Browsing Category
ଲାଇଫ ଷ୍ଟାଇଲ
ଧୂପକାଠି ଧୂଆଁ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ
ହିନ୍ଦୁ ଧର୍ମରେ ପୂଜା, ହୋମଯଜ୍ଞ ଆଦି ସମୟରେ ଧୂପକାଠି ଜଳାଯାଇଥାଏ। ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ ବୋଲି ବିଶ୍ବାସ ରହିଛି । ଧୂପକାଠିର ସୁଗନ୍ଧରେ ପରିବେଶ ମହକିବା ସହ ସକାରାତ୍ମକ ଓ ଆଧ୍ୟାତ୍ମିକ ବାତାବରଣ ଖେଳିଯାଏ। ହେଲେ ଏହାର ଧୂଆଁ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।
ଏପରିକି ଏହି…
ଶୀତଦିନେ କାହିଁକି ବଢ଼ିଯାଏ ଆସ୍ଥମା ହେବାର ଆଶଙ୍କା? ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ..
ଅକ୍ଟୋବର ମାସ ଆରମ୍ଭ ହେବା ସହିତ ପାଗ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି । ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇଛି । ଶୀତ ସାଙ୍ଗରେ ବିଭିନ୍ନ ପ୍ରକାରର ରୋଗ ନେଇକି ଆସିଥାଏ, ଏବଂ ଏହି ଋତୁରେ ଦୀର୍ଘକାଳୀନ ରୋଗ ମଧ୍ୟ ବହୁତ କଷ୍ଟକର ହୋଇଯାଏ । ଶୀତଦିନେ ଆସ୍ଥମା ହେଉଛି ଏକ ରୋଗ ଯାହା ବହୁତ…
ଜିଭରେ ଘା’ ହୋଇପାରେ କର୍କଟର ଲକ୍ଷଣ, ଏହି ୫ ଲକ୍ଷଣ ଦେଖିଲେ ତୁରନ୍ତ କରନ୍ତୁ ପରୀକ୍ଷା
ଜିଭରେ ଘା’କୁ ପ୍ରାୟତଃ ସାମାନ୍ୟ ଭାବରେ ସମସ୍ତେ ଅଣଦେଖା କରନ୍ତି। କିନ୍ତୁ ଯଦି ଏହି ଘା’ଗୁଡ଼ିକ ଦୀର୍ଘ ସମୟ ଧରି ଭଲ ନହୁଏ କିମ୍ବା ବାରମ୍ବାର ହୁଏ, ତେବେ ଏହା ଜିଭ କର୍କଟ(Tongue Cancer)ରୋଗର ଲକ୍ଷଣ ହୋଇପାରେ।
ଏହାର ଅଧିକାଂଶ ମାମଲା ପୁରୁଷମାନଙ୍କଠାରେ ଦେଖାଯାଏ, ବିଶେଷକରି…
ପରିସ୍ରା ସଂକ୍ରମଣ ହେଉଛି କି? ଜାଣନ୍ତୁ ଏହାର ଆୟୁର୍ବେଦ ଉପଚାର…..
ପରିସ୍ରା ସଂକ୍ରମଣ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା। ବିଶେଷ କରି କମ୍ ପାଣିପିଉଥିବା ଓ ସ୍ବଚ୍ଛତାକୁ ଧ୍ୟାନ ଦେଉ ନ ଥିବା, ମଧୁମେହ ପୀଡ଼ିତ ଓ ଗର୍ଭବତୀମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମୂତ୍ରଥଳୀ ଛୋଟ ଥିବାରୁ ସେମାନଙ୍କଠାରେ ପରିସ୍ରା…
ଆସିଲା ରୁଷିଆର କର୍କଟ ଟିକା : ଜାଣନ୍ତୁ ଏହାର ମୂଲ୍ୟ କେତେ ଓ କେବେ ହେବ ଉପଲବ୍ଧ
କର୍କଟ ରୋଗ ଭଳି ଏକ ମାରାତ୍ମକ ରୋଗ ବିରୁଦ୍ଧରେ ଲଢ଼ିବାରେ ଏକ ବଡ଼ ସଫଳତା ହାସଲ ହୋଇଛି। ରୁଷିଆର କର୍କଟ ଟିକା ପ୍ରିକ୍ଲିନିକାଲ୍ ପରୀକ୍ଷଣରୁ ଉତ୍ତୀର୍ଣ୍ଣ ହୋଇଛି ଏବଂ ଏବେ ଏହା ବ୍ୟବହାର ପାଇଁ ପ୍ରସ୍ତୁତ। ନୂତନ mRNA-ଆଧାରିତ କର୍କଟ ଟିକା ୩ ବର୍ଷର ପରୀକ୍ଷଣରେ ନିରାପଦ ଏବଂ ପ୍ରଭାବଶାଳୀ…
କାହିଁକି ହୁଏ ମିସ୍କ୍ୟାରେଜ୍ ବା ଗର୍ଭନଷ୍ଟ? : ଜାଣନ୍ତୁ କେଉଁମାନଙ୍କୁ ଅଧିକ ବିପଦ ଓ ସମାଧାନର ଉପାୟ…
ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ। ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି। ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ। ତେବେ…
ସ୍ତନ କର୍କଟ ଚିକିତ୍ସାରେ ନୂତନ ସମ୍ଭାବନା ‘ବିଛା’
ସ୍ତନ କର୍କଟରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରତିବର୍ଷ ପ୍ରାୟ ୨୫% ମହିଳାଙ୍କର ମୃତ୍ୟୁ ହୋଇଥାଏ। ସ୍ତନକର୍କଟର ଚିକିତ୍ସା ପାଇଁ ଔଷଧ, କେମୋଥେରାପି, ରାଡିଏସନ୍ ଥେରାପି ଏବଂ ଅସ୍ତ୍ରୋପଚାର ପଦ୍ଧତି ଗ୍ରହଣ କରାଯିବା ସାଧାରଣ କଥା। ହେଲେ ଏବେ ଏହି ଚିକିତ୍ସା ପଦ୍ଧତିରେ ବିଛାର ଗୁରୁତ୍ବପୂର୍ଣ୍ଣ…
ମହିଳାମାନଙ୍କଠାରେ କାହିଁକି ଦେଖାଯାଏ କ୍ୟାଲସିୟମ୍ ଅଭାବ? ଜାଣନ୍ତୁ ଏହାର କାରଣ,ଲକ୍ଷଣ ଓ ଚିକିତ୍ସା
କ୍ୟାଲସିୟମ୍ ଏକ ଗୁରୁତ୍ବପୁର୍ଣ୍ଣ ଇଲେକ୍ଟ୍ରୋଲାଇଟ୍। ମଣିଷ ଶରୀରର ଦାନ୍ତ ଓ ହାଡ ଗଠନରେ କ୍ୟାଲସିୟମ୍ ଏକ ବିଶେଷ ଭୂମିକା ଗ୍ରହଣ କରେ। ତେବେ ସଂପ୍ରତି ମହିଳାମାନଙ୍କ କ୍ଷେତ୍ରରେ କ୍ୟାଲସିୟମ୍ର ଅଭାବ ଚିନ୍ତାର କାରଣ ସାଜିଛି। ଯାହାକୁ ହାଇପୋକ୍ୟାଲସେମିଆ କୁହାଯାଉଛି। ପ୍ରକାଶିତ ଏକ…
କର୍କଟ-HIV : ଶସ୍ତା ହେବ ଔଷଧ ମୂଲ୍ୟ
କର୍କଟ ଏବଂ HIV ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ବହୁତ ଶୀଘ୍ର ସେମାନଙ୍କ ଉପରେ ମହଙ୍ଗା ଔଷଧର ବୋଝ କିଛି ପରିମାଣରେ ହ୍ରାସ ପାଇପାରିବ ।
କାରଣ ଖୁବ୍ ଶୀଘ୍ର ଭାରତରେ HIV, କର୍କଟ ଏବଂ ହେମାଟୋଲୋଜି ଭଳି ଗମ୍ଭୀର ରୋଗର ଔଷଧ ଖର୍ଚ୍ଚ କମିବା ନେଇ ଜଣାପଡ଼ିଛି । …