Browsing Category
ଭଲ ଖବର
ପିଲାଙ୍କ ହାତରେ ମୋବାଇଲ୍ ଦେଉଥିଲେ ସାବଧାନ! ଜାଣନ୍ତୁ କେଉଁ ବୟସ ପାଇଁ କେତେ ଘାତକ ସ୍ମାର୍ଟଫୋନ୍…
ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଦେଖିବା ଏକ ସାଧାରଣ ଘଟଣା ପାଲଟିଛି। ଅନେକ ସମୟରେ ବାପା-ମା’ମାନେ ପିଲାଙ୍କୁ ଖୁଆଇବା ପାଇଁ କିମ୍ବା କାନ୍ଦ ବନ୍ଦ କରାଇବା ପାଇଁ ହାତରେ ମୋବାଇଲ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ଶିଶୁର ଭବିଷ୍ୟତ ପାଇଁ କେତେ ବିପଜ୍ଜନକ ହୋଇପାରେ, ସେ ନେଇ…
କେଶରୁ ହୋଲି ରଙ୍ଗ କେମିତି ଛଡାଇବେ, ଜାଣନ୍ତୁ ଉପାୟ……
ହୋଲି ଖୁସି, ରଙ୍ଗ ଓ ମଜାର ପର୍ବ। ଏହି ବିଶେଷ ଦିନରେ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି। କିନ୍ତୁ ଏହି ସମୟରେ ବ୍ୟବହୃତ ରଙ୍ଗ, ଅବିର ଓ ପାଣି ଆପଣଙ୍କ କେଶକୁ କ୍ଷତି ପହଞ୍ଚାଇପାରେ। ରାସାୟନିକ ମିଶ୍ରିତ ରଙ୍ଗ କେଶରୁ ଆର୍ଦ୍ରତା ଦୂର…
ଖର୍ଚ୍ଚ ହେବନି ଟଙ୍କା! ଚମକିବ ଚେହେରା, ଘରେ ବନାନ୍ତୁ ବେସନ-ଚନ୍ଦନ ଫେସ୍ ୱାଶ୍
ଆଜିକାଲି ବଜାରରେ ମିଳୁଥିବା ଦାମୀ ଫେସ୍ ୱାଶ୍ ଏବଂ କ୍ଲିଞ୍ଜରରେ ଅନେକ ପ୍ରକାରର କେମିକାଲ୍ ବ୍ୟବହାର କରାଯାଇଥାଏ, ଯାହା ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ। ଯଦି ଆପଣ ବିନା ଖର୍ଚ୍ଚରେ ପାର୍ଲର ଭଳି ଗ୍ଲୋ ପାଇବାକୁ ଚାହୁଁଛନ୍ତି, ତେବେ ରୋଷେଇ ଘରେ ଥିବା ସାମଗ୍ରୀ ବ୍ୟବହାର କରି ପ୍ରସ୍ତୁତ…
କେଉଁ କ୍ୟାନ୍ସର୍ ସବୁଠାରୁ ଅଧିକ ବିପଜ୍ଜନକ? କେତେ ରହିଛି ବଞ୍ଚିବାର ଆଶା, ଜାଣନ୍ତୁ ଡାକ୍ତରଙ୍କ ମତ….
କ୍ୟାନ୍ସର ବା କର୍କଟ ରୋଗର ନାଁ ଶୁଣିଲେ ହିଁ ଲୋକଙ୍କ ମନରେ ଛନକା ପଶିଯାଏ। ତେବେ ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହ ବର୍ତ୍ତମାନ ଅନେକ କ୍ଷେତ୍ରରେ କ୍ୟାନ୍ସରର ସଫଳ ଚିକିତ୍ସା ସମ୍ଭବ ହୋଇପାରୁଛି। କିନ୍ତୁ ଆପଣ ଜାଣନ୍ତି କି, କ୍ୟାନ୍ସର ମଧ୍ୟରେ ସବୁଠାରୁ ବିପଜ୍ଜନକ କ୍ୟାନ୍ସର କେଉଁଟି? ଏବଂ…
ଅତ୍ୟଧିକ ପରଫ୍ୟୁମ ବ୍ୟବହାର କରୁଛନ୍ତି କି? ସାବଧାନ….
ଆଜିକାଲିର ଜୀବନଶୈଳୀରେ ପରଫ୍ୟୁମ ବା ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି। ନିଜକୁ ସତେଜ ରଖିବା ଏବଂ ଅନ୍ୟମାନଙ୍କ ଆଗରେ ଆକର୍ଷଣୀୟ ଦେଖାଯିବା ପାଇଁ ଲୋକମାନେ ଦାମୀ ପରଫ୍ୟୁମ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆବଶ୍ୟକତାଠାରୁ ଅଧିକ ପରଫ୍ୟୁମ ବ୍ୟବହାର କରିବା…
ଓଡ଼ିଶାରେ କମି ଚାଲିଛି ଝିଅଙ୍କ ସଂଖ୍ୟା, ଆଗକୁ ଦେଖାଦେବ ବଡ଼ଧରଣର ସାମାଜିକ ସମସ୍ୟା
ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମ୍ ରହୁଥିବା ଯୋଗୁ ଭବିଷ୍ୟତରେ ବଡ଼ଧରଣର ସାମାଜିକ ସମସ୍ୟା ଉପୁଜିପାରେ । ଏଥିପ୍ରତି ଏବେଠାରୁ ସଜାଗ ରହିବା ପାଇଁ ସମାଜ ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି ।
ଭାରତ ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟର…
ଗ୍ରୀନ ମଟର ଚୋପା ଅଦରକାରୀ ନୁହେଁ, ଫାଇଦା ଜାଣିଲେ ଆଉ ଫିଙ୍ଗିବେନି….
ପରିବା ଏବଂ ଫଳ ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ଏଥିରେ ରହିଥିବା ନାନାଦି ପ୍ରକାର ଭିଟାମିନ୍ ଏବଂ କ୍ୟାଲସିୟମ ଆମ ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ। ଡାକ୍ତର ମାନେ ବି ପ୍ରତ୍ୟେହ ଫଳ ଏବଂ ଭରପୁର ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାଆନ୍ତି।…
ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି କି?…. ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ……
ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଲାଇଟ୍ ବନ୍ଦ କରିକି ଶୁଅନ୍ତି। ଆଉ କେତେ ଜଣ ଅନ୍ଧାରକୁ ଡରି ରାତିରେ ଲାଇଟ୍ ଜଳାଇ ଶୁଅନ୍ତି। ତେବେ ହାଭାର୍ଡ ବିଶ୍ବବିଦ୍ୟାଳୟର ଏକ ଗବେଷଣାରେ ରାତିରେ ଲାଇଟ୍ ଜଳାଇ ଶୋଇବା ଆଦୌ ଭଲ ନୁହେଁ ବୋଲି କୁହାଯାଇଛି।
ବିଶ୍ବବିଦ୍ୟାଳୟର ଗବେଷକମାନେ…
କଅଁଳ ବୟସରୁ ପରିପକ୍ଵ ହେଉଛନ୍ତି ପିଲା; ଆସନ୍ତୁ ଜାଣିବା ଏହାର କାରଣ କ’ଣ ଏବଂ ସମାଧାନ ବିଷୟରେ
ଆଧୁନିକ ଜୀବନଶୈଳୀ, ଦୀର୍ଘ ସମୟ ଫୋନ୍ ବ୍ୟବହାର ଆଦି ଅଭ୍ୟାସ ଯୋଗୁଁ ଏବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ହେଉଛି। ସେଥିରୁ ପ୍ରିକୋସିୟସ୍ ପ୍ୟୁବର୍ଟି ଯୋଗୁଁ ପିଲାମାନେ କଅଁଳ ବୟସରୁ ପରିପକ୍ବ ହେଉଛନ୍ତି। ମାତ୍ର ୭ରୁ୮ବର୍ଷରୁ ପୁଅ ଓ ଝିଅଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ହେଉଛି। ଏହା…
ବାସ୍ତୁ ଅନୁସାରେ ଲଗାନ୍ତୁ ଏହିସବୁ ଗଛ, ପ୍ରାପ୍ତ ହେବ ସକାରାତ୍ମକ ଶକ୍ତି….
ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ପ୍ରକାର ଗଛର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ ଅଛି। ଉକ୍ତ ଗଛଗୁଡ଼ିକୁ ସକାରାତ୍ମକ ଶକ୍ତିର ଉତ୍ସ ବୋଲି କୁହାଯାଏ। ତେବେ ବାସ୍ତୁ ନିୟମ ଅନୁସାରେ, ଘରର ମୁଖ୍ୟ ଦ୍ବାରରେ କେଉଁସବୁ ଗଛ ରଖିପାରିବେ ଆସନ୍ତୁ ଜାଣିବା…
ତୁଳସୀ
ଧାର୍ମିକ ଓ…