Browsing Tag

Surat Businessman

ସୁରଟ ବ୍ୟବସାୟୀଙ୍କ ବଡ଼ ହୃଦୟ: ୨୦ କର୍ମଚାରୀଙ୍କୁ ଦେଲେ ୧ ଲକ୍ଷ ଟଙ୍କାରୁ ଅଧିକ ଦୀପାବଳି ବୋନସ୍

ଗୁଜରାଟ: ଦୀପାବଳି ଅବସରରେ ସୁରଟର ଜଣେ ବ୍ୟବସାୟୀ ନିଜର କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁରଟର କପଡ଼ା ବ୍ୟବସାୟୀ ରାମସ୍ୱରୂପ ମୁଣ୍ଡେ ତାଙ୍କ ସହ କାମ କରୁଥିବା ୨୦ ଜଣ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଭାବରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାରୁ…