Browsing Tag

Search Operation

ଉତ୍ତରାଖଣ୍ଡର ଯୋଶୀମଠରେ ହେଲିକପ୍ଟର କ୍ରାସ୍ ! ପାଇଲଟଙ୍କ ସମେତ ୬ ଜଣ ଥିଲେ ସବାର

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲିରେ ହେଲିକପ୍ଟର କ୍ରାସ୍ ଆଶଙ୍କା । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଯୋଶୀମଠ ଅଞ୍ଚଳରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଶୁକ୍ରବାର ହଠାତ୍…