Browsing Category

ଲାଇଫ ଷ୍ଟାଇଲ

ଶୀତ ଦିନରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ଶରୀର….

ଶୀତ ଦିର ମଜା ଅଲଗା। ଆଉ ଏହି ଶୀତ ଦିନ ଡାକିଆଣେ ନାନା ରୋଗ। ଥଣ୍ଡା, କାଶ, ଜ୍ବର ଭଳି ସମସ୍ୟା ଏକ ସାଧାରଣ କଥା। ତେଣୁ ଶୀତ ଦିନେ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଉଁଭଳି ଖାଦ୍ୟ ଖାଇବା ଦେହ ପାଇଁ ହିତକର...…

ଜଣେ ହାଇ ମାରିଲେ ଅନ୍ୟଜଣଙ୍କୁ ହାଇ ଆସେ କାହିଁକି? ଜାଣନ୍ତୁ ଏହା ପଛର କାରଣ….

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ। ହାଇ ମାରିବା ଦ୍ୱାରା ଅଧିକ…

ଭ୍ରାମରୀ ପ୍ରାଣାୟମ୍‌ କରିବା ଦ୍ବାରା କ’ଣ ଫାଇଦା ମିଳେ, ଆସନ୍ତୁ ଜାଣିବା

ଏହି ପ୍ରାଣାୟମ୍‌ ଦ୍ବାରା ମାନସିକ ଚାପ ଓ ଚିନ୍ତାରୁ ରକ୍ଷା ମିଳେ। କ୍ରୋଧ, ଉଦ୍‌ବେଗ ଏବଂ ଅନିଦ୍ରାରୁ ଉପକାର ମିଳେ ଏବଂ ରକ୍ତଚାପ କମିଯାଏ। ଶରୀରର ତନ୍ତୁକୁ ଶୀଘ୍ର ସୁସ୍ଥ କରିବା ପାଇଁ ସାହାଯ୍ୟ କରେ। ଅସ୍ତ୍ରୋପଚାର ପରେ ଏହି ଅଭ୍ୟାସ କରାଯାଇପାରେ। ଏହାଦ୍ବାରା ସ୍ବର ମଧୁର ହୁଏ ଏବଂ ଗଳା…

ରାତିରେ ଲାଇଟ୍‌ ଜଳାଇ ଶୋଉଛନ୍ତି କି?…. ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ……

ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଲାଇଟ୍‌ ବନ୍ଦ କରିକି ଶୁଅନ୍ତି। ଆଉ କେତେ ଜଣ ଅନ୍ଧାରକୁ ଡରି ରାତିରେ ଲାଇଟ୍ ଜଳାଇ ଶୁଅନ୍ତି। ତେବେ ହାଭାର୍ଡ ବିଶ୍ବବିଦ୍ୟାଳୟର ଏକ ଗବେଷଣାରେ ରାତିରେ ଲାଇଟ୍ ଜଳାଇ ଶୋଇବା ଆଦୌ ଭଲ ନୁହେଁ ବୋଲି କୁହାଯାଇଛି। ବିଶ୍ବବିଦ୍ୟାଳୟର ଗବେଷକମାନେ…

ଶୀତଦିନରେ ଅଧିକ ମିଳୁଥିବା ‘ଲାଉ’ର ଔଷଧୀୟ ଗୁଣ ଜାଣିଲେ ଆପଣ ବି ହେବେ ତାଜୁବ…….

ଆୟୁର୍ବେଦରେ କୁହାଯାଇଛି ଲାଉରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଲାଉରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଏହା ଶରୀରରୁ ବିଷାକ୍ତ ତତ୍ତ୍ବ ବାହାର କରିପାରେ। ଲାଉ ଜୁସ୍‌ରେ ଭିଟାମିନ୍‌, ମିନେରାଲ ଅନେକ ପୋଷକତତ୍ତ୍ବ ରହିଛି। ତେଣୁ ନିୟମିତ ରୂପେ ସଠିକ ମାତ୍ରାରେ ଏହାକୁ ସେବନ କଲେ, ଶରୀରର ବିଭିନ୍ନ ରୋଗ…

ଶୀତଦିନରେ ସତର୍କ ରୁହନ୍ତୁ ହୃଦ୍‌ରୋଗୀ, ଏସବୁ କଲେ ହୋଇପାରେ ବଡ଼ ବିପଦ…..

ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ଶରୀର ଉପରେ ପ୍ରଭାବ ପକାଇଥାଏ। ତାପମାତ୍ରା ସର୍ବାଧିକ ହ୍ରାସ ପାଇଲେ, ଧମନୀ ସଙ୍କୁଚିତ ହୁଏ। ଏହାଦ୍ବାରା ରକ୍ତଚାପସ୍ତର ବଢ଼ିଯାଇଥାଏ। ରକ୍ତଚାପ ବଢ଼ିଲେ ହୃଦୟ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଉଚ୍ଚରକ୍ତଚାପରେ ପୀଡ଼ିତ ଓ…

ଶୀତଦିନରେ ଏମିତି ନିଅନ୍ତୁ ନିଜ ତ୍ବଚାର ଯତ୍ନ, ଦିଶିବେ ସୁନ୍ଦର….

ଶୀତଦିନ‌ରେ ତ୍ବଚା ଓ ଚର୍ମର ଯତ୍ନ ଅଧିକ ନେବା ଜରୁରୀ ହୋଇଥାଏ। କାରଣ ଏହି ସମୟରେ ଚର୍ମ ରୁକ୍ଷ ଓ କୁଞ୍ଚନ ପଡ଼ିଥାଏ। ତେଣୁ ଏହି ସମୟରେ ତ୍ବଚା ଠାରୁ ଆରମ୍ଭ କରି କେଶ, ନଖ ପ୍ରଭୃତିର ଯତ୍ନ ନେବା ନିହାତି ଦରକାର। ଶୀତଦିନରେ ପାଦ ଫାଟିବା, ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ…

ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ଵାରା କଣ ହୁଏ….

ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ମଧ୍ୟ ସଙ୍କେତ ମିଳିଥାଏ। ରାମାୟଣ ଓ ମହାଭାରତରେ ମଧ୍ୟ ସ୍ବପ୍ନରୁ ମିଳୁଥିବା ସଙ୍କେତ ବିଷୟରେ ଉଲ୍ଲେଖ ରହିଛି। କୁହାଯାଏ ଯେ, ଭଗବାନ ରାମଚନ୍ଦ୍ର ପିତା…

ଶୀତଦିନେ ଗରମପାଣି ପିଇବା ଠିକ୍ ନାଁ ଭୁଲ୍‌… ଜାଣନ୍ତୁ ଗରମପାଣି ଦ୍ୱାରା ଶରୀରକୁ ମିଳେ କେଉଁ ସବୁ ଲାଭ….

ଏବେ ଶୀତ ଦିନ ଚାଲିଛି । ଶୀତଦିନେ ସାଧାରଣତ ଆମ ସମସ୍ତଙ୍କର ପାଣିକୁ ନେଇ ଟିକେ ଡର ଥାଏ । ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ପାଣି ପିଇବା ଯାଏଁ । ଶୀତଦିନେ ଲୋକେ କମ୍ ପାଣି ପିଅନ୍ତି । ଶୀତଦିନେ ପାଣି କମ୍ ପିଇବା ଦ୍ୱାରା ଖାଦ୍ୟ ଠିକରେ ହଜମ ହୋଇ ନଥାଏ । ହେଲେ ଆପଣ ଗରମ ପାଣି ପିଇ ଏହି…

ବାସ୍ତୁ ଅନୁସାରେ ଲଗାନ୍ତୁ ଏହିସବୁ ଗଛ, ପ୍ରାପ୍ତ ହେବ ସକାରାତ୍ମକ ଶକ୍ତି….

ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ପ୍ରକାର ଗଛର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ ଅଛି। ଉକ୍ତ ଗଛଗୁଡ଼ିକୁ ସକାରାତ୍ମକ ଶକ୍ତିର ଉତ୍ସ ବୋଲି କୁହାଯାଏ। ତେବେ ବାସ୍ତୁ ନିୟମ ଅନୁସାରେ, ଘରର ମୁଖ୍ୟ ଦ୍ବାରରେ କେଉଁସବୁ ଗଛ ରଖିପାରିବେ ଆସନ୍ତୁ ଜାଣିବା… ତୁଳସୀ ଧାର୍ମିକ ଓ…