Browsing Category

ବଡ଼ ଖବର

ବିନା ଅସ୍ତ୍ରୋପଚାରରେ ଭଲ ହେବ ଦୀର୍ଘ ଦିନର ଯନ୍ତ୍ରଣା, ଏସ୍‌ସିବିରେ ପ୍ରଥମ ଥର ଖୋଲିବ ‘ପେନ୍ କ୍ଲିନିକ୍’

ଯଦି ଶରୀରରେ କୌଣସି ପ୍ରକାର ଅସ୍ତ୍ରୋପଚାର ହୋଇଥାଏ କିମ୍ବା ବିନା କୌଣସି ଅସ୍ତ୍ରୋପଚାରରେ ବି ଦୀର୍ଘ ଦିନ ଧରି ଯନ୍ତ୍ରଣା ହେଉଛି, ଏହାର ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଖୋଲିବାକୁ ଯାଉଛି ‘ପେନ୍ କ୍ଲିନିକ୍’। ନିଶ୍ଚେତକ ବିଭାଗ ପକ୍ଷରୁ ଏଭଳି କ୍ଲିନିକ୍ ଖୋଲାଯିବ। ଅତ୍ୟାଧୁନିକ…

ସବୁ ତହସିଲ୍‌ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍

 ରାଜ୍ୟର ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ।  ଆଜି ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି  । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ସେବା ସୁବିଧାରେ…

କାଲିଠୁ ସୁଭଦ୍ରା ଯୋଜନା ପାଇଁ ଆବେଦନ, ଜାଣନ୍ତୁ କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ…

୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ରା ପୋର୍ଟାଲ ଖୋଲାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ ଅର୍ଥାତ କାଲିଠୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ । ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ…

ଲ୍ୟାଣ୍ଡଫଲ୍‌ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା : ମୃତ୍ୟୁଞ୍ଜୟ ମହାପାତ୍ର

ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା।  ସମୁଦ୍ର ଭିତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆସନ୍ତା ୨୮ ତାରିଖ ରାତି ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ବୋଲି ଆଶଙ୍କା କରାଯାଉଛି । ତେବେ ଓଡ଼ିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…

ବିହାର ପରେ ଦେଶବ୍ୟାପୀ SIR ଲାଗୁ ଘୋଷଣା, ୧୨ ରାଜ୍ୟରୁ ଆରମ୍ଭ…

ନିର୍ବାଚନ କମିଶନ ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ (SIR) ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି। ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ SIR ଆରମ୍ଭ ହେବ। ସେ ଆହୁରି ମଧ୍ୟ…

ମନ୍‍ କି ବାତ୍‌ରେ କୋରାପୁଟ କଫିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

“ମନ୍‍ କି ବାତ୍‍”ର ୧୨୭ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମୃଦ୍ଧ କଫି ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେ ବିଶ୍ୱ ସ୍ତରରେ ଓଡ଼ିଶାର କୋରାପୁଟ କଫିର ବର୍ଦ୍ଧିତ ସ୍ୱୀକୃତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାମନ୍ତ୍ରୀ କହିଛନ୍ତି, “ଆପଣମାନେ ସମସ୍ତେ ଚା…

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଆଧାରିତ ପରୀକ୍ଷା

ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣି ନୂଆ ପରୀକ୍ଷା ବ୍ୟବସ୍ଥା ଓ ମୂଲ୍ୟାୟନ ପ୍ରକ୍ରିୟା ଲାଗୁ କରିଛନ୍ତି । ଜାତୀୟ ଶିକ୍ଷା ନୀତି-୨୦୨୦ ଓ ଜାତୀୟ ପାଠ୍ୟକ୍ରମ ଢ଼ାଂଚା-୨୦୨୩ ଅନୁରୂପ ରାଜ୍ୟରେ ପଂଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଓ ମୂଲ୍ୟାୟନ(ଖାତା…

ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଘୋଟାଲା, ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ପୁଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୁଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ…

ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ନିମ୍ନ ଆୟବର୍ଗଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି:…

ଲୋକଙ୍କ ସରକାରରେ ଲୋକଙ୍କ ଉନ୍ନତି ଓ ବିକାଶକୁ ପ୍ରାଥମିକତା ଦେଇ 'ଅନ୍ତ୍ୟୋଦୟ ଗୃହ ଯୋଜନା' ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି। ଏହାଦ୍ବାରା ପ୍ରତ୍ୟେକ ନାଗରିକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବେ ବୋଲି ମୋର…

ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା: ଭାରତରେ ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ୍

ଭାରତରେ ଏକ ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ । ଏ ନେଇ କମ୍ପାନିର ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନି ଏହି ପ୍ରକଳ୍ପ ପାଇଁ ୧୫ ବିଲିୟନ ଡଲାର ନିବେଶ କରିବ । ପିଚାଇ କହିଛନ୍ତି ଯେ ସେ ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି।…