Browsing Category

ଭଲ ଖବର

ଆନ୍ତର୍ଜାତୀୟ ନୃତ୍ୟ ଦିବସ 2024: ଦେଶରେ ନୁହେଁ, ବିଦେଶରେ ବି ଫେମସ୍ ଏହି ୫ କ୍ଲାସିକାଲ ଡାନ୍ସ….

ଆନ୍ତର୍ଜାତୀୟ ନୃତ୍ୟ ଦିବସ। ପ୍ରତିବର୍ଷ ଏପ୍ରିଲ ୨୯ ତାରିଖରେ ସମଗ୍ର ବିଶ୍ୱରେ ଏହି ମହାନ ଦିବସକୁ ପାଳନ କରାଯାଏ। ଅନେକ ଲୋକ ନୃତ୍ୟକୁ କେବଳ ମନୋରଞ୍ଜନର ଏକ ମାଧ୍ୟମ ଭାବରେ ବିବେଚନା କରନ୍ତି, କିନ୍ତୁ ତାହା ନୁହେଁ। ଏହା ବହୁ ଉର୍ଦ୍ଧ୍ବରେ..। ପ୍ରାଚୀନ କାଳରେ, ନୃତ୍ୟ ମାଧ୍ୟମରେ ବିଭିନ୍ନ…

ଆମେ ଘୃଣ୍ୟ ନୁହେଁ…. ମଣିଷ ସମାଜ ପାଇଁ ଉପକାରୀ

ଘୁଷୁରୀ । ଯାହା ନାଁ ଶୁଣିଲେ ଲୋକେ ଡରନ୍ତି। ଭୟବୀତ ହୁଅନ୍ତି ଏବଂ ଘୃଣା ମଧ୍ୟ କରନ୍ତି। କଥା କଥାରେ ଅବା କୌଣସି କଥା ଛଳରେ ଆମେ ସାମ୍ନା ଲୋକଟିକୁ ଘୁଷୁରୀ ବୋଲି କହି ତାଚ୍ଛଲ୍ୟ କରୁ। ଏହାର କାରଣ ହେଉଛି ଘୁଷୁରୀ ଅପରିଷ୍କାର ସ୍ଥାନରେ ରୁହେ। ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରେ ଏବଂ…

International Womens Day : ରାଜ୍ୟସଭା ଯିବେ ସୁଧା ମୁର୍ତ୍ତୀ, ସରଳତା ଏବଂ ଉତ୍ସର୍ଗୀକୃତତାର ଏକ ନିଆରା ଉଦାହରଣ

ନୂଆଦିଲ୍ଲୀ : ଦେଶର ପ୍ରଥମ ମହିଳା ଇଞ୍ଜିନିୟର ହେବା ଠାରୁ ଆରମ୍ଭ କରି ଇନଫୋସିସ୍ ଭଳି ଏକ କମ୍ପାନୀ ପ୍ରତିଷ୍ଠା କରିଥିବା ସୁଧା ମୁର୍ତ୍ତୀ ମଧ୍ୟ ରାଜ୍ୟସଭାକୁ ଯାଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ କର୍ମୀ ତଥା ଲେଖକ ସୁଧା ମୁର୍ତ୍ତୀଙ୍କୁ ରାଜ୍ୟସଭାରେ ମନୋନୀତ କରିଛନ୍ତି।…

ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ରେ ଏହି ଦେଶରେ ଚଲାଇ ପାରିବେ ଗାଡି, ଆପଣଙ୍କୁ ଜୋରିମାନା ଦେବାକୁ ପଡିବ ନାହିଁ..

ଯେକୌଣସି ସ୍ଥାନକୁ ଏକ୍ସପ୍ଲୋର କରିବା ପାଇଁ ସଡକ ମାର୍ଗ ହେଉଛି ସର୍ବୋତ୍ତମ ଉପାୟ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ଅଛି ତେବେ ଆପଣ କେବଳ ଭାରତରେ ନୁହେଁ ଆହୁରି ଅନେକ ଦେଶ ମଧ୍ୟ ଭ୍ରମଣ କରିପାରିବେ। ଯାତ୍ରା କରିବାର ମଜା ସହିତ ଅନ୍ୟ ଦେଶର ଗାଡି ଚଳାଇବାର…

ହିଲ୍ ଷ୍ଟେସନ ଯିବାକୁ ପ୍ଲାନ୍ କରୁଛନ୍ତି କି…? ତେବେ ଆପଣ ଏହି ଟିପ୍ସ ଉପରେ ନିଶ୍ଚୟ ନଜର ପକାନ୍ତୁ

ଯେତେବେଳେ ପିକ୍‌ନିକ୍ କଥା ଉଠେ, ସେତେବେଳେ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ପାହାଡ଼ିଆ ଅଞ୍ଚଳ ବା ହିଲ୍ ଷ୍ଟେସନ୍ | ସେଠାରେ ଥିବା ସବୁଜତା, ପାଣିପାଗ ଏବଂ ଶାନ୍ତି ଲୋକଙ୍କୁ ଆକର୍ଷିତ କରିଥାଏ। ବିଶେଷକରି ତୁଷାରପାତ ସମୟରେ ଏହି ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟ ଦୁଇ ଗୁଣ ହୋଇଯାଏ। ସେଥିପାଇଁ ତ…

ସ୍ୱାବଲମ୍ବୀ ମହିଳା – ସମୃଦ୍ଧ ଓଡ଼ିଶା

ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗବଜୋର ଗ୍ରାମ ରେ ବିଚାର ଭାରତୀ ଟ୍ରଷ୍ଟ ର ସ୍ୱନିଧି ଅଭିଯାନ ପକ୍ଷ ରୁ ସ୍ୱନିଧି ଗୃହ ଏବଂ ଶାଢ଼ୀ ବୁଣା ତନ୍ତ ମହିଳା ବୁଣାକାର ଙ୍କ ପାଇଁ ଉଦଘାଟନ କରାଯାଇଛି l ଯେଉଁଠାରେ ମହିଳା ମାନେ ଏକାଠି ବସି ଶାଢ଼ୀ( ସମ୍ବଲପୁରୀ ଶାଢ଼ୀ ) ବୁଣି ପାରିବେ l"…

ଡେଙ୍ଗୁ ଆଲର୍ଟ ! ଅକ୍ଟୋବର ମାସରେ ଆହୁରି ହେବ ସଂଘାତିକ, ବର୍ତ୍ତମାନ ଠାରୁ ହୋଇଯାଆନ୍ତୁ ସତର୍କ

ପୁଣି ଥରେ ଡେଙ୍ଗୁ କାୟା ବିସ୍ତାର କରିଛି। ଉତ୍ତରପ୍ରଦେଶ, ୟୁପି, ବିହାର, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଆଦି ରାଜ୍ୟରେ ଡେଙ୍ଗୁ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଛି। କେବଳ କର୍ଣ୍ଣାଟକରେ ୭ ହଜାର ରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ମଧ୍ୟ ସ୍ଥିତି ଭଲ ନାହିଁ। ଦିଲ୍ଲୀ ନିକଟସ୍ଥ…

ଯୁଗେ ଯୁଗେ ନାରୀ ଅବହେଳିତ ; ଜନ୍ମାଷ୍ଟମୀରେ କେବଳ ପ୍ରଭୁ ଶ୍ରୀକୃଷ୍ଣ ନୁହେଁ, ଏହି ଦେବୀଙ୍କର ମଧ୍ୟ ହୋଇଥିଲା ଜନ୍ମ..

ପୁଅ ଓ ଝିଅ ମଧ୍ୟରେ ଭେଦ ଭାବ ଯୁଗ ଯୁଗରୁ ଚାଲିଆସିଛି। ଦ୍ବାପର ଯୁଗ ହେଉ ଅବା ତ୍ରେତୟା ଯୁଗ ଏବଂ କଳିଯୁଗ..ସବୁବେଳେ ନାରୀକୁ ଅବହେଳିତ ଦୃଷ୍ଟିରେ ଦେଖାଯାଇଛି। ଗୋଟିଏ ନାରୀ ହିଁ ସର୍ବଦା ବଳିଦାନ ଦେଇଛି ଏବଂ ତାହାକୁ ଲୋକେ ଭୁଲି ଯାଆନ୍ତି। ଦେବୀ ଦେବତାମାନେ ମଧ୍ୟ ଏଥିରୁ ବାଦ୍ ପଡି…

janmashtami 2023 ; ଜନ୍ମାଷ୍ଟମୀରେ କରନ୍ତୁ ଏହି ସରଳ ଉପାୟ, ଦୂର ହେବ ସବୁ କଷ୍ଟ…

ଯେବେତେବେ ଅଧର୍ମୀ ଓ ଅତ୍ୟାଚାରୀମାନଙ୍କ ପାଦୁର୍ଭାବ ବଢିଯାଏ ଏବଂ ଧର୍ମର ପତନ ହେବାକୁ ଲାଗେ, ସେବେତେବେ ସ୍ବୟଂ ଭଗବାନ ମାନବ ରୂପରେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରି ସତ୍ୟ ଓ ଧର୍ମର ସଂସ୍ଥାପନ କରନ୍ତି। ଏହି ପରିପ୍ରେକ୍ଷୀରେ ଅତ୍ୟାଚାରୀ କଂସର ବିନାଶ ପାଇଁ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ…

step relationship : କିଏ କହିଲା ଷ୍ଟେପ୍ ସମ୍ପର୍କରେ ପ୍ରେମ ନାହିଁ, ବି-ଟାଉନର ଏହି ଭାଇ ଓ ଭଉଣୀମାନଙ୍କୁ ଦେଖନ୍ତୁ …

ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ। ଚଳିତ ବର୍ଷ ଦୁଇ ଦିନ ପଡୁଥିବାରୁ କିଛି ଲୋକ ଗତକାଲି ଏବଂ ଅନ୍ୟ କିଛି ଲୋକ ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି। ଏହି ପର୍ବ ଭାଇ-ଭଉଣୀ ମଧ୍ୟରେ ମଧୁରତା ଆଣିବା ସହ ସମ୍ପର୍କକୁ ଆହୁରି ଦୃଢ ବା ମଜବୁତ କରିଥାଏ। କିନ୍ତୁ କୁହାଯାଏ…