Browsing Category
ବଡ଼ ଖବର
ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର ହେବ ଓଡ଼ିଶା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର: ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ…
ଟ୍ରାଫିକ ଫାଇନ୍ ହେଲା କୋହଳ : ଯେତିକି ଜରିମାନା କଟିଛି ତା’ର ଅଧା କରିବାକୁ ହେବ ପୈଠ
ରାସ୍ତାରେ ଯିବା ବେଳେ ଯେଉଁମାନଙ୍କର ଗାଡ଼ିର ଚାଲାଣ କଟିଛି, ସେମାନଙ୍କୁ ରାଜ୍ୟ ସରକାର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚାଲାଣ କଟିଥିବା ବାହନର ଜରିମାନାରେ ରାଜ୍ୟ ସରକାର ବଡ଼ କୋହଳ କରିଛନ୍ତି।
କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ।…
କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ଗୁରୁତ୍ୱ କାହିଁକି ? ଜାଣନ୍ତୁ କଣ କହୁଛି ପୁରାଣ
କାଲିଠୁ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ। ସନାତନ ଧର୍ମରେ କାର୍ତ୍ତିକ ମାସକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏହି ମାସ ସାରା ଭଗବାନ ବିଷ୍ଣୁଙ୍କ ପୂଜା କଲେ ବିଶେଷ ଫଳ ମିଳିଥାଏ। ଶାସ୍ତ୍ରରେ ଲେଖା ଅଛି ଯେ କାର୍ତ୍ତିକ ମାସରେ ତୁଳସୀ ପୂଜା କରିବା ଦ୍ୱାରା କେବଳ ପାପ କ୍ଷୟ ହୁଏ…
ଶୀତଦିନେ କାହିଁକି ବଢ଼ିଯାଏ ଆସ୍ଥମା ହେବାର ଆଶଙ୍କା? ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ..
ଅକ୍ଟୋବର ମାସ ଆରମ୍ଭ ହେବା ସହିତ ପାଗ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି । ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇଛି । ଶୀତ ସାଙ୍ଗରେ ବିଭିନ୍ନ ପ୍ରକାରର ରୋଗ ନେଇକି ଆସିଥାଏ, ଏବଂ ଏହି ଋତୁରେ ଦୀର୍ଘକାଳୀନ ରୋଗ ମଧ୍ୟ ବହୁତ କଷ୍ଟକର ହୋଇଯାଏ । ଶୀତଦିନେ ଆସ୍ଥମା ହେଉଛି ଏକ ରୋଗ ଯାହା ବହୁତ…
ଦଶହରାରେ କାହିଁକି ହୁଏ ରାବଣ ପୋଡି? ଭୁବନେଶ୍ବରରେ ଏଥର କେଉଁଠି ହେବ ରାବଣପୋଡି…..
ପବିତ୍ର ବିଜୟା ଦଶମୀ ଅବସରରେ ଆଜି ରାଜ୍ୟରେ ଦଶହରା ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ମନ୍ତ୍ର-ତନ୍ତ୍ର, ଚଣ୍ଡିପାଠ ସହିତ ମାଆ ଦୁର୍ଗାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ପୂଜାମଣ୍ଡପରେ…
ନିଶାମୁକ୍ତ ଗ୍ରାମ ଗଠନ କରିବେ ମୋହନ ସରକାର,ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ
ନିଶାମୁକ୍ତ ଗ୍ରାମ ଗଠନ କରିବେ ରାଜ୍ୟ ସରକାର। ଏଥି ପାଇଁ ମୋହନ ମାଝୀଙ୍କ ସରକାର ଅଣ୍ଟା ଭିଡ଼ିଛନ୍ତି। ଆମ ସଂକଳ୍ପ ନିଶା ନୁହେଁ ଜୀବନ। ଡ୍ରଗ୍ସଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ। ମଦ୍ୟପାନ କରି ଗାଡ଼ିଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା…
ବଟର୍ଫ୍ଲାଏ କାର୍ନିଭାଲ୍ରେ ମହିଳା ଓ ଶିଶୁ ପ୍ରତିଭା
ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବାର୍ଷିକ କାର୍ଯ୍ୟକ୍ରମ ‘ବଟରଫ୍ଲାଏ-୨୦୨୫’ ଭଞ୍ଜକଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛୋଟ ପିଲାଙ୍କ ସମେତ ମହିଳାମାନେ ମଧ୍ୟ କଳା, ସାଧାରଣଜ୍ଞାନ, ଶାସ୍ତ୍ରୀୟ ନୃତ୍ୟ, ରାମ୍ପୱାକ୍ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ପ୍ରତିଭା…
ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ଜରୁରୀ ସୂଚନା, ଗଣଶିକ୍ଷା ବିଭାଗ ଆଣିଲା ବହୁ ନୂଆ ନିୟମ…
ଶିକ୍ଷକଙ୍କ ବ୍ୟତୀତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କ୍ୟାଡରର ଅଧିକାରୀ/କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ ହୋଇଛି।
ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ ଏହି ଅଧିକାରୀମାନଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ।…
ଥ୍ରୀଡି ଇମେଜ୍ ତିଆରି କରୁଥିଲେ ସାବଧାନ : ବ୍ୟକ୍ତିଗତ ଫଟୋ ଲିକ୍ ସହ ହୋଇପାରନ୍ତି ସାଇବର୍ ଆଟାକ୍ର ଶିକାର
ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ନାନୋ ଥ୍ରୀଡି ଇମେଜ୍। ଫେସବୁକ୍ ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ୍, ଏକ୍ସ, ଥ୍ରେଡସ ଆଦି ପ୍ଲାଟଫର୍ମ ଖୋଲିବା ମାତ୍ରେ ଦେଖିବାକୁ ମିଳୁଛି ଏହି ଆନିମଟେଡ ଫଟୋ। ଏଆଇ ଟୁଲସ୍ ମାଧ୍ୟମରେ ନିଜର ଫଟୋକୁ ଏଭଳି ଥ୍ରୀଡି ଏଆଇ ଇମେଜ୍…
ପିତୃପକ୍ଷରେ କାହିଁକି କରାଯାଏ ପିତୃପୁରୁଷଙ୍କୁ ପିଣ୍ଡଦାନ : ଏହି ପକ୍ଷରେ କଣ ରହିଛି ପଞ୍ଚତତ୍ତ୍ବ ଓ ଦାନର…
ଆରମ୍ଭ ହୋଇଛି ପିତୃପକ୍ଷ। ପ୍ରତିବର୍ଷ ଭାଦ୍ରବ ପୂର୍ଣ୍ଣିମାରୁ ଆଶ୍ବିନ କୃଷ୍ଣ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅବଧିକୁ ‘ପିତୃପକ୍ଷ’ ବା ଅପରପକ୍ଷ କୁହାଯାଏ। ଏହି ୧୫ ଦିନ ସମ୍ପୂର୍ଣ୍ଣ ପିତୃପୁରୁଷଙ୍କୁ ସମର୍ପିତ। ଲୋକ ବିଶ୍ବାସ ଅନୁଯାୟୀ, ଏହି ସମୟରେ ପୂର୍ବପୁରୁଷଗଣ ପିତୃଲୋକ…