ଆରମ୍ଭ ହୋଇସାରିଛି। ଡିସେମ୍ବର ପ୍ରଥମ ସପ୍ତାହରୁ ଅସମ୍ଭାଳ ଶୀତ। ସାରା ରାଜ୍ୟ ଏବେ ଠାରୁ ଥରିବା ଆରମ୍ଭ କରିଛି। ଅନେକ ସହରରେ ଆଜିକାଲି ଏଭଳି ଥଣ୍ଡା ଅନୁଭୂତ ହେଉଛି ଯେ, ସ୍ବେଟର ଓ ଜ୍ୟାକେଟ୍ ବିନା ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। ଏଭଳି ପରିସ୍ଥିତିରେ କେବଳ ଶୀତବସ୍ତ୍ର ହିଁ…