Browsing Tag

Rescue

ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ, ପୋଲିସର ଠିକ୍ ସମୟରେ ହସ୍ତକ୍ଷେପ ଯୋଗୁଁ ବଞ୍ଚିଗଲା ଜୀବନ

ସମ୍ବଲପୁର: ସମ୍ବଲପୁରର ଚାଉଁରପୁର ସେତୁରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବତୀଙ୍କୁ ପୋଲିସ କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ସେତୁ ଉପରେ ପହଞ୍ଚି ନଦୀକୁ ଡେଇଁବା ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ…