Browsing Tag

Silver Price

ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର: ଭରି ପିଛା ୫,୦୦୦ ଟଙ୍କାରୁ ଅଧିକ କମିଲା ଦର

ଭୁବନେଶ୍ୱର: ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ଆଖିଦୃଶିଆ ହ୍ରାସ ଘଟିଛି। ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି, ଯାହା ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଭୁବନେଶ୍ୱର ଏବଂ…